ସ୍ବପ୍ନକୁ ନେଇ ସାତକଥା

ସ୍ବପ୍ନ ସମସ୍ତେ ଦେଖନ୍ତି, ମଣିଷ ଠାରୁ ଜୀବଜନ୍ତୁ ଯାଏ। ହେଲେ ସ୍ବପ୍ନକୁ ନେଇ ଏମିତି କିଛି କଥା ଅଛି ; ଯାହା ଅନେକେ ହୁଏତ ଜାଣି ନଥିବେ…

୧- ଆମେ ସାଧାରଣତଃ ଚାରିରୁ ପାଞ୍ଚଟି ବଡ଼ ସ୍ବପ୍ନ ଦେଖୁ। ମାତ୍ର ଉଠିବା ପରେ ସ୍ବପ୍ନର ୯୫% ଘଟଣା ଭୁଲିଯାଉ।

୨- ଆମେ ସ୍ବପ୍ନରେ ନୂଆ କିଛି ଦେଖୁନା। ଆମ ମସ୍ତିଷ୍କରେ ଯେଉଁ ତଥ୍ୟ ସବୁ ଆଗରୁ ଥାଏ, ତାହାର ବିଭିନ୍ନ ଦିଗକୁ କେବଳ ଦେଖିଥାଉ।

୩- ଆମେ ସ୍ବପ୍ନରେ ଦେଖୁଥିବା କୌଣସି ବହିର ଅକ୍ଷର ପଢ଼ିପାରିବା ନାହିଁ।

୪- ଦୃଷ୍ଟିହୀନ ଲୋକ ମଧ୍ୟ ସ୍ବପ୍ନ ଦେଖନ୍ତି। ତାଙ୍କ ସ୍ବପ୍ନରେ କୌଣସି ଚିତ୍ର ନ ଥାଏ। ସେମାନେ କେବଳ ଶବ୍ଦର ସ୍ବପ୍ନ ଦେଖିଥାଆନ୍ତି।

୫- ବେଳେବେଳେ ସ୍ବପ୍ନ ଦେଖିବାବେଳେ ଆମେ ଜାଣିପାରୁ ଯେ ଆମେ ସ୍ବପ୍ନ ଦେଖୁଛୁ ବୋଲି। ଏହି ପ୍ରକ୍ରିୟାକୁ ଲୁସିଡ୍‌ ଡ୍ରିମ୍‌ କୁହାଯାଏ। ୩୦%ରୁ ୪୦% ଲୋକଙ୍କ କ୍ଷେତ୍ରରେ ଏପରି ଘଟିଥାଏ।

୬- ଆମେ ସ୍ବପ୍ନରେ ଭବିଷ୍ୟତ ଦେଖିପାରୁନା ଏବଂ ସ୍ବପ୍ନକୁ ନେଇ ମଧ୍ୟ କୌଣସି ସ୍ବପ୍ନଫଳ ମଧ୍ୟ ନ ଥାଏ। ଏହା କେବଳ ଆମ ମନର ଭ୍ରମ ମାତ୍ର।

୭- କେବଳ ମଣିଷ ନୁହେଁ, ପ୍ରାଣୀମାନେ ମଧ୍ୟ ସ୍ବପ୍ନ ଦେଖନ୍ତି। ସବୁଠୁ କମ୍‌ ସ୍ବପ୍ନ ଡଲଫିନ୍‌ ଏବଂ ସବୁଠୁ ଅଧିକ ସ୍ବପ୍ନ ଅରମେଡିଲୋ ଓ ଓପୋସମ୍‌ ଦେଖିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ନିଆରା ପ୍ରେମ… ଚତୁର୍ଥ ଥର ପାଇଁ ବର ହେଲେ ୬୫ ବର୍ଷୀୟ ବୃଦ୍ଧ, ୬୨ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ

ପାଟନା,୧୭ା୫: କୁହାଯାଏଯେ ପ୍ରେମ ଏବଂ ସାଥିର କୌଣସି ବୟସ ନଥାଏ । ଏହି ଭାବନାର ଏକ ହୃଦୟସ୍ପର୍ଶୀ ଉଦାହରଣ ବିହାରର ଜାମୁଇ ଜିଲାରୁ ସାମ୍ନାକୁ ଆସିଛି ।…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri