କାଲିଠୁ ୨ ଦିନ ସ୍କୁଲ ବନ୍ଦ
ଭୁବନେଶ୍ୱର,୧୪।୨(ବ୍ୟୁରୋ): ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ। ଏହାବ୍ୟତୀତ ତା’ ପରଦିନ ମଙ୍ଗଳବାର ସରସ୍ବତୀ ପୂଜାରେ ମଧ୍ୟ ସ୍କୁଲ ବନ୍ଦ…
ପୁଅର ପ୍ରଥମ ଫଟୋ ଶେୟାର କଲେ ସୁଦ୍ଧା ନବଜାତକଙ୍କୁ ଦେଖାଇଲେ ନାହିଁ ଏହି ଅଭିନେତ୍ରୀ
ଛୋଟ ପରଦାର ‘ନାଗିନ୍’ ତଥା ଅନିତା ହାସନାନନ୍ଦାନୀଙ୍କ ପାଇଁ ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ଆସିଛି। ଫେବୃୟାରୀ ମାସରେ ସେ ମା’ ହେବାର ସୌଭାଗ୍ୟ ପାଇଲେ। ଗର୍ଭବତୀ ହେବା ପରଠାରୁ ସେ ଏବଂ ତାଙ୍କ ସ୍ବାମୀ ସୋସିଆଲ ମିଡିଆରେ ସେମାନଙ୍କର…
ଜୁଲିଏଟ୍ ପାଇଁ ଜୀବନ ଦେଇଥିବା ରୋମିଓ ନୁହନ୍ତି ଏହି ଅଭିନେତା
ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ରାଧେଶ୍ୟାମ’ର ଟିଜର ରିଲିଜ୍ ହୋଇଛି। ଭାଲେଣ୍ଟାଇନ୍ସ ଡେ’ରେ ପ୍ରଭାସ ପ୍ରଶଂସକଙ୍କୁ ଏହି ଉପହାର ଦେଇଛନ୍ତି। #ଭାଲେଣ୍ଟାଇନ୍ସୱିଥଆର୍ଏସ୍ ହ୍ୟାସଟ୍ୟାଗ ଟିଜର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହି ଟିଜରର ରିଲିଜ…
ଆଜିର ଦିନରେ ଅନ୍ୟପାଇଁ ଉଦାହରଣ ଏସବୁ ପ୍ରେମକାହାଣୀ: ଶୁଣିଲେ ଆଖି ହେବ ଓଦା, ଖୁସିରେ ଭରିବ…
ପ୍ରେମ ଶାଶ୍ୱତ, ସୁନ୍ଦର ଓ ପବିତ୍ର। ଏଥିରେ ଥାଏ ପରସ୍ପର ପ୍ରତି କେବଳ ନିଚ୍ଛକ ଭଲପାଇବା। ଆଉ ଏହି ଭଲପାଇବା ଦେଖେନାହିଁ ଜାତି, ଧର୍ମ କି ସୁନ୍ଦର ରୂପ ରଙ୍ଗ। କେବଳ ନିର୍ମଳ ମନଟିଏ ଆବଶ୍ୟକ ହୁଏ ଜଣଙ୍କର ହୃଦୟକୁ ଚିହ୍ନିବାକୁ…
ମ୍ୟାନେଜର୍ଙ୍କୁ କରିଛନ୍ତି ଜୀବନସାଥୀ: ବେଶ୍ ରୋମାଣ୍ଟିକ୍ ହିଟ୍ମ୍ୟାନ୍ଙ୍କ ଲଭ୍ଷ୍ଟୋରୀ
ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକୀୟ ପାଳି ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିବା ରୋହିତଙ୍କ ଜୀବନସାଥୀ ହେଲେ ରିତିକା ସଜଦେହ। ଉଭୟଙ୍କ ଲଭ୍ଷ୍ଟୋରୀ ବେଶ୍ ରୋମାଣ୍ଟିକ୍। ପ୍ରଥମେ ରୋହିତଙ୍କ ମ୍ୟାନେଜର ଥିଲେ ସେ। ଛଅ ବର୍ଷରୁ ଅଧିକ ସମୟ ଧରି ରୋହିତଙ୍କୁ ଜାଣିଥିଲେ…
ଅନେକ ଥର ପ୍ରେମରେ ପଡ଼ିଥିଲେ ବିଜୟ ମାଲ୍ୟା , ୩ ଜଣଙ୍କୁ କରିଛନ୍ତି ବିବାହ
ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏକଦା ସମୟ ଥିଲା ସେ ଭାରତର ସବୁଠୁ ସଫଳ ଉଦ୍ୟୋଗୋପତି ଭାବରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ ଜୀବନ ଅନେକ ଅଙ୍କାବଙ୍କା ରାସ୍ତା ଦେଇ ଗତି କରିଥିଲା। ୧୭ଟି ଭାରତୀୟ ବ୍ୟାଙ୍କରୁ ୯୦୦୦…
ପୂର୍ବତନ ‘ର’ ଏଜେଣ୍ଟଙ୍କୁ ଖାଇବାକୁ ମିଳୁନି ଦୁଇମୁଠା !
ଲକ୍ଷ୍ନୌ,୧୪।୨: ଫିଲ୍ମରେ ଗୁପ୍ତଚର ସଂସ୍ଥା ସହିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିବାର ଦେଖିବାକୁ ମିଳିଥାଏ। ହଲିଉଡ୍ର ଜେମ୍ସ୍ ବଣ୍ଡ୍ ଫିଲ୍ମରେ ଏଜେଣ୍ଟ୍ମାନଙ୍କ ଜୀବନ ଶୈଳୀ ବେଶ୍ ରୋଚକ ମନେ ହୋଇଥାଏ। ସେହିପରି…
ରେଷ୍ଟୁରାଣ୍ଟରେ କାମ କରୁଥିବା ସୋନିଆଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ରାଜୀବ, ଇଟାଲୀରେ ଏଭଳି ଆଗକୁ ବଢ଼ିଥିଲା କଥା…
ସୋନିଆ ଗାନ୍ଧୀ-ରାଜୀବଙ୍କ ପ୍ରେମକାହାଣୀ ଗାନ୍ଧୀ ପରିବାରର ଦ୍ୱିତୀୟ ତଥା ସବୁଠାରୁ ଚର୍ଚ୍ଚିତ ଲଭ୍ଷ୍ଟୋରୀ । ସୋନିଆଙ୍କୁ ପ୍ରଥମ ଦେଖାରେ ମନ ଦେଇଥିଲେ ରାଜୀବ। ଇଟାଲୀର ସାଧାରଣ ପରିବାରରୁ ଆସନ୍ତି ସୋନିଆ। ସେ କେମ୍ବ୍ରିଜ୍ ୟୁନିଭର୍ସିଟିରେ ପଢ଼ୁଥିଲେ। ଏହି ସମୟରେ ରାଜୀବଙ୍କ ସହ…
ମା’ଙ୍କ ଯତ୍ନ ନେଉଥିବା ବେଳେ ଝିଅ ଇନ୍ଦିରାଙ୍କ ପ୍ରେମରେ ପଡ଼ିଥିଲେ ଫିରୋଜ୍: ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ହୋଇଥିଲା…
ଭାରତୀୟ ରାଜନୀତିରେ ଇନ୍ଦିରା-ଫିରୋଜ ଗାନ୍ଧୀଙ୍କ ଲଭ୍ଷ୍ଟୋରୀ ବେଶ ଚର୍ଚ୍ଚିତ। ଉଭୟ ୧୯୩୦ରେ ପରସ୍ପରକୁ ଭେଟିଥିଲେ। ସ୍ବାଧୀନତା ସଂଗ୍ରାମ ସମୟରେ ଇନ୍ଦିରାଙ୍କ ମା’ କମଳା ନେହେରୁ ଏକ କଲେଜ ସମ୍ମୁଖରେ ଧାରଣା ଦେଉଥିବା ସମୟରେ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ସମୟରେ ଫିରୋଜ ତାଙ୍କର…
ଭାଲେଣ୍ଟାଇନ ଡେ’ରେ ପତ୍ନୀଙ୍କୁ ଜୀବନର ମୂଲ୍ୟବାନ ଉପହାର ଦେଲେ ସ୍ୱାମୀ
ଅହମଦାବାଦ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଛି । ଏହିଦିନ ପ୍ରେମିକାଙ୍କୁ ମୂଲ୍ୟବାନ ଉପହାର ଦେଇ ନିଜର ଭଲପାଇବାକୁ ବ୍ୟକ୍ତ କରୁଛନ୍ତି ପୁରୁଷ ସାଥୀ । ହେଲେ ଗୁଜରାଟର ଅହମଦାବାଦରେ…
ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକଙ୍କ ସହ ଛୁଟିକାଟିବାକୁ ବାହାରିଛନ୍ତି ଏହି ଅଭିନେତ୍ରୀ
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ବିକି ଜୈନ୍ଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଙ୍କିତା ଏବେ ବିକିଙ୍କ ପ୍ରତିଥିବା ପ୍ରେମକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି। ଏହା ସର୍ବସାଧାରଣ ସ୍ଥାନରେ ହେଉ କିମ୍ବା ବ୍ୟକ୍ତିଗତ ପାର୍ଟିରେ। ପ୍ରାୟତଃ…
ନିଜ ସମ୍ପତିକୁ ଉପହାରରେ ଦେବାକୁ ଚାହୁଁଛନ୍ତି ଦିଲିପ କୁମାର!
ଇସ୍ଲାମାବାଦ,୧୪ ।୨: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାରଙ୍କ ଜଣେ ବନ୍ଧୁ ଶୁକ୍ରବାର ଦାବି କରିଛନ୍ତି କି ପାକିସ୍ତାନରେ ଥିବା ଦିଲିପଙ୍କ ଏକ ଘରର ପାୱାର ଅଫ୍ ଆଟର୍ନି ତାଙ୍କ ନିକଟରେ ରହିଛି । ଦିଲିପ କୁମାର ତାଙ୍କ ପୈତୃକ ସମ୍ପତିକୁ…
Archives


