Home Left

୫ ବର୍ଷ ପରେ ଧରାପଡିଲେ କୁଖ୍ୟାତ ଅପରାଧୀ

ବାଲେଶ୍ୱର ଅଫିସ, ୧୮।୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଦୁର୍ଦ୍ଦାନ୍ତ ଡକାୟତ ନବକିଶୋର ଦେଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ ୪ ବନ୍ଧୁକ, ୧୨ରାଉଣ୍ଡ ଗୁଳି, ଟର୍ଚ୍ଚ ଓ ୧୨ଶହ ଟଙ୍କା ଜବତ କରାଯାଇଛି। ଏନେଇ…

୭ ବର୍ଷ ପରେ ଆଇପିଏଲରେ ଖେଳିବାକୁ ଯାଉଛନ୍ତି ଏହି ଭାରତୀୟ ଖେଳାଳି

ଚେନ୍ନାଇ, ୧୮।୨ : ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)କୁ ଫେରିବାକୁ ଯାଉଛନ୍ତି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା। ଏହି ବରିଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ…

ମହାରାଷ୍ଟ୍ରରେ ବିଗ ବି, ଅକ୍ଷୟଙ୍କ ଫିଲ୍ମ ସୁଟିଂକୁ ଦିଆଯିବନି ଅନୁମତି

ମୁମ୍ବାଇ,୧୮।୨: ପେଟ୍ରୋଲର ଲିଟର ପିଛା ୧୦୦ଟଙ୍କା ଡେଇଁବା ପରେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ପେଟ୍ରୋଲ ଦର ବୃଦ୍ଧି ଉପରେ କୌଣସି ମତ ରଖି ନ ଥିବାରୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ସମେତ ନାମୀଦାମୀ ସେଲିବ୍ରିଟିଙ୍କୁ…

ଏହି ଭାରତୀୟ ଖେଳାଳିଙ୍କୁ ମିଳିଲା ସର୍ବାଧିକ ମୂଲ୍ୟ; ପ୍ରଥମ ପର୍ଯ୍ୟାୟରେ ଅନସୋଲ୍ଡ ରହିଲେ ଭଜି, କେଦାର

ଚେନ୍ନାଇ, ୧୮।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଅନୁଷ୍ଠିତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ କ୍ରିଷ୍ଣପ୍ପା ଗୋଥାମଙ୍କୁ ମିଳିଛି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ମୂଲ୍ୟ। ଏହି ସ୍ପିନ ଅଲରାଉଣ୍ଡରଙ୍କୁ ୯.୨୫ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)।…

ମାଛଧରା ଜାଲରେ ପଡ଼ିଲା ଡଲ୍‌ଫିନ

ଭଦ୍ରକ ଅଫିସ,୧୮।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ସୋଳନ୍ଦୀ ନଦୀରେ ବୁଧବାର ସନ୍ଧ୍ୟାରେ ଜଣେ ମାଛଧରାଳିଙ୍କ ଜାଲରେ ଏକ ଡଲ୍‌ଫିନ ପଡ଼ିଛି। ଏହାର ଓଜନ ପ୍ରାୟ ୧ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ନଦୀ ତଟବର୍ତ୍ତୀ…

ଆଇପିଏଲକୁ ଫେରିଲା ଭିଭୋ

ଚେନ୍ନାଇ, ୧୮।୨ : ଟାଇଟଲ ସ୍ପନସର ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)କୁ ଫେରିଛି ମୋବାଇଲ ପ୍ରସ୍ତୁତିକାରୀ ଚାଇନିଜ କମ୍ପାନୀ ଭିଭୋ। ଏ ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଗୁରୁବାର ସ୍ପଷ୍ଟ କରିଛନ୍ତି। ” ଭିଭୋ ଚଳିତ ବର୍ଷ ସ୍ପନସର…

ରାଜସ୍ଥାନ ରୟାଲ୍ସର ପୂର୍ବ ଅଧିନାୟକଙ୍କୁ କିଣିଲା ଏହି ଟିମ୍‌

ଚେନ୍ନାଇ,୧୮।୨: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ଗୁରୁବାର ଏଠାରେ ଚାଲିଥିବା ଆଇପିଏଲ୍‌ ଖେଳାଳି ନିଲାମ ପ୍ରକ୍ରିୟାରେ ୨.୨ କୋଟି ଟଙ୍କାରେ ଦିଲ୍ଲୀ ଟିମ୍‌ ତାଙ୍କୁ କିଣିଛି। ସେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିଲେ। ହେଲେ ଦଳ…

ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଲେ ମୋରିସ୍‌, ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

ଚେନ୍ନାଇ,୧୮।୨: ଆଇପିଏଲ୍‌ ୨୦୨୧ ପାଇଁ ଗୁରୁବାର ଅନୁଷ୍ଠିତ ଖେଳାଳି ନିଲାମ ପ୍ରକ୍ରିୟାରେ ନୂଆ ଇତିହାସ ଲେଖାଯାଇଛି। ଏହା ଛୋଟ ନିଲାମ ବୋଲି କୁହାଯାଉଥିଲେ ହେଁ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍‌ ମୋରିସଙ୍କୁ କିଣିବାରେ ରେକର୍ଡ ହୋଇଛି। ୨୦୧୫ରେ ଦିଲ୍ଲୀ ଟିମ୍‌ ଯୁବରାଜ…

ନିଲାମରେ ଫିକା ପଡ଼ିଲେ ବିଶ୍ୱର ଏହି ନମ୍ବରଓ୍ବାନ୍‌ ଟି୨୦ ବ୍ୟାଟ୍ସମ୍ୟାନ୍‌, କମ୍‌ ଦାମ୍‌ରେ କିଣିନେଲା…

ଚେନ୍ନାଇ,୧୮।୨: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ଖେଳାଳି ନିଲାମ ପ୍ରକ୍ରିୟାରେ ବିଶ୍ୱର ନମ୍ବରଓ୍ବାନ୍‌ ଟି୨୦ ର଼୍ୟାଙ୍କପ୍ରାପ୍ତ ବ୍ୟାଟ୍ସମ୍ୟାନ୍‌ ଦାଓ୍ବିଦ ମଲନ୍‌ଙ୍କୁ ପଞ୍ଜାବ କିଙ୍ଗ୍ସ କିଣିଛି। ମଲନଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ରହିଥିଲା। ପଞ୍ଜାବ…

ବିସ୍ଫୋରକ ମ୍ୟାକ୍ସଓ୍ବେଲଙ୍କୁ କିଣିବା ପାଇଁ କଡ଼ା ଟକ୍କର; ବାଜି ମାରିଲା ଏହି ଟିମ୍‌

ଚେନ୍ନାଇ,୧୮।୨: ଆଇପିଏଲ୍‌ର ଚଳିତ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସଓ୍ବେଲଙ୍କୁ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଗତ ସଂସ୍କରଣରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ ହେଁ ଏହି ମାକ୍ସଓ୍ବେଲଙ୍କ ଉପରେ…

୭ କୋଟିରେ ଇଂଲଣ୍ଡର ଏହି ଅଲ୍‌ରାଉଣ୍ଡରଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ,୧୮।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଅନୁଷ୍ଠିତ ହେଉଛି। ଏଥିରେ ଇଂଲଣ୍ଡର ଦିଗ୍ଗଜ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ କିଣିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରିଲିଜ ହୋଇଥିବା ଏହି ଖେଳାଳିଙ୍କୁ…

ବାଉନ୍ସର ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ନାକ ହାଡ଼ ଭାଙ୍ଗିଥିଲେ ଏହି ବୋଲର୍‌, ଉଇକେଟ ବି ନେଇ କରିଥିଲେ…

ନୂଆଦିଲ୍ଲୀ,୧୮।୨: କ୍ରିକେଟ ମଇଦାନରେ ଅନେକ ଅବିସ୍ମରଣୀୟ ଘଟଣା ଦେଖିବାକୁ ମିଳିଥାଏ। ସେଥିରୁ ଗୋଟିଏ ହେଉଛି ୧୯୮୬ ଫେବୃୟାରୀ ୧୮ ତାରିଖରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଘଟଣା। ସେତେବେଳେ ଇଂଲଣ୍ଡ ଟିମ୍‌ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିଲା। ଏହି ସମୟରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ଏକକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri