ବିହାରରେ ଜନ୍ମ ନେଲେ ଏଲିଅନ ଶିଶୁ, ଦେଖିବା ପାଇଁ ଜମିଲା ଭିଡ଼
ପାଟନା,୧୯।୨: ବିହାରର ଗୋପାଳଗଞ୍ଜରେ ଏକ ଅଜବ ଶିଶୁ ଜନ୍ମ ହୋଇଛି। ଶିଶୁଟିକୁ ଦେଖିବା ପାଇଁ ଶହ ଶହ ଲୋକ ଡାକ୍ତରଖାନାରେ ଭିଡ ଜମିଛି। ନବଜାତ ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଏଲିଏନ ବେବି ବୋଲି କହିଛନ୍ତି। ତେବେ…
୨୨ରେ ନାରାୟଣସ୍ବାମୀଙ୍କ ଶକ୍ତିପରୀକ୍ଷା
ପୁଡୁଚେରୀ,୧୯ା୨(ପି.ଟି.)::ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତେଲଙ୍ଗାନା ଗୁରୁବାର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କୁ ଆସନ୍ତା ୨୨ ତାରିଖରେ ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।…
ଶେଷରେ ମାନିଲା ଚାଇନା
ବେଜିଂ,୧୯ ।୨: ପୂର୍ବ ଲଦ୍ଦାଖର ଏଲ୍ଏସିରେ ଗତ ବର୍ଷ ମେ’ ମାସରୁ ଭାରତ-ଚାଇନା ମଧ୍ୟରେ ତୁତୁମେମେ ଆରମ୍ଭ ହୋଇଛି । ଏହି ଦୁଇ ଦେଶ ମଧ୍ୟରେ ଜମି ରହିଥିବା ବରଫ ଧୀରେ ଧୀରେ ତରଳିବା ଆରମ୍ଭ କଲାଣି । ଏବେ ପୂର୍ବ…
ନ୍ୟୁଜ୍ ଶେୟାର ବନ୍ଦକଲା ଫେସ୍ବୁକ୍
କାନ୍ବେରା,୧୯ା୨: ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ନ୍ୟୁଜ୍ କଣ୍ଟେଣ୍ଟ ପାଇଁ ପେମେଣ୍ଟକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି। ନୂଆ ଆଇନ ଉପରେ ଆପତ୍ତି ଜଣାଇ ଫେସ୍ବୁକ୍ ଅଷ୍ଟ୍ରେଲିଆର ବିରୋଧୀ ନେତାମାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ପାଣିପାଗ…
ଓଡ଼ିଶା ବିଶ୍ୱର ମାଇନିଂ ହବ୍ ହେବାର କ୍ଷମତା ରଖିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୯ା୨:ଓଡ଼ିଶାର ୨ ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଗୁରୁବାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଖଣିଗୁଡ଼ିକର ଖନନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି। ଏହି ଲୁହାପଥର ଖଣି ମଧ୍ୟରେ ଜିଲଙ୍ଗ-ଲାଙ୍ଗଲୋଟା…
ଅର୍ଜୁନଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ : ଜାହିର ଖାନ କହିଲେ ଏମିତି
ଚେନ୍ନାଇ,୧୯।୨ – ଆଗାମୀ ଆଇପିଏଲରେ ଅର୍ଜୁନଙ୍କୁ ପ୍ରମାଣ କରିବାକୁ ପଡ଼ିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନ୍ସ ନିର୍ଦ୍ଦେଶକ ତଥା ପୂର୍ବତନ ପେସର ଜାହିର ଖାନ କହିଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଯୁବ ଅଲରାଉଣ୍ଡର…
ଦିଶାଙ୍କ ଲେହଙ୍ଗା ଫଟୋ ପାଇଁ ପାଗଳ ୟୁଜର୍ସ
ବଲିଉଡ୍ର ହଟ ଆକ୍ଟ୍ରସ ଦିଶା ପଟାନି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କେବେ ଅପକମିଂ ଫିଲ୍ମ ପାଇଁ ତ ଆଉ କେବେ ସୋସିଆଲ ମିଡିଆ ବିଭିନ୍ନ ପୋଷ୍ଟ ଲାଗି। କିନ୍ତୁ ତାଙ୍କୁ ଚର୍ଚ୍ଚାରେ ରହିବା ଜଣାଅଛି। ନିକଟରେ ଜଣେ ସାଙ୍ଗର ମ୍ୟାରେଜ ପାର୍ଟିରେ…
ପାଣି ପାଇଲେ ପିଢ଼ପୋଖରୀ ବନବାସୀ
କେନ୍ଦୁଝର, ୧୯ା୨(ସ୍ବ.ପ୍ର.)-ପାହାଡ ଜଙ୍ଗଲ ଘେରା କେନ୍ଦୁଝର ଜିଲାର ଅନେକ ଅଗମ୍ୟ ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁବିଧା ନ ଥିଲେ ହେଁ ପ୍ରଶାସନର ଉଦ୍ୟମରେ କେତେକ ଅଞ୍ଚଳରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି।…
ବେଧଡକ ଚାଲିଛି ଗୋଚାଲାଣ : ୧ ଗୋରୁ ମୃତ, ୨୭ ଉଦ୍ଧାର
କେନ୍ଦୁଝର, ୧୯ା୨ (ସ୍ବ.ପ୍ର.)-ବ୍ୟାପକ ଧରପଗଡ ସତ୍ତ୍ୱେ କେନ୍ଦୁଝର ଜିଲା ଦେଇ ବାହାର ରାଜ୍ୟ ଓ ଦେଶକୁ ଗୋଚାଲାଣ ବନ୍ଦ ହେଉ ନ ଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଆଦୌ ଦୃଢ ପଦକ୍ଷେପ ନିଆଯାଉ ନ…
ବିପଦ ବଢ଼ାଉଛି ବେଆଇନ ବ୍ଲାଷ୍ଟିଂ
ଢେଙ୍କାନାଳ ଅଫିସ, ୧୯।୨ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଆର୍ତ୍ତସାନ୍ତରାକାଟେଣୀ ଗ୍ରାମ ନିକଟରେ ଥିବା କଳାମୁଗୁନି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ବିପନ୍ନ କରିଛି। ଭୟଙ୍କର ବିସ୍ଫୋରଣରେ କୋଠାଘର ଛାତ, କାନ୍ଥ ଫାଟି ଆଁ କଲାଣି। ବାରମ୍ବାର…
ପାଟିକୋଣ ଘା’ରୁ ଦୂରେଇ ରୁହନ୍ତୁ…
ପାଟିକୋଣ ଘା’ ଏକ ପ୍ରକାର ପ୍ରଦାହ। ଏଥିରେ ପାଟିର ଗୋଟିଏ ବା ଉଭୟ କୋଣରେ ଘା’ ହୋଇଥାଏ । ଏହାକୁ ଡାକ୍ତରୀ ଭାଷାରେ ଚିଲିଟିସ୍ କୁହାଯାଇଥାଏ। ସଂକ୍ରମିତ ସ୍ଥାନ ଲାଲ ଦେଖାଯିବାପରେ ଏଠାକାର ଚର୍ମ ଫାଟି ଏକ ଆବରଣ ତିଆରି ହୁଏ।…
ଟମାଟୋକୁ ନା…
ବେଳେ ବେଳେ ଆମ ଖାଦ୍ୟ ପାନୀୟ ଓ ଅନିୟମିତ ଜୀବନ ଶୈଳୀ ଯୋଗୁ ଆମେ ଗଣ୍ଠି ଯନ୍ତ୍ରଣା ଭୋଗ କରିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି କିଛି ଖାଦ୍ୟକୁ ପରିତ୍ୟାଗ କରିବାକୁ ପଡିଥାଏ । ଏମିତି ହେଲେ ଗଣ୍ଠି…
Archives


