Home Left

ଶହୀଦଙ୍କ କୁନି ଝିଅର ବୁକୁଫଟା କାନ୍ଦ, ବାପା କେବେ ଆସିବେ

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର କସଗଞ୍ଜ ଜିଲାର ଏକ ମଦ ମାଫିଆ ଆକ୍ରମଣରେ ନିହତ ହୋଇଛନ୍ତି ସୈନିକ ଦେବେନ୍ଦ୍ର ସିଂ। ସେ ଆଗ୍ରାର ନାଗଲା ବିନ୍ଦୁ ଗାଁର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଶହୀଦଙ୍କ ପିତା ଏବଂ…

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ ବର୍ଷ ତଳେ ପୃଥିବୀରେ ବାସ କରୁଥିବା ପ୍ରାଣୀର ଜୀବାଶ୍ମର ସନ୍ଧାନ ମିଳିଛି। ଏହାର ଲମ୍ବ…

ଜବାବ ଦେଲା ଟୁଇଟର: ୫୦୦ ବିବାଦୀୟ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ସରକାର ୧୧୭୮ ଟୁଇଟର ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଏହାର ଉତ୍ତରରେ ଟୁଇଟରର ପକ୍ଷରୁ କୁହାଯାଇଛି ଯେ, ପ୍ରତିବନ୍ଧକ ଲଗାଯିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୫୦୦କୁ ସ୍ଥାୟୀ ଭାବେ…

ପେଟ ପୋଷିବା ପାଇଁ ବାର୍‌ରେ କାମ କରୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଭାରତକୁ ପରାସ୍ତ କରିଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ହିରୋ ଥିଲେ ଅଧିନାୟକ ଜୋ ରୁଟ୍‌। ଭାରତ ବିପକ୍ଷରେ ୧୦୦ତମ ଟେଷ୍ଟରେ ଦ୍ୱିଶତକ ସ୍କୋର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ରୁଟଙ୍କ…

ନିଜ ପିଲାଙ୍କୁ ଛାଡପତ୍ର ବିଷୟରେ କହିବା ଏହି ଅଭିନେତାଙ୍କ ପାଇଁ ଥିଲା ସବୁଠୁ କଷ୍ଟ ଦାୟକ

୮୦-୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଅମ୍ରିତା ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପରେ ସେ ସୈଫ୍‌ ଅଲ୍ଲୀଖାନ୍‌ଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୧ ମସିହାରେ ଦୁହେଁ ବିବାହ କରିଥିଲେ। ଏହା ପରେ ସାରା ଅଲ୍ଲୀଖାନ୍‌ ଏବଂ…

ଅନେକ ଥର ପ୍ରେମରେ ପଡ଼ିଥିଲେ ଏହି ଖେଳାଳି; ୨ ଛାଡପତ୍ର, ପୁଅର ମୃତ୍ୟୁପରେ ଭାଙ୍ଗିପଡ଼ିଥିଲେ

ଭାରତର ମହାନ ଅଧିନାୟକ ମହମ୍ମଦ ଆଜ୍ଝାରୁଦ୍ଦିନଙ୍କ କ୍ରିକେଟ କ୍ୟାରିୟର ବହୁତ ଭଲ ରହିଥିବା ବେଳେ ପ୍ରେମ ଜୀବନ ବିବାଦୀୟ ଥିଲା। ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜ୍‌ଲାନୀଙ୍କ ପାଇଁ ସେ ନିଜର ୯ ବର୍ଷର ବୈବାହିକ ଜୀବନକୁ ଭାଙ୍ଗିଦେଇଥିଲେ। ମାତ୍ର ତାଙ୍କର ଦ୍ୱିତୀୟ…

ହୃଦୟ ଜିତିଲେ କୁନି ପ୍ରଚାରକ

ଚଣ୍ଡିଗଡ,୧୦।୨: ପଞ୍ଜାବର ମ୍ୟୁନିସିପାଲିଟି ନିର୍ବାଚନରେ ଆମ ଆଦମୀ ପାର୍ଟିର ଜଣେ କୁନି ପ୍ରଚାରକ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଘର ଘର ବୁଲି ପ୍ରଚାର କରୁଥିବା ଏଏପି ପ୍ରାର୍ଥୀଙ୍କ ପୁଅ କହିଛନ୍ତି- ମୋ ବାପାଙ୍କୁ ଭୋଟ ଦିଅନ୍ତୁ। ଜଣେ ଶିଶୁ…

ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା

ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ ସେଲିବ୍ରିଟି’ମାନ୍ୟତା ହାସଲ କରିଛନ୍ତି। ଏହି କାରଣରୁ ଦୀପିକାଙ୍କୁ ବଲିଉଡର ରାଣୀ ଭାବରେ ବିବେଚନା କରାଯାଏ।…

ମହାପଞ୍ଚାୟତ ପୂର୍ବରୁ ଶାହାରନପୁରରେ ୧୪୪ ଧାରା

ଶାହାରନପୁର,୧୦।୨: ଉତ୍ତରପ୍ରଦେଶ ଶାହାରନପୁରରେ ବୁଧବାର କୃଷକ ମହାପଞ୍ଚାୟତ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମହାପଞ୍ଚାୟତରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ସେ…

କାହାକୁ ନ ଜଣାଇ ଏହି ଅଭିନେତ୍ରୀ କରିଥିଲେ ଗୃହପ୍ରବେଶ: ଏବେ ପଡ଼ିଗଲେ ଧରା

ବଲିଉଡ୍‌ ପରେ ହଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ, ଏବେ ତାଙ୍କ ପୁସ୍ତକ ‘ଅନ୍‌ଫିନିଷ୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ଅଭିନେତ୍ରୀ ତାଙ୍କ ଜୀବନର ଯାତ୍ରା ବିଷୟରେ ଲେଖିଛନ୍ତି। ସେ ଇଣ୍ଡଷ୍ଟ୍ରିରେ କାମ କରିବା ସହ…

ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ…

ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ… ଖେଳ ମଧ୍ୟରେ କ୍ରିକେଟ ପାଇଁ ଲୋକମାନେ ଯେତିକି ପାଗଳ, ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଠିକ୍‌ ସେମିତି ଇଚ୍ଛୁକ।…

ଅଯୋଧ୍ୟା ହେବ ବିଶ୍ୱସ୍ତରୀୟ ସହର

ଅଯୋଧ୍ୟା,୧୦।୨: ଉତ୍ତରପ୍ରଦେଶର ରାମନଗରୀ ଅଯୋଧ୍ୟାକୁ ବିଶ୍ୱସ୍ତରୀୟ ସହର କରାଯିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ କାନାଡ଼ାର ଏଲ୍‌ଇଏ ଆସୋସିଏଟ୍ସ୍‌କୁ କନସଲଟାନ୍ସି ଏଜେନ୍ସି ଦାୟିତ୍ୱ ପ୍ରଦାନ କରାଯାଇଛି। ସହରର ପୂର୍ଣ୍ଣ ବିକାଶ, ନଗର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri