ପୁଅର ପ୍ରଥମ ଝଲକ୍‌ ଦେଖାଇଲେ କପିଲ୍‌ ଶର୍ମା

କମେଡି କିଙ୍ଗ୍‌ କପିଲ୍‌ ଶର୍ମା ଏବେ ଶୁଟିଂରୁ କିଛି ଦିନ ବିରତି ନେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରାୟତଃ ବଡ଼ ଝିଅ ଅନାୟାରଙ୍କ ଫଟୋ ପ୍ରଶଂସକଙ୍କ ସହ ଶେୟାର କରନ୍ତି। କିନ୍ତୁ ଏହା ପ୍ରଥମ ଥର ପାଇଁ ସେ ସୋସିଆଲ ମିଡିଆରେ ପୁଅର ଫଟୋ ସେୟାର କରିଛନ୍ତି।, ପ୍ରଶଂସକଙ୍କ ଚାହିଦା ପୂରଣ କରିବାକୁ ଯାଇ ସେ ନିକଟରେ ତାଙ୍କ ପୁଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ କପିଲ ପୁଅ ତ୍ରିଶାନ୍‌ ଏବଂ ଝିଅ ଅନାୟରାଙ୍କୁ ନିଜ କୋଳରେ ଧରିଥିବାର ନଜର ଆସିଛନ୍ତି। ପିତୃଦିବସ ଅବସରରେ ସେ ଏହି ଫଟୋ ପ୍ରଶଂସକଙ୍କ ସହ ଶେୟାର କରି କପିଲ ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଜନସାଧାରଣଙ୍କ ପ୍ରବଳ ଚାହିଦା ଅନୁଯାୟୀ ଅନାୟରା ଏବଂ ତ୍ରିଶାନ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ। କପିଲ ଏହି ଫଟୋ ଶେୟାର କରିବା ମାତ୍ରେ ତାହା ଭାଇରାଲ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଏହା ୮ ଲକ୍ଷରୁ ଅଧିକ ଲାଇକ ପାଇଛି। କପିଲ ଏବଂ ଗିନ୍ନି ୨୦୧୮ରେ ବିବାହ କରିଥିଲେ। ୨୦୧୯ରେ ଝିଅ ଅନାୟରା ଏବଂ ୨୦୨୧ରେ ପୁଅକୁ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଲେ ଆଲିଆ

ମୁମ୍ବାଇ: କେତେକ ବଲିଉଡ୍‌ ସେଲିବ୍ରିଟି ଏବେ କରୋନା କବଳରେ ଆସିଯାଇଥିବା ବେଳେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏହି କ୍ରମରେ ବଲିଉଡ୍‌ ଅଭିନେତା...

ସୋନୁ ସୁଦଙ୍କୁ ଭିଡିଓଗେମ୍‌ ମାଗିଲେ ଏହି ପିଲା: ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସୋନୁ ସୁଦ। କେଉଁଠି କୃଷକଙ୍କ ପାଇଁ ସେ ଟ୍ରାକ୍ଟର...

ଦୀପିକାଙ୍କୁ ଜଣେ ୟୁଜର ଦେଲେ ଏପରି ଅଶ୍ଳୀଳ ମେସେଜ, ବୁଦ୍ଧି ଶିଖାଇଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି କୌଣସି କାରଣକୁ ନେଇ ବଲିଉଡ୍‌ ଷ୍ଟାରମାନେ ଟ୍ରୋଲ ହେଉଛନ୍ତି। ମାତ୍ର କିଛି ଷ୍ଟାର ଟ୍ରୋଲର କଡ଼ା ଜବାବ ରଖି ୟୁଜରମାନଙ୍କୁ ଉଚିତ୍‌ ଶିକ୍ଷା...

ନେହାଙ୍କୁ ଭୁଲି ପୁଣି ପ୍ରେମରେ ପଡ଼ିଛନ୍ତି ହିମାଂଶ

ବମ୍ବେ: ଅଭିନେତା ହିମାଂଶ କୋହଲିଙ୍କ ଗାୟିକା ନେହା କକ୍କଡଙ୍କ ସହ ସମ୍ପର୍କ କାହାକୁ ବା ଅଛପା। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ...

ଓଟିଟିରେ ରିଲିଜ୍‌ ହେବ ଅଭିନେତାଙ୍କ ଶେଷ ଫିଲ୍ମ

ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍‌ ରାଜକୁମାର ୨୦୨୧ ଅକ୍ଟୋବରରେ ଶେଷ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା...

ଗର୍ଭାବସ୍ଥାରେ ଫିଟ୍‌ ରହିବାକୁ ଏମିତି କରୁଛନ୍ତି କରିନା

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ସେ...

କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍‌ମାନ

ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ...

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା...

Advertisement
Archives

Model This Week