ଜୋ ବାଇଡେନ୍ ଚାଇନା ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବାରୁୁ ଚିଡିଗଲେ ଏହି ଅଭିନେତ୍ରୀ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ ଚାଇନା ରାଷ୍ଟ୍ରପତି ସି.ଜିନ୍ପିଙ୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ଜିନ୍ପିଙ୍ଗଙ୍କୁ ପ୍ରଶଂସା କରିଥିଲେ ବାଇଡେନ୍। ଏହାକୁ ନେଇ ରାଗିଯାଇଛନ୍ତି ଭାରତୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ସେ ଟୁଇଟ୍ ଯୋଗେ ଆମେରିକା ରାଷ୍ଟ୍ରପତିଙ୍କୁ…
ବାଇକ୍ରେ ଯାଉଥିଲେ ବ୍ୟକ୍ତି, ହଠାତ୍ ଓଟ ମାରିଲା ଜୋର୍ରେ ଲାତ; ଆଉ ତା’ ପରେ…
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ହସି ହସି ଗଡୁଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ବାଇକ୍ରେ ଯାଉଛନ୍ତି। ଏହି ସମୟରେ ରାସ୍ତାରେ କିଛି ଓଟ ମଧ୍ୟ ଯାଉଛନ୍ତି। ବ୍ୟକ୍ତି ଜଣକ ଓଟମାନଙ୍କ ପାଖ ଦେଇ…
ନିଲାମର କିଛି ଘଣ୍ଟା ପୂର୍ବରୁ ନାଁ ଫେରାଇ ନେଲେ ଏହି କ୍ରିକେଟର୍
ଚେନ୍ନାଇ,୧୮।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ପାଇଁ ଆଜି ଚେନ୍ନାଇରେ ନିଲାମ ପ୍ରକ୍ରିୟା ହେବ। ଏହାର କିଛି ଘଣ୍ଟା ପୂର୍ବରୁ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଚେନ୍ନାଇରେ ନିଲାମ ପୂର୍ବରୁ ସମସ୍ତ…
ଦିୟା-ବୈଭବଙ୍କ ବିବାହ ପରେ ଏକ୍ସ ଓ୍ବାଇଫ୍ ଦେଲେ ଏମିତି ପ୍ରତିକ୍ରିୟା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ସୋମବାର ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦୁଇଜଣ ଏହି ବିବାହ ପାଇଁ ଖୁବ୍ ଉତ୍ସାହିତ ଥିଲେ। ବର୍ତ୍ତମାନ ବୈଭବଙ୍କ ଏକ୍ସ ଓ୍ବାଇଫ୍ ସୁନୈନା ଦୁଇଜଣଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି।…
ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍
ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ ଚମତ୍କାର ଅଭିନୟ କରି ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ବାଲାଜୀ…
ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ ଧରିବେ ପଦ୍ମ
ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ମେଟ୍ରୋ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଇ.ଶ୍ରୀଧରନ୍ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ମେଟ୍ରୋ ମ୍ୟାନ୍ ଭାବେ ପରିଚିତି ହାସଲ କରିଥିବା ଶ୍ରୀଧରନ୍ ଫେବୃୟାରୀ ୨୧ରେ ଭାଜପାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେରଳରୁ ରବିବାର ଆରମ୍ଭ…
ବାଇକ୍କୁ କରିଦେଲେ ଜେସିବି ମେଶିନ, ଆନନ୍ଦ ମହିନ୍ଦ୍ରା କହିଲେ…
ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ସେ ଅନେକ ସମୟରେ ମଜାଳିଆ ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ବର୍ତ୍ତମାନ ଆଉ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଭାଇରାଲ ହେଉଛି। ଲୋକେ ଏହାକୁ ବେଶ୍…
ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏହି ଫଟୋ, ଆପଣ ବି ଭାବି ପାରିବେନି ଏହା ପ୍ରକୃତରେ କ’ଣ?
ଟୁଇଟରରେ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ଶେୟାର ହୋଇଥିବା ଫଟୋ ଅସଲି କି ନକଲି କେହି ଜାଣି ପାରୁନାହାନ୍ତି। ଯିଏ ଦେଖୁଛି ସେ ସେଇଠି ଅଟକି ଯାଉଛି। ଆଖିକ କେହି ବିଶ୍ୱାସ କରିପାରୁନାହାନ୍ତି।…
ମୁଣ୍ଡ ଉପର ଦେଇ ଚାଲିଗଲା ଟ୍ରେନ୍, ଟ୍ରାକ୍ରେ ଶୋଇ ଏଭଳି ଜୀବନ ବଞ୍ଚାଇଲେ ମହିଳା; ଭିଡିଓ ଦେଖିଲେ..
କଥାରେ ଅଛି ‘ରଖେ ହରି ତ ମାରେ କିଏ’। ସେଭଳି ଏକ ଘଟଣାକ୍ରମରେ ମୃତ୍ୟୁକୁ ଚକମା ଦେଖାଇ ଚାଲିଆସିଛନ୍ତି ଜଣେ ମହିଳା। ଦ୍ରୁତଗତିରେ ଯାଉଥିବା ଟ୍ରେନ୍ ତଳେ ଶୋଇ ରହି ସେ ନିଜର ଜୀବନ ବଞ୍ଚାଇଛନ୍ତି। ଏହାକୁ ନେଇ ତାଙ୍କର ଉପସ୍ଥିତ…
ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୮।୨: ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ହେବ ନାହିଁ। ଏନେଇ ଗୁରୁବାର ସୁପ୍ରିମ୍କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗର ଯାଞ୍ଚ୍କୁ ବନ୍ଦ କରାଯିବା ଆବଶ୍ୟକ କୋର୍ଟ ପକ୍ଷରୁ…
ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଲିସା ହେଡେନ ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଫଟୋ ଜରିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ବେବି ବମ୍ପ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବିକିନ ପିନ୍ଧିଥିବା ନଜର ଆସିଥିଲେ।…
ଦିୟାଙ୍କ ବିବାହ କରାଇଲେ ମହିଳା ପୁରୋହିତ, ଫଟୋ ଭାଇରାଲ ପରେ…
ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। ଏହାକୁ ନେଇ ବି-ଟାଉନ୍ରେ ଚର୍ଚ୍ଚା ଥମି ନ ଥିବା ବେଳେ ଦିୟାଙ୍କ ଏକ ଟୁଇଟ୍ ଗଣମାଧ୍ୟମର ଶିରୋନାମା ପାଲଟିଛି। ତାହା ହେଲା ଦିୟାଙ୍କ ବିବାହ କରାଇଥିବା ପୁରୋହିତ। ସାଧାରଣତଃ…
Archives


