ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ଦୀର୍ଘ ଏକ ବର୍ଷ ଡେଟ୍‌ କରିବା ପରେ…

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସନା ସୈୟଦ। ପ୍ରେମିକ ଇମାଦ ଶମ୍ସିଙ୍କୁ ବିବାହ କରିଛନ୍ତି ସେ। କରୋନା କଟକଣା ଯୋଗୁ ବହୁତ କମ୍‌ ଅତିଥିଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି। ଏବେ ଉଭୟଙ୍କ ବିବାହର ଏକାଧିକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ପ୍ରଶଂସକମାନେ ସନାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ଯାହା କୁହାଯାଉଛି ସନା-ଇମାଦ ଗୋଟିଏ କଲେଜରେ ପାଠ ପଢ଼ୁଥିଲେ। ବର୍ଷକ ପୂର୍ବରୁ ଉଭୟ ଡେଟ୍‌ କରିବା ଆରମ୍ଭ କରିଥିଲେ। ଶେଷରେ ଗୋଟିଏ ପାଦ ଆଗକୁ ଯାଇ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜୀବନସାଥୀ ରୂପେ ଇମାଦଙ୍କୁ ପାଇ ସନା ବେଶ୍‌ ଖୁସି ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ନ ଫିଟୁଣୁ ପୁଷ୍ପା ଆକ୍ସନ କଲେ ନବଜାତକ, ଭିଡିଓ ଦେଖିଲେ…

‘ଫିଲ୍ମ ପୁଷ୍ପା’କୁ ଦର୍ଶକଙ୍କ ଖୁବ୍‌ ପ୍ରଶଂସା ମିଳିଛି। ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗକୁ ଖୁବ୍‌ ଭଲ ପାଇବା ମିଳିବା ସହ ସମସ୍ତେ ତାଙ୍କ ଆକ୍ସନ...

ଜିମ୍‌, ସୁଇମିଂପୁଲଠାରୁ ଆରମ୍ଭ କରି ମିନି ଥିଏଟର; ଦେଖନ୍ତୁ ଭିତରୁ କେତେ ଭବ୍ୟ ଅନିଲ କପୁରଙ୍କ ୨୦ କୋଟିର ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ କଳାକାରଙ୍କ ମଧ୍ୟରୁ ଅନିଲ କପୁର ଜଣେ। ଦୀର୍ଘ ୪୦ ବର୍ଷ ଧରି ସେ ସମସ୍ତଙ୍କ ମନୋରଞ୍ଜନ କରିଆସୁଛନ୍ତି। ନିଜ କ୍ୟାରିୟରରେ ଗୋଟିଏରୁ...

‘ରକ୍ଷା ବନ୍ଧନ’କୁ ପଛରେ ପକାଇଲା ‘ଲାଲ ସିଂ ଚଡ୍ଡା’: ପ୍ରଥମ ଦିନରେ କଲା ଏତିକି କଲେକ୍ସନ୍‌

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଏବଂ ‘ରକ୍ଷା ବନ୍ଧନ’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଏହି ଦୁଇଟି ଫିଲ୍ମ ଏକା ସାଙ୍ଗରେ...

ରିଲିଜ ହେଲା ପୃଥ୍ୱିରାଜର ଟିଜର

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ...

ବିଜୟଙ୍କ ଅନୁରୋଧ ରଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୪ା୧- ରାଜ୍ୟର ସମସ୍ତ ସିନେମା ହଲରେ ଶତ ପ୍ରତିଶତ ଦର୍ଶକ ଏକାଠି ବସିପାରିବେ। ଏ ନେଇ ସୋମବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ତାମିଲନାଡୁ ସରକାର।...

ଭାଜପାରେ ସାମିଲ ହେଲେ ମାହି ଗିଲ, ପୂର୍ବରୁ କଂଗ୍ରେସ ପାଇଁ କରିଥିଲେ ପ୍ରଚାର

ଚଣ୍ଡିଗଡ,୭।୨: ପଞ୍ଜାବର ସମସ୍ତ ୧୧୭ଟି ଆସନ ପାଇଁ ଫେବୃଆରୀ ୨୦ରେ ମତଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣନା କରାଯିବ। ସେପଟେ ଅଭିନେତ୍ରୀ ମାହି ଗିଲ...

୯୦ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର

ମୁମ୍ବାଇ,୨୮।୯: କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରୋ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ...

ଡବଲ ହ୍ୟାଟ୍ରିକ୍‌

ଅଭିନେତା ବବି ମିଶ୍ର ଖୁବ୍‌ଶୀଘ୍ର ନୂଆ ରୂପରେ ଦେଖାଦେବେ। ଅବଶ୍ୟ ‘ଜୟଶ୍ରୀରାମ’ ଚଳଚ୍ଚିତ୍ରର ନାୟକ ସାଜିବା ପରେ ସେ ଅନେକ ସିନେମାରେ ଖଳନାୟକ, ଚରିତ୍ର ଅଭିନେତା,...

Advertisement
Archives

Model This Week