Home Left

ଆରମ୍ଭ ହେଲା ଅନ୍‌ଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଅନ୍‌ଲାଇନ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା(ଓବିପିଏଏସ୍‌)କୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ନାଗରିକମାନଙ୍କୁ ଅତ୍ୟାଧୁନିକ ଆଇସିଟି ସୁବିଧା ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ…

ଜେଜେମା’, ପିତାଙ୍କ ହତ୍ୟାକୁ ନେଇ ମୁଁ ଗର୍ବ କରେ: ରାହୁଲ

ନୂଆଦିଲ୍ଲୀ,୧୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ଜେଜେମା’ ଓ ପିତାଙ୍କ ହତ୍ୟାକୁ ନେଇ ଗର୍ବ କରନ୍ତି । କାରଣ ତାଙ୍କ ଜେଜେମା’ ଓ ପିତା କୌଣସି ଜିନିଷକୁ ରକ୍ଷା କରିବାକୁ ଠିଆ ହୋଇଥିବା…

ପତଳା ଯୋଗୁ ଜିମ୍‌ରେ ଉଠାଇପାରି ନ ଥିଲେ ଡମ୍ବଲ, ବାଧ୍ୟରେ କରିଥିଲେ ବୋଲିଂ; ଏବେ ପୂରଣ ହେଲା ଟେଷ୍ଟରେ ଡେବ୍ୟୁର ସ୍ବପ୍ନ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ବାମହାତୀ ସ୍ପିନ୍‌ ଅଲରାଉଣ୍ଡର ଅକ୍ଷର ପଟେଲ। ୨୭ ବର୍ଷୀୟ ଏହି କ୍ରିକେଟର ଏହାପୂର୍ବରୁ ୩୮ ଏକଦିବସୀୟ ଏବଂ ୧୧ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ରାଷ୍ଟ୍ରୀୟ ଟିମ୍‌ର ପ୍ରତିନିଧିତ୍ୱ କରିଛନ୍ତି। ଅକ୍ଷରଙ୍କୁ ପ୍ରଥମ…

ଲାଲ୍‌ କିଲ୍ଲାରେ ଦୀପ୍‌ ସିଦ୍ଧୁ: ରିକ୍ରିଏଟ୍‌ ହେବ ସିନ୍‌

ନୂଆଦିଲ୍ଲୀ,୧୩।୨: ଜାନୁୟାରୀ ୨୬ରେ ଲାଲ୍‌ କିଲ୍ଲାରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ ଏବେ ପୋଲିସ ହେପାଜତରେ। ଲାଲ କିଲ୍ଲାରେ ଘଟିଥିବା ଘଟଣାର ସିନ୍‌ ରିକ୍ରିଏଟ୍‌ ପାଇଁ ପୋଲିସ ଏବେ ତାଙ୍କୁ ସେଠାକୁ…

ଗଙ୍ଗାବାଡ଼ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ହେଉ

ପାରଳାଖେମୁଣ୍ଡି,୧୩।୨(ଡି.ଏନ୍‌.ଏ.): ରାଜ୍ୟ ଭାଜପାର ଏକ ଟିମ୍‌ ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ଆନ୍ଧ୍ରପ୍ରଦେଶ ନିର୍ବାଚନ କରୁଥିବା ଗଙ୍ଗାବାଡ଼ ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଓଡ଼ିଶା ଲୋକଙ୍କୁ ଭୋଟଦାନ ପାଇଁ ମନାଉଥିବା ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବା ପରେ…

ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ରହନା ହୈ ତେରେ ଦିଲ୍‌ ମେଁ’ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଦିୟା ୧୫ ଫେବୃୟାରୀରେ ବ୍ୟବସାୟୀ ବୈଭବ ରେଖୀଙ୍କ ସହ ବିବାହ କରିବେ। ଏହି ବିବାହରେ…

ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,  ୧୩।୨(ବ୍ୟୁରୋ): ଆସନ୍ତା ୧୮ରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିଲେ ହେଁ ଚଳିତଥର ମଧ୍ୟ ଅଧିବେଶନକାଳରେ ସମସ୍ତ ନିୟମାବଳୀକୁ ପାଳନ କରାଯିବ। ପୂର୍ବରୁ ଦୁଇଟି ଅଧିବେଶନ ଭଳି ଚଳିତ ଅଧିବେଶନ ଲାଗି ମଧ୍ୟ…

ଶ୍ରୀକ୍ଷେତ୍ରରେ ପୁଣି ପର୍ଯ୍ୟଟକଙ୍କୁ ମାଡ଼

ପୁରୀ ଅଫିସ,୧୩।୨: ଶ୍ରୀକ୍ଷେତ୍ରରେ ପୁଣି ଥରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ମରାଯାଇଛି। ଏଥର କିନ୍ତୁ ସ୍ଥାନୀୟ ଲୋକ ନୁହେଁ ବରଂ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଏହି ଘଟଣା ଘଟିଛି। ତେବେ ଏନେଇ ସମ୍ପୃକ୍ତ…

ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୧୩।୨: ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାର ଆରମ୍ଭ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ୩…

ଚାଷୀ ଦେଶ ଅର୍ଥନୀତିର ସଞ୍ଜୀବନୀ

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନ୍ସ ଜରିଆରେ ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ କାଳିଆ ଯୋଜନା ବାବଦ ସହାୟତା ପ୍ରଦାନ କରିଛନ୍ତି। ଏ ବାବଦରେ ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା…

କୁହୁଡ଼ି ନେଲା ୬ ଜୀବନ

କନୌଜ,୧୩।୨: ଉତ୍ତରପ୍ରଦେଶ କନୌଜ ଜିଲାରେ କୁହୁଡ଼ି ଯୋଗୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ତାଲଗ୍ରାମ୍‌ ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଏକ କାର ସହିତ ବିପରୀତ…

ଥରିଲା ଉତ୍ତର ଭାରତ: କମ୍ବଳ ନେଇ ଦୌଡିଲେ ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୧୩ ।୨: ଦିଲ୍ଲୀ-ଏନ୍‌ସିଆର୍ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତ ଶୁକ୍ରବାର ରାତିରେ ଭୂକମ୍ପ ଝଟ୍‌କାରେ ଥରି ଉଠିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିବା ଜଣାପଡିଥିଲା । ଏହାର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଭୂମିଠାରୁ ପାଖାପାଖି ୯୦ କିଲୋମିଟର ଗଭିରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri