Home Left

ରିଲିଜ୍‌ ପରେ ଧୁମ୍‌ ମଚାଉଛି ଇମରାନ୍‌ ହାସମୀଙ୍କ ‘ଲୁଟ୍‌ ଗୟେ’: ଦେଖନ୍ତୁ ଭିଡିଓ

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି ଅଭିନେତା ଇମରାନ୍‌ ହାସମୀ। ୟୁଟ୍ୟୁବ୍‌ରେ ତାଙ୍କର ଏକ ନୂଆ ଗୀତ ‘ଲୁଟ୍‌ ଗୟେ’ ବୁଧବାର ରିଲିଜ ହୋଇଛି। କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଧୁମ୍‌ ମଚାଇବାରେ ଲାଗିଛି ଗୀତଟି। ଗୀତରେ ଇମରାନଙ୍କ…

ସିଙ୍ଗଲ ରହିବାର ୬ଟି ସୁବିଧା: ଜାଣିଲେ ଆପଣ ବି କହିବେ ସାରା ଜୀବନ ରହିଯିବି ଏକା

ଏହା ସତ୍ୟ ଯେ, କାହା ସହିତ ରହିବା ଜୀବନକୁ ଖୁସି ଦେଇଥାଏ। ମାତ୍ର ଏକାକୀ ମଧ୍ୟ ଏତେ ଖରାପ ନୁହେଁ। ଏକାକୀ ଆପଣଙ୍କୁ ନିଜ ବିଷୟରେ ଅବଗତ କରାଏ ଏବଂ ଏଥିରେ ଆପଣ ନିଜକୁ ସମୟ ଦେଇଥାନ୍ତି। କେବଳ ଏକୁଟିଆ ପ୍ରତି…

ଜୀବନକୁ ବାଜି ଲଗାଇ ସାପକୁ ଏମିତି ଉଦ୍ଧାର କଲେ ବ୍ୟକ୍ତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ଛାଡ଼ପତ୍ର ଦେବା ପରେ ଏସବୁ ଅଭିନେତାଙ୍କୁ ମିଳିଛି ପ୍ରକୃତ ପ୍ରେମ, କିଏ କଲେଣି ବିବାହ ତ କିଏ କରୁଛନ୍ତି ଡେଟ୍‌

ବମ୍ବେ: ଅଭିନୟ ନଚେତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ସେଲିବ୍ରିଟି। ସେଥିରୁ ଅନେକେ ପ୍ରଥମ ପାର୍ଟନରଙ୍କୁ ଛାଡ଼ପତ୍ର ଦେବାପରେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଆସନ୍ତୁ ସେଭଳି କିଛି ଯୋଡ଼ିଙ୍କୁ ଜାଣିବା: ଦିୟା ମିର୍ଜା: ୨୦୧୪ ଅକ୍ଟୋବର…

ଚାହୁଁଚାହୁଁ ହଠାତ୍‌ ବିମାନବନ୍ଦରରେ ମାଟିରେ ମିଶିଲା ୮୪ ଫୁଟର ଟାଓ୍ବାର, ଦେଖନ୍ତୁ ପୂରା ଭିଡିଓ

ଓ୍ବାଶିଂଟନ,୧୭।୨: ଆମେରିକାର ୟୁଟାରେ ସଲ୍ଟ ଲେକ୍‌ ସିଟି ଇଣ୍ଟରନ୍ୟାଶନାଲ ବିମାନବନ୍ଦରରେ ୮୪ ଫୁଟର ଏକ ଷ୍ଟିଲ୍‌ ଏବଂ କଂକ୍ରିଟ ଟାଓ୍ବାର ଧ୍ୱଂସ ହୋଇଯାଇଛି। ବିମାନବନ୍ଦର ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଏହି ବିଶାଳକାୟ ଟାଓ୍ବାର ତଥା ‘ଡେଲ୍‌ଟା ଟାଓ୍ବାର’ କିଛି ସମୟ…

ମୋତେ ବନ୍ଧୁକ ଦରକାର

ସୋସିଆଲ ମିଡିଆରେ ଜଣେ କୁନି ଶିଶୁର ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ହସିହସି ଗଡ଼ିଯିବେ। ସେନାବାହିନୀ ଜଣେ ଯବାନ ରାସ୍ତା ପାର୍ଶ୍ୱରେ ଠିଆ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଏକ ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଏହା…

ମହିଳାଙ୍କ କଥା ମାନି ଚଟାପଟ ପରିବା କାଟୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସାଧାରଣତଃ ମାଙ୍କଡ଼ମାନେ ମଣିଷଙ୍କୁ ହଇରାଣ କରିଥାନ୍ତି। ମାତ୍ର ଗୋଟିଏ ମାଙ୍କଡ଼ କିପରି ଘରେ ରହି ସବୁ କାମ କରୁଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏହି ମାଙ୍କଡ଼ଟି ଚଟାପଟ ପରିବା କାଟୁଥିବା ଦେଖିବାକୁ ମିଳିଛି। ଭିଡିଓ…

ଟ୍ରେନ୍‌ରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କାନପୁର,୧୭।୨: ଉତ୍ତରପ୍ରଦେଶ କାନପୁରରେ ଟ୍ରେନ୍‌ରୁ ଟଙ୍କା ଭର୍ତ୍ତି ଲାଲ ରଙ୍ଗର ଟ୍ରଲି ବ୍ୟାଗ୍‌ ରେଲଓ୍ବେ ପୋଲିସ ଉଦ୍ଧାର କରିଛି। ସ୍ବତନ୍ତ୍ର ସଂଗ୍ରାମ ସେନାନୀ ସ୍ପେଶାଲ ଟ୍ରେନ୍‌ରୁ ବ୍ୟାଗ୍‌ ମିଳିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଗ୍‌ରେ କୋଟିଏ ୪୦ ଲକ୍ଷ ଟଙ୍କା…

ମାତ୍ର ୩୧ ବଲ୍‌ରେ ଶତକ ମାରି ରେକର୍ଡ କରିଥିଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌, ଶୂନରେ ଆଉଟ୍‌ କରିବା…

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ବୁଧବାର ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ ଫେବୃୟାରୀ ୧୭ରେ ଦକ୍ଷିଣ ଆଫ୍ରିକାର ବେଲା-ବେଲାଠାରେ ଜନ୍ମ ନେଇଥିଲେ ଏହି କ୍ରିକେଟ। ୨୦୧୮ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଳେ।…

ଶହଶହ ବିଷଧର ସାପଙ୍କ ସହ ବ୍ୟକ୍ତି, ଦେଖନ୍ତୁ ଏହି ଭୟଙ୍କର ଭିଡିଓ

କେତେକ ଲୋକ ସାପ ଦେଖି ଡରିଯାଇ ଚିତ୍କାର କରୁଥିବା ବେଳେ ଆଉ କିଛିଲୋକ ସାହସର ସହ ଏମାନଙ୍କୁ ଧରିଥାନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଅନେକ ସାପ…

ପୁଣି ଜେଫ୍‌ ବେଜୋସ ହେଲେ ବିଶ୍ୱର ୧ ନମ୍ବର ଧନୀ

ଓ୍ବାଶିଂଟନ,୧୭।୨: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲା ସିଇଓ ଏଲୋନ ମସ୍କଙ୍କୁ ପଛରେ ପକାଇ ବେଜୋସ ଏହି ପଦବୀ ହାସଲ କରିଛନ୍ତି। ଟେସଲା ଇନ୍ସର ଶେୟାରଗୁଡିକ ମଙ୍ଗଳବାର କମିଯାଇଥିବାରୁ ମସ୍କ ପ୍ରଥମ…

ରୁଷିଆ‌କୁ ଘାରିଛି ଜୈବିକ ଅସ୍ତ୍ର ନିଶା: ପୁରାତନ ଜୀବାଶ୍ମରୁ ସଂଗ୍ରହ କରୁଛି ଭୂତାଣୁ

ମସ୍କୋ,୧୭।୨: ପୃଥିବୀରେ କରୋନା ମହାମାରୀ ଆତଙ୍କ ଥମିନି। ଏପରିସ୍ଥଳେ ରୁଷିଆର ଗବେଷକ ପୁରାତନ ଭୂତାଣୁ ବିଷୟରେ ଗବେଷଣା ଆରମ୍ଭ କରିଛନ୍ତି। ସେମାନେ ୫୦ ବର୍ଷ ପୁରାତନ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବାଶ୍ମରୁ ଭୂତାଣୁ ବାହାର କରୁଛନ୍ତି। ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଗବେଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri