Home Left

ଏସ୍‌ଆଇଙ୍କୁ ମହଙ୍ଗା ପଡିଲା ଥାର୍ଡ଼ ଡିଗ୍ରୀ

ରାଉରକେଲା ଅଫିସ,୧୭।୨: ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍‌ଆଇ ମାନସ ରଞ୍ଜନ ନାୟକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାର ତଦନ୍ତ କରି ରାଉରକେଲା ଏପ୍‌ପି ମୁକେଶ କୁମାର ଭାମୁ…

ବରଯାତ୍ରୀଙ୍କ ଖୁସି ଛଡାଇନେଲା…

ବିଜେପୁର, ୧୭।୨: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସରଣ୍ଡାପାଲି ନିକଟ ରାଞ୍ଜ ନଦୀ ବ୍ରିଜ୍‌ ତଳକୁ ଏକ ବରଯାତ୍ରୀ ଅଟୋ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ମୃତକ…

ଦିବସଙ୍କୁ ଗୁଡ୍‌ ସାମାରିଟାନ ପୁରସ୍କାର

ବରଗଡ଼ ଅଫିସ୍‌,୧୭।୨: ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବୁଧବାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ମାସର ଉଦ୍‌ଯାପନୀ ସମାରୋହରେ ଗୁଡ୍‌ ସାମାରିଟାନ ଭାବେ ପୁରସ୍କୃତ…

ଓଡ଼ିଶାରୁ ବାଇକ୍‌ ଉଠାଇ ପଶ୍ଚିମବଙ୍ଗରେ ବିକୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭଦ୍ରକ ଅଫିସ, ୧୭।୨: ଭଦ୍ରକ ଟାଉନ ପୋଲିସ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ କାବୁ କରିଛି। ବୁଧବାର ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଦୁଇଦିନ ତଳେ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟଙ୍କୁ ଗିରଫ କରି…

ଅନ୍ତିମ ଦୁଇ ଟେଷ୍ଟ ଲାଗି ଭାରତୀୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ, ୧୭।୨ : ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇ ଟେଷ୍ଟରେ ସୁଯୋଗ ପାଇ ନ ଥିବା ସୁଇଂ ବୋଲର ଶାର୍ଦ୍ଦୁଳ ଠାକୁର ଦଳରୁ ବାଦ୍‌…

ଅଗଣାରେ ଛିଡ଼ା ହୋଇଥିଲା ମୃତ୍ୟୁ

କେନ୍ଦୁଝର/ତେଲକୋଇ୧୭।୨: କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ଜଗମୋହନପୁର ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜାନକୀ ପ୍ରଧାନ। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଯୋଗ୍ୟ, ମଙ୍ଗଳବାର…

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି ମିନି ଅକ୍‌ଶନ ଲାଗି ୨୯୨ ଖେଳାଳିଙ୍କ ମଧ୍ୟରୁ କେବଳ ୬୧ ଜଣଙ୍କୁ ହିଁ ମିଳିବ…

ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ

ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍‌ ଲ୍‌) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କ କ୍ଷମତାକୁ ବଢାଇ ଦିଆଯାଇଛି। ଏହି ସମ୍ପର୍କରେ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି…

ଘରେ ଏହି ୫ ଜିନିଷ ରଖିବା ଅଶୁଭ: ଗୋଟିଏ ସ୍ଥାନରେ ଅଟକିଯିବ ଜୀବନ

ଘରେ ସୁଖ ଶାନ୍ତି ପାଇଁ ବାସ୍ତୁକୁ ଗୁରତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଘରେ ସବୁ ଜିନିଷ ଠିକ୍‌ ସ୍ଥାନରେ ରହେ ନକାରାତ୍ମକଶକ୍ତି ଦୂର ହେବା ସହ ସୁଖ ସମୃଦ୍ଧି ବଢ଼ିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରହିଥିବା କିଛି ଜିନିଷ…

ଆଇପିଏଲ୍‌ ନିଲାମୀ ପୂର୍ବରୁ ନେହେରାଙ୍କ ଭବିଷ୍ୟବାଣୀ: କହିଲେ ମାକ୍ସଓ୍ବେଲ୍‌ ନୁହନ୍ତି ଏହି ଖେଳାଳି ରହିବେ ସବୁଠାରୁ ମହଙ୍ଗା

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ଲାଗି ଗୁରୁବାର ଚେନ୍ନାଇରେ ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ ଖେଳାଳି ନାମାଙ୍କନ କରିଥିଲେ। ହେଲେ ସେଥିରୁ ୨୯୨ଜଣ ଫାଇନାଲ ପାଇଁ ମନୋନୀତ ହୋଇଛନ୍ତି। ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ ୬୧ଜଣ ଖେଳାଳିଙ୍କ ପାଇଁ ଦାମ…

ଘର ତିଆରି କରିବାକୁ ବାକ୍ସରେ ରଖିଥିଲେ ଲକ୍ଷାଧିକ ଟଙ୍କା, ଖାଇଗଲେ ଉଇ

ଭୋପାଳ,୧୭।୨: କୁହାଯାଏ, କଷ୍ଟ ଅର୍ଜିତ ଧନ ନଷ୍ଟ ହୁଏ ନାହିଁ, ମାତ୍ର ଯେତେବେଳେ ଭାଗ୍ୟ ସାଥ୍‌ ଦେଇ ନ ଥାଏ ତାହା ମଧ୍ୟ ଆପଣଙ୍କ ପାଖରେ ରହେ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ। ଏଠାକାର…

୬ ଲକ୍ଷ ଟଙ୍କା ନେଇ ବିଗ୍‌ବସ୍‌ ଛାଡ଼ିଦେଲେ ଏହି ପ୍ରତିଯୋଗୀ !

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଗ୍‌ ବସ୍‌-୧୪। ଚଳିତ ସପ୍ତାହ ଶେଷ ସପ୍ତାହ ହୋଇଥିବା ବେଳେ ପ୍ରତିଯୋଗୀମାନେ ଫାଇନାଲରେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ହେଲେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀ ଶୋ’ରୁ ବାହାରୁଥିବା ନଜର ଆସୁଛନ୍ତି। କିଛିଦିନ ତଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri