ଚାଷୀ ଦେଶ ଅର୍ଥନୀତିର ସଞ୍ଜୀବନୀ
ଭୁବନେଶ୍ୱର, ୧୩।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନ୍ସ ଜରିଆରେ ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ କାଳିଆ ଯୋଜନା ବାବଦ ସହାୟତା ପ୍ରଦାନ କରିଛନ୍ତି। ଏ ବାବଦରେ ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା…
କୁହୁଡ଼ି ନେଲା ୬ ଜୀବନ
କନୌଜ,୧୩।୨: ଉତ୍ତରପ୍ରଦେଶ କନୌଜ ଜିଲାରେ କୁହୁଡ଼ି ଯୋଗୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ତାଲଗ୍ରାମ୍ ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ବେରେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଏକ କାର ସହିତ ବିପରୀତ…
ଥରିଲା ଉତ୍ତର ଭାରତ: କମ୍ବଳ ନେଇ ଦୌଡିଲେ ଉମର ଅବଦୁଲ୍ଲା
ନୂଆଦିଲ୍ଲୀ,୧୩ ।୨: ଦିଲ୍ଲୀ-ଏନ୍ସିଆର୍ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତ ଶୁକ୍ରବାର ରାତିରେ ଭୂକମ୍ପ ଝଟ୍କାରେ ଥରି ଉଠିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିବା ଜଣାପଡିଥିଲା । ଏହାର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଭୂମିଠାରୁ ପାଖାପାଖି ୯୦ କିଲୋମିଟର ଗଭିରରେ…
ଫୁଙ୍କାଗଲା ୧୮ ହଜାର ବର୍ଷ ପୁରାତନ ଶଙ୍ଖ
ପ୍ୟାରିସ୍,୧୩।୨: ଫ୍ରାନ୍ସର ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ୍ ଅଫ୍ ଟୋଉଲଉସ୍ରେ ରଖାଯାଇଥିବା ୧୮ ହଜାର ବର୍ଷ ପୁରାତନ ଶଙ୍ଖକୁ ଫୁଙ୍କା ଯାଇଛି। ଏହାକୁ ୧୯୩୧ରେ ପାଇରନିସ୍ ପାହାଡ଼ର ମାର୍ସୋଉଲାସ ଗୁମ୍ଫାରୁ ଗବେଷକ ପାଇଥିଲେ। ସେବେଠୋରୁ ଏହାକୁ ମ୍ୟୁଜିୟମ୍ରେ ରଖାଯାଇଥିଲା। ତେବେ ପ୍ରଥମ ଥର…
୨୫ ହଜାର ଟଙ୍କିଆ ମାସ୍କ ପିନ୍ଧି ଚର୍ଚ୍ଚାରେ ଦୀପିକା
ମୁମ୍ବାଇ: ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିବା ପରଠାରୁ ଏହାକୁ ଦୂରେଇ ଦେବାକୁ ପ୍ରୟାସ ଜାରି ରହିଛି । ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି । ଲୋକେ ୧୦ଟଙ୍କାରୁ ଆରମ୍ଭ କରି ପାଖାପାଖି…
ନାଟ୍ୟକାର କୁଞ୍ଜ ରାୟଙ୍କ ପରଲୋକ
ଭୁବନେଶ୍ୱର, ୧୩।୨(ବ୍ୟୁରୋ): ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ ଓ ଔପନ୍ୟାସିକ କୁଞ୍ଜ ରାୟଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରସ୍ଥିତ ଏଜି ଅଫିସ୍ରେ ୧୯୭୦ରୁ ୨୦୦୪ ପର୍ଯ୍ୟନ୍ତ ଜଣେ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟରତ ଥିଲେ।…
ପିଜୁଳି ଗଛ ଦେଲା ପରିଚୟ
ଗୟା,୧୩ ।୨: ବିହାର ଗୟା ଜିଲାର ବେଲାଗଞ୍ଜରେ ଫଲ୍ଗୁ ନଦୀ କୂଳରେ ଯାଉଥିବା ଯାତ୍ରୀଙ୍କୁ ଏକ ସୁଗନ୍ଧ ଆକର୍ଷିତ କରିଥାଏ । ଅସଲ କଥା ହେଲା ସେଠାରେ ସତ୍ୟେନ୍ଦ୍ର ଗୌତମ ମାଝିଙ୍କର ରହିଛି ଏକ ପିଜୁଳି ବଗିଚା । ପରିବେଶ ସୁରକ୍ଷା…
ଟିକା ପରେ ୮ ମାସ ରହିବ କୋଭିଡ୍ ଆଣ୍ଟିବଡି
ନୂଆଦିଲ୍ଲୀ, ୧୩।୨: କୋଭିଡ୍ ଟିକା ନେବା ପରେ ଶରୀରରେ ଆଣ୍ଟିବଡି ୮ ମାସ କିମ୍ବା ଏହାଠାରୁ ଅଧିକ ସମୟ ସକ୍ରିୟ ରହିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିଆ ଶୁକ୍ରବାର କହିଛନ୍ତି। ବୈଜ୍ଞାନିକମାନେ ଭାକ୍ସିନ୍ର ଦୀର୍ଘମିଆଦୀ ସୁରକ୍ଷା ଉପରେ ଅନୁଧ୍ୟାନ କରୁଛନ୍ତି।…
ଉତ୍ତେଜନା କମାଇପାରିବ ଆନ୍ତଃଜାତି ବିବାହ
ନୂଆଦିଲ୍ଲୀ, ୧୩।୨(ଆଇଏଏନ୍ଏସ୍): ଭିନ୍ନ ଜାତିରେ ବିବାହ ସମାଜରୁ ଜାତିପ୍ରଥା ଜନିତ ପ୍ରତିବନ୍ଧକ ଦୂର କରିବାର ଏକ ଉପାୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜୀବନସାଥୀ ଚୟନ କରୁଥିବା ପୁଅଝିଅ ଶ୍ରେଣୀ ସମ୍ମାନ (କ୍ଲାସ୍ ଅନର) କିମ୍ବା ଗୋଷ୍ଠୀ ବିଚାର (ଗ୍ରୁପ୍ ଥିଙ୍କିଙ୍ଗ)ର ଅବଧାରଣାର…
ଟିକାଏତ୍ଙ୍କୁ ମହାପଞ୍ଚାୟତ ଭରସା
ଗାଜିଆବାଦ, ୧୩।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ ବିଭିନ୍ନ ରାଜ୍ୟରେ ମହାପଞ୍ଚାୟତର ଆୟୋଜନ କରାଯାଉଛି। ଆସନ୍ତା ରବିବାରଠାରୁ ହରିୟାଣା, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ୭ଟି କୃଷକ ମହାପଞ୍ଚାୟତର ଆୟୋଜନ…
ରାଜ୍ୟ ସଭାରୁ ଦିନେଶଙ୍କ ଇସ୍ତଫା
ନୂଆଦିଲ୍ଲୀ, ୧୩।୨: ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ଦିନେଶ ତ୍ରିବେଦୀ ଶୁକ୍ରବାର ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଫଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଶାସକ ଦଳକୁ ଆଉ ଏକ ଧକ୍କା ଲାଗିଛି। ତାଙ୍କୁ ପାର୍ଲାମେଣ୍ଟକୁ ପଠାଇଥିବା ଟିଏମ୍ସିକୁ ଦିନେଶ…
ହିମସ୍ଖଳନରୁ ବିପଜ୍ଜନକ ହ୍ରଦ
ଡେରାଡୁନ୍, ୧୩।୨ : ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଗ୍ଲେସିୟରର ଏକ ଅଂଶ ଭାଙ୍ଗିପଡ଼ି ଯେଉଁ ସ୍ଥାନରେ ମାଡ଼ ହୋଇଥିଲା ସେଠାରେ ଭୟଙ୍କର ହ୍ରଦ ସୃଷ୍ଟି ହୋଇଥିବା ସାଟେଲାଇଟ୍ ଚିତ୍ରରୁ ଦେଖିବାକୁ ମିଳିଛି। ଏହି ହ୍ରଦର ଆକାର ଫୁଟ୍ବଲ ଫିଲ୍ଡର ତିନିଗୁଣ ବୋଲି ଚିତ୍ରରୁ…
Archives


