ରାହୁଲଙ୍କୁ ଧରି ଜୋର୍ରେ କାନ୍ଦିଲେ ଏହି ଯୁବତୀ, ଦେଖନ୍ତୁ ଏହି ଭିଡିଓ
ନୂଆଦିଲ୍ଲୀ,୧୮।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଡୁଚେରୀ ଗସ୍ତ କରିଥିଲେ। ସେହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ରାହୁଲ ଗାନ୍ଧୀଙ୍କ ଅଟୋଗ୍ରାଫ୍ ନେବା ସମୟରେ ଜଣେ ଯୁବତୀ କାନ୍ଦୁଥିବା ନଜର ଆସିଛନ୍ତି। ରାହୁଲ ବୁଧବାର…
କୋହଲିଙ୍କ ଉପରେ ରାଗିଗଲେ ଏହି କ୍ରିକେଟର୍, କହିଲେ ଏମିତି କଥା
ଚେନ୍ନାଇ,୧୮।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଯୁକ୍ତିତର୍କ କରିବା ପରେ ଇଂଲଣ୍ଡର ପୂର୍ବତନ ଖେଳାଳି କ୍ରମାଗତ ଭାବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରୁଛନ୍ତି। ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଡେଭିଡ…
ପଦବୀ ଫେରିପାଇବା ପାଇଁ ଶଶିକଳା କୋର୍ଟର ଦ୍ୱାରସ୍ଥ
ଚେନ୍ନାଇ,୧୮।୨: ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ଏହା ପୂର୍ବରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ନିକଟରେ ଜେଲରୁ ଫେରିଥିବା ଭି.କେ. ଶଶିକଳା ଏଆଇଡିଏମ୍କେ ନିଜର ପୂର୍ବ ଶୀର୍ଷ ପଦବୀ ଫେରି ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଇ.ପାଲାନିସାମି ଏବଂ ଉପମୁଖ୍ୟମନ୍ତ୍ରୀ ଓ.…
ଟୋକନ ଅଛି, ଉଠୁନି ଧାନ; ମୁଣ୍ଡରେ ହାତ ଦେଇଛି ଚାଷୀ
ବୁଗୁଡ଼ା,୧୮।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ହେଁ ସୋସାଇଟି ଧାନ ନେଉ ନ ଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ କିଛି ଚାଷୀ ବାଧ୍ୟ ହୋଇ ବେପାରୀଙ୍କୁ କମ୍ ଦରରେ ଧାନ…
କୋଳାଗ୍ରତ ହେଲେ, ଆଖି ମିଶାଇଲେ ନାହିଁ: ପ୍ରଶଂସକ ଉଠାଇଲେ ପ୍ରଶ୍ନ
ଚେନ୍ନାଇ,୧୮।୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଭ୍ରମଣକାରୀ ଦଳକୁ ୩୧୭ ରନରେ ପରାସ୍ତ କରି ଏକ ଐତିହାସିକ ବିଜୟ ଲାଭ କରିଛି। ଏହି ମ୍ୟାଚର ପ୍ରଥମ ଇନିଂସରେ ରୋହିତ ଶର୍ମା ୧୬୧…
ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ତଳେ ଫସି ରହିଛନ୍ତି ୨
ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିପଡ଼ିଛି ଗୋରୁ ବୋଝେଇ କଣ୍ଟେନର। ଏଥିରେ ୨୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିବା ସହ…
ମା’ଙ୍କ ଜୀବନ ନେଲା ପୁଅ
ଖଇରା,୧୮।୨(ଡି.ଏନ.ଏ) ବାଲେଶ୍ବର ଜିଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ବୁଧବାର ବିଳମ୍ବିତ ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ମା’ ମଣି ଶିଅଳଙ୍କ ସମେତ…
ବିହାରର ରୁବି ରାୟଙ୍କ ଭଳି ଭୁଲ କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ
ଅଗରତାଲା,୧୮ ।୨: କିଛି ବର୍ଷ ପୂବରୁ ବିହାର ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଦ୍ୱାଦଶରେ ଟପର ହୋଇଥିବା ରୁବି ରାୟଙ୍କ ଜ୍ଞାନ ସମସ୍ତଙ୍କୁ ଚମକାଇ ଦେଇଥିଲା । ସେ କହିଥିଲେ ପଲିଟିକାଲ ସାଇନ୍ସରେ ଖାଦ୍ୟ ପ୍ରସ୍ତୁତି ପଢାଯାଇଥାଏ ।…
ବରଣମାଳା ପୂର୍ବରୁ ବରଙ୍କ ହାତରେ ହାତକଡ଼ି
ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବରଙ୍କୁ ହଟହଟା ହେବାକୁ ପଡ଼ିଛି। ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିବାକୁ ଆସିଥିବା ବରଙ୍କ ବେକରେ ବରଣମାଳା ପଡ଼ିବା ପୂର୍ବରୁ ହାତରେ ହାତକଡ଼ି ଲାଗିଛି। ନାବାଳିକାଙ୍କୁ ବିବାହ କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ…
୬୧ ଖେଳାଳି ୧୯୬ କୋଟି ଟଙ୍କାରେ ହେବେ ବିକ୍ରି: ଜାଣନ୍ତୁ କେଉଁ ଦଳ ପାଖରେ ଅଛି କେତେ ଟଙ୍କା
ଚେନ୍ନାଇ,୧୮।୧: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଆଜି ଦିନ ୩ଟାରୁ ଚେନ୍ନାଇର ଗୋଟିଏ ହୋଟେଲରେ ଖେଳାଳି ନିଲାମ ପ୍ରକ୍ରିୟା ହେବ। ନିଲାମର ଚୂଡାନ୍ତ ତାଲିକାରେ ସମେତ ମୋଟ ୨୯୨ ଜଣ ଖେଳାଳି ସାମିଲ ହେବେ। ଏମାନଙ୍କ ମଧ୍ୟରୁ ୮ଟି ଯାକ ଦଳ…
ତାମିଲସାଇ ହେଲେ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ
ପୁଡୁଚେରୀ,୧୮।୨: ତାମିଲସାଇ ସୌନ୍ଦରାରାଜନ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ସହିତ ତାଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ଉପସ୍ଥିତିରେ ତାମିଲସାଇ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜମ୍ମୁ-କଶ୍ମୀର: ସେନା-ପୋଲିସ ଅଧିକାରୀଙ୍କ ସହ ଭେଟିଲେ ବିଦେଶୀ ପ୍ରତିନିଧି ମଣ୍ଡଳ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା
ଜମ୍ମୁ,୧୮ ।୨: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ବିଦେଶୀ ପ୍ରତିନିଧି ମଣ୍ଡଳ ଗୁରୁବାର ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି । ଏହି ସମୟରେ ଘାଟିରେ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟ କେତେକ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଏସ୍ଏସ୍ପି…
Archives


