Home Left

ରାଜ୍ୟରେ ୯୨ କରୋନା ଆକ୍ରାନ୍ତ ଚିହ୍ନଟ: ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାର ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୮ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା…

ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମେଡିକାଲ ସାମୟିକ ବନ୍ଦ

କଟକ ଅଫିସ, ୧୦।୧: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଜିଲା ପ୍ରଶାସନ କଠୋର ହୋଇଛି। ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ହସ୍ପିଟାଲରେ କୌଣସି ରୋଗୀ ଚିକିତ୍ସା କି ଡାକ୍ତରୀ ପରୀକ୍ଷା ହେବ ନାହିଁ ବୋଲି ଜିଲା ପ୍ରଶାସନ…

ଶିଳ୍ପାଙ୍କଠାରୁ ଆରମ୍ଭ କରି ସନି ଲିଓନି: ନକଲି ନାମରେ ଜଣାଶୁଣା ଏସବୁ କଳାକାର, ପ୍ରକୃତ ନାମ ଜାଣିଲେ..

ବମ୍ବେ: ବଲିଉଡ୍‌ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ନାମକୁ ବଦଳାଇଦେଇଛନ୍ତି। ଅତଃ ସେମାନେ ନୂଆ ନାମକୁ ନେଇ ପରିଚିତ ହେଉଛନ୍ତି। ତାଲିକାରେ ମନୋରଞ୍ଜନଜଗତର ଟପ୍‌ ଅଭିନେତ୍ରୀ/ଅଭିନେତାମାନେ ମଧ୍ୟ ଅଛନ୍ତି। ଆସନ୍ତୁ ଜାଣିବା କ’ଣ ସେମାନଙ୍କ ପ୍ରକୃତ ନାମ:- ଶିଳ୍ପା…

ପିଜି ପ୍ରଥମ, ୟୁଜି ଦ୍ୱିତୀୟ ବର୍ଷ ପାଠପଢ଼ା ହେଲା ଆରମ୍ଭ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପିଜିର ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ ୭ରୁ ୧୯ ତାରିଖ ମଧ୍ୟରେ ହେବ। ଜୁଲାଇ ୨୦ ସୁଦ୍ଧା ପିଜି ପ୍ରଥମ…

ଜେଲ୍‌ ଯିବା କଥା ଶୁଣି ଡରିଗଲେ ପ୍ରେମିକ, କଲେ ଏମିତି କାମ

ଗୋରଖପୁର,୧୦।୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାର ଗୁଲରିହା ପୋଲିସ ଷ୍ଟେଶନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯୁବକ ମନା କରୁଥିଲେ ଜେଲ୍‌ ଯିବା ଭୟରେ ତାଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ସୂଚନାନୁସାରେ, ମହାରାଜଗଞ୍ଜ ଜିଲାର…

ଏହି ଦେଶର ଲୋକଙ୍କୁ ଦେବାକୁ ପଡ଼େନି ଇନ୍‌କମ୍‌ ଟ୍ୟାକ୍ସ

ବଜେଟ ସମୟରେ ଭାରତର ମଧ୍ୟବିତ୍ତ ବର୍ଗଙ୍କ ନଜର ଇନ୍‌କମ୍‌ ଟ୍ୟାକ୍ସ ଉପରେ ରହିଥାଏ। ଏହି ଟ୍ୟାକ୍ସ ସ୍ଲେଭ୍‌ରୁ ସାଧାରଣ ଲୋକଙ୍କ ବର୍ଷକ ପାଇଁ ଟ୍ୟାକ୍ସ ଆକଳନ କରାଯାଇଥାଏ। ଏହି ଆଧାରରେ ଜଣେ ବ୍ୟକ୍ତି ନିଜର ବଜେଟ ପ୍ରସ୍ତୁତ କରିଥାଏ। ଭାରତରେ ଲୋକଙ୍କୁ…

୧୮ ବର୍ଷରୁ କମ୍‌ ହୋଇଥିଲେ ବି ମୁସଲମାନ୍‌ ଯୁବତୀ କରିପାରିବେ ବିବାହ

ଚଣ୍ଡିଗଡ଼,୧୦।୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ୧୮ ବର୍ଷରୁ କମ୍‌ ହୋଇଥିଲେ ମଧ୍ୟ ନିଜ ପସନ୍ଦର ଯେ କୌଣସି ବ୍ୟକ୍ତିଙ୍କୁ ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପକ୍ଷରୁ ଏକ ମାମଲାର ବିଚାର ସମୟରେ ଏଭଳି ରାୟ ପ୍ରଦାନ କରାଯାଇଛି।…

ଆଖିବୁଜିଲେ ଏହି ପ୍ରସିଦ୍ଧ ଗାୟକ: ୧୦ ବର୍ଷ ହେବ ପକ୍ଷାଘାତରେ ଥିଲେ ଆକ୍ରାନ୍ତ

ପ୍ରସିଦ୍ଧ ଗାୟକ ଏମ୍‌ଏସ୍‌ ନସିମଙ୍କର ବୁଧବାର ଥିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ। ଏହି କାରଣରୁ ହଠାତ୍‌ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନାସିମଙ୍କ ମୃତ୍ୟୁରେ ତାଙ୍କ ପରିବାର,…

ଇଞ୍ଜିନିୟରିଂ ପଢ଼ା ଛାଡି କବି ହୋଇଥିଲେ କୁମାର ବିଶ୍ୱାସ

ରାଜନେତା ତଥା ଜଣାଶୁଣା ବ୍ୟଙ୍ଗ କବି କୁମାର ବିଶ୍ୱାସ ୧୦ ଫେବୃଆରୀ ୧୯୭୦ରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ପିଲଖୁଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଡ. ଚନ୍ଦ୍ରପାଲ ଶର୍ମା, ଯିଏ ଆରଏସ୍‌ଏସ୍‌ ଡିଗ୍ରୀ କଲେଜରେ ପ୍ରଫେସର ଏବଂ ମାତାଙ୍କ ନାମ…

ଶହୀଦଙ୍କ କୁନି ଝିଅର ବୁକୁଫଟା କାନ୍ଦ, ବାପା କେବେ ଆସିବେ

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର କସଗଞ୍ଜ ଜିଲାର ଏକ ମଦ ମାଫିଆ ଆକ୍ରମଣରେ ନିହତ ହୋଇଛନ୍ତି ସୈନିକ ଦେବେନ୍ଦ୍ର ସିଂ। ସେ ଆଗ୍ରାର ନାଗଲା ବିନ୍ଦୁ ଗାଁର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଶହୀଦଙ୍କ ପିତା ଏବଂ…

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ ବର୍ଷ ତଳେ ପୃଥିବୀରେ ବାସ କରୁଥିବା ପ୍ରାଣୀର ଜୀବାଶ୍ମର ସନ୍ଧାନ ମିଳିଛି। ଏହାର ଲମ୍ବ…

ଜବାବ ଦେଲା ଟୁଇଟର: ୫୦୦ ବିବାଦୀୟ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ସରକାର ୧୧୭୮ ଟୁଇଟର ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଏହାର ଉତ୍ତରରେ ଟୁଇଟରର ପକ୍ଷରୁ କୁହାଯାଇଛି ଯେ, ପ୍ରତିବନ୍ଧକ ଲଗାଯିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୫୦୦କୁ ସ୍ଥାୟୀ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri