Home Left

ନ୍ୟାୟ ଦାବିରେ ଆମରଣ ଅନଶନ

ହାଟଡିହୀ,୧୩l୨(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ଏହି ଅନଶନ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି l ଗତ ଶୁକ୍ରବାର…

ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର ଦାବିକରି କଲେଜ ମୁଖ୍ୟ ଫାଟକରେ ପୂର୍ବାହ୍ନ ସାଢ଼େ ୧୧ରୁ ତାଲାପକାଇ ଦେଇଛନ୍ତି। ଆଇନ ଶୃଙ୍ଖଳା…

ମୋଦି ହୁଅନ୍ତୁ ଅବା ମନମୋହନ ସବୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରୁଛନ୍ତି ରାହୁଲ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ରୟ ବଜେଟ ଉପରେ ଚର୍ଚ୍ଚା କରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଉପରେ ଖୁ୍‌ବ୍ ବର୍ଷିଛନ୍ତି । ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଚରିତ୍ରକୁ…

ଖାତା ଖୋଲିପାରିଲେନି କୋହଲି, ଜବରଦସ୍ତ ଫର୍ମରେ ରୋହିତ

ଚେନ୍ନାଇ,୧୩।୨: ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ହେଲେ ପ୍ରାରମ୍ଭରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦଳ ୩ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇଥିବା ବେଳେ ଲଞ୍ଚ ବ୍ରେକ୍‌ ବେଳକୁ ଦଳ ୨୬…

ଥଣ୍ଡାରେ ପ୍ୟାଣ୍ଟର ହେଲା ଏଭଳି ଅବସ୍ଥା, ଯିଏ ଦେଖୁଛି…

ଶୀତ ଦିନେ ହ୍ରଦ, ନଦୀ, ଜଳପ୍ରପାତ ଆଦିର ଜଳ ବରଫ ପାଲଟିଯିବା କଥା ଆମେ ସମସ୍ତେ ଶୁଣିଛୁ ଏବଂ ଜାଣିଛୁ ମଧ୍ୟ। ମାତ୍ର ଆମେ ପିନ୍ଧୁଥିବା ପ୍ୟାଣ୍ଟ ବରଫ ପାଲଟିଯିବା କଥା କେହି ଜାଣି ନ ଥିବେ ନିଶ୍ଚୟ। ଆଶ୍ଚର୍ଯ୍ୟ ଲାଗୁଥିଲେ…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ପରିବାରକୁ ଜଣାଇଲେ ସମବେଦନା

ସରଣ୍ଡା,୧୩।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୁଣମଣି କର୍ମୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ କର୍ମୀଙ୍କ ପୁତ୍ର ବୁଲୁ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଫୋନ ଯୋଗେ ସମବେଦନା ଜଣାଇଥିଲେ। ସ୍ବର୍ଗତ ଗୁଣମଣି ବିଜୁ…

ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟ ହଟାଇଲେ ମେଲାନିଆ

ୱାଶିଂଟନ,୧୩ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାସନ କ୍ଷମତା ହଟାଇବା ପରେ ଏବେ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ କୁଆଡେ ଭଲ ନ ଥିବା ଆଲୋଚନା ହେଉଛି । ଫ୍ଲୋରିଡା ଯିବା ପରେ ମେଲାନିଆ ଅଧିକାଂଶ…

ମାନୁନି ବନ ବିଭାଗ, ଜିଦ୍‌ରେ ଅଟଳ ପରିବାର

ତରବୋଡ଼/ନୂଆପଡ଼ା ଅଫିସ,୧୩।୨(ଡି.ଏନ୍‌.ଏ.): ସୁନାବେଡ଼ା ଅଭୟାରଣ୍ୟର ଗୋଡ଼ା ଜଙ୍ଗଲକୁ ଲାଗି ରହିଥିବା ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗ୍ରାମର ଭାନୋବାଇ ମାଝି (୪୭) ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ କଲରାପତରିଆ ବାଘ ଆକ୍ରମଣ କରି ମାରିଦେଇଥିବା…

ନିଲମ୍ବନ ପରେ ଗିରଫ ହେବା ଯୋଗୁ ବରବାଦ ହୋଇଯାଇଥିଲା ଏହି ଉଇକେଟକିପରଙ୍କ କ୍ୟାରିୟର, ଦାରିଦ୍ରରେ…

ନୂଆଦିଲ୍ଲୀ,୧୩।୨: ୧୭୯ ବର୍ଷ ପୂର୍ବେ ଆଜିର ଦିନରେ ଜନ୍ମ ନେଇଥିଲେ ନିଜ ସମୟର ସର୍ବଶ୍ରେଷ୍ଠ ଉଇକେଟକିପର ତଥା ଇଂଲଣ୍ଡର ଟେଡ୍‌ ପୁଲି। ତାଙ୍କର କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ଅଜବ ଥିଲା। ଉଇକେଟ ପଛରେ ସେ ଭଲ ପ୍ରଦର୍ଶନ କରୁଥିଲେ। ହେଲେ…

ଦାମୀ ମାସ୍କ ପିନ୍ଧିଲେ ଦୀପିକା: ଦାମ୍‌ ଜାଣିଲେ…

ବଲିଉଡ୍‌ର ସୁପରହିଟ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଅଭିନୟ ଏବଂ ଫ୍ୟାଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହା ବିମାନବନ୍ଦରର ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। ସେ ନିଜର ପ୍ରତ୍ୟେକ ଲୁକ୍‌ ସହ ଲୋକଙ୍କୁ ପାଗଳ କରିଥାନ୍ତି। ଏବେ…

୧ଟଙ୍କା ଫି’ରେ ଡାକ୍ତର ଦମ୍ପତିଙ୍କ ଚିକିତ୍ସା

ସମ୍ବଲପୁର,୧୩।୨(ବ୍ୟୁରୋ): ସମ୍ବଲପୁର ଜିଲା ଭିମସାର ମେଡିକାଲର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନି ଶୁକ୍ରବାରଠାରୁ ୧ ଟଙ୍କା ଫି ନେଇ ଚିକିତ୍ସା ସେବା ଆରମ୍ଭ କରିଛନ୍ତି। ତାଙ୍କ ସ୍ତ୍ରୀ ଡାକ୍ତର ଶିଖା ମଧ୍ୟ ଚିକିତ୍ସା କରିବେ ବୋଲି ଡାକ୍ତର ଚନ୍ଦାନି କହିଛନ୍ତି।…

୬ ବର୍ଷରେ ଏତେ ବଦଳିଗଲେଣି ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନୀ: ଏହି କାରଣ ପାଇଁ ତାଙ୍କର ମଜାକ୍‌ ଉଡ଼ାଇଲେ ଲୋକେ

୬ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୫ରେ ସଲମାନ୍‌ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନୀ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ଏବେ ବହୁତ ବଡ଼ ହୋଇଯାଇଛନ୍ତି। ତେବେ ସେଇ ଶିଶୁ କଳାକାର ଜଣଙ୍କ ହେଲେ ହର୍ଷାଲୀ ମଲହୋତ୍ରା। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri