ପ୍ରେମ ପାଇଁ ମାଓବାଦୀ ଛାଡ଼ିଲେ ଲାଲ୍ କୋରିଡୋର
ଦନ୍ତେ ଓ୍ବାଡ଼ା,୧୫।୨: ପ୍ରେମ ଓ ଭଲ ପାଇବା ଆଗରେ ହାର ମାନିଛି ହିଂସା। କେବଳ ପ୍ରେମ ଲାଗି ମାଓବାଦୀଙ୍କ ହାତରୁ ଖସି ପଡ଼ିଛି ବନ୍ଧୁକ। ପୁଣି ସତ୍ୟ ସାବ୍ୟସ୍ତ ହୋଇଛି ଯେ, ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ବିଜୟ ପ୍ରକୃତ…
ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲମାବାଦ୍,୧୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି ଯେ ଭାରତ ମୌଳିକ କ୍ରିକେଟ ଭିତ୍ତିଭୂମିରେ ଉନ୍ନତି ହେତୁ ବିଶ୍ୱର ଏକ ପ୍ରମୁଖ ଦଳ ଭାବେ ପରିଣତ…
ଝରାଫୁଲଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟୁନି: ଅଭିଯୁକ୍ତ ଶକ୍ତି ଶେଖରଙ୍କ ସୁରାକ ପାଉନି ପୋଲିସ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଦିନକୁ ଦିନ ଆହୁରି ରହସ୍ୟ ଘେରକୁ ଚାଲିଯାଉଛି। ଘଟଣାର ୧୮ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ପୋଲିସ ଖୋଜି ପାଉନି କି ସ୍ପଷ୍ଟ କରୁନି। ଏହି…
ଜମି ଦେବା ନାଁରେ ୩୩ ଲକ୍ଷ ଠକେଇ, ଜଣେ ଗିରଫ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭୁବନେଶ୍ୱରରେ ଜମି କିଣି ଦେବାକୁ କହି ୩୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ସଂଗ୍ରାମ ମହ୍ଲ(୪୨)। ସେ କିଛିଦିନ ହେବ…
ପଡିଆରେ ଏହି କ୍ରିକେଟର୍ଙ୍କୁ ଚାପୁଡା ମାରିଲେ ରୋହିତ ଶର୍ମା
ଚେନ୍ନାଇ,୧୫।୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଏକ ମଜାଦାର ଘଟଣା ଘଟିଥିଲା । ଦ୍ୱିତୀୟ ଦିନରେ ଭାରତର ପ୍ରଥମ ଇନିଂସ ୩୨୯ରେ ଶେଷ ହୋଇଥିବାବେଳେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୧୩୪ରନ୍ରେ…
କନ୍ଧମାଳରୁ ମିଳିଲା ପୁଷ୍ପଲତାଙ୍କ ସ୍କୁଟି
ଭୁବନେଶ୍ୱର,୧୫।୨(ବ୍ୟୁରୋ): ବହ ଚର୍ଚ୍ଚିତ ପୁଷ୍ପଲତା ରାଉଳ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ସଞ୍ଜୟ ଓରଫ ଅଙ୍ଗଦ ଦାସ ଓ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସଙ୍କ ୩ଦିନିଆ ରିମାଣ୍ଡ ରବିବାର ସରିଛି। ସୋମବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ। ତେବେ…
କେସିଙ୍ଗାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକୋ
କେସିଙ୍ଗା, ୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ସୋମବାର କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସକାଳ ୮ଟାରୁ ଦୁର୍ଗା ମଣ୍ଡପ ନିକଟ ଜାତୀୟ ରାଜପଥଠାରେ ରାସ୍ତାରୋକୋ କରାଯାଇଛି। କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ…
ଝିଅର ବୟସ ୯, ଓଜନ ୬ କିଲୋ
ତିଗିରିଆ,୧୫।୨(ଡି.ଏନ୍.ଏ.): ଯାଜପୁର ଜିଲା ନଗଡ଼ାରେ ଶିଶୁ ଅପପୁଷ୍ଟିର ଶିକାର ଘଟଣା ଦିନେ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କଟକ ଜିଲାର ତିଗିରିଆ ବ୍ଲକରେ ମଧ୍ୟ ସେଭଳି ଅବସ୍ଥା ଦେଖିବାକୁ ମିଳୁଛି। ଏହି ବ୍ଲକ ଅନ୍ତର୍ଗତ ନୂଆପାଟଣା, ମଝିସାହିର ଶ୍ୱେତବସନ୍ତ ପାତ୍ର…
ପ୍ରବଳ ରାଗିଗଲେ ଏହି ବ୍ୟାଟ୍ସମ୍ୟାନ୍, ଫିଙ୍ଗିଦେଲେ ହେଲ୍ମେଟ୍
ଚେନ୍ନାଇ,୧୫।୨: ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆକ୍ରମଣାତ୍ମକ କ୍ରିକେଟର ଭାବେ ଜଣାଶୁଣା। ଷ୍ଟୋକ୍ସକୁ ପଡ଼ିଆ ଭିତରେ ଏବଂ ବାହାରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା କରିବା ଦେଖାଯାଏ। ୨୯ ବର୍ଷୀୟ ଷ୍ଟୋକ୍ସ ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ…
ପିହୁଙ୍କୁ ଖୋଜିଦେଲେ ୨୦ ହଜାର: ପୁରସ୍କାର ପୋଷ୍ଟର ମାରିଲା ପୋଲିସ
ଯାଜପୁର ଅଫିସ/ବିଞ୍ଝାରପୁର,୧୫।୨(ଡି.ଏନ.ଏ.): ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ଯାଜପୁର ଜିଲା ବିଞ୍ଝାରପୁର ଥାନା ପୋଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ପିହୁ କେଉଁଠି ସେନେଇ ପୋଲିସକୁ ଖବର ଦେଲେ ସୂଚନାଦାତାଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏନେଇ ପୋଲିସ…
ଡିଜିଟାଲ ପଲିସିକୁ ଗୁରୁତ୍ୱ ଦେବ ବୀମା କମ୍ପାନୀ
ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ସମୟରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗରୁତ୍ୱ ଦେଉଛନ୍ତି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ…
୧୬ ରୁ ୧୮ ବର୍ଷା
ଭୁବନେଶ୍ୱର,୧୫।୨(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ତିନିଦିନ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖରେ ସମ୍ବଲପୁର, ନୂଆପଡ଼ା, ବରଗଡ଼, ଝରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ରେ ସ୍ବଳ୍ପ ପରିମାଣର ବର୍ଷା ହେବ। ସେହିପରି ୧୭ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ…
Archives


