ଦାରୁଦିଅଁ ଦର୍ଶନ ପାଇଁ ୬୫ କି.ମି. ଚାଲିଲେ ୨ ଦୃଷ୍ଟିହୀନ
ପୁରୀ ଅଫିସ,୧୯।୨:ଦାରୁଦିଅଁଙ୍କ ପ୍ରତି ମନରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବନା ଦୁଇଜଣ ଦୃଷ୍ଟିହୀନ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଶ୍ରୀକ୍ଷେତ୍ରକୁ ଟାଣି ଆଣିଥିଲା। ସେମାନେ ପ୍ରାୟ ୬୫ କି.ମି. ଚାଲିଚାଲି ଭୁବନେଶ୍ୱରରୁ ପୁରୀରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଜଣେ ଯାତ୍ରୀ…
ବାପା ଅଟୋ ଡ୍ରାଇଭର, ଆଇପିଏଲ୍ ନିଲାମ ପରେ କୋଟିପତି ହେଲେ ପୁଅ; ତଥାପି ଆଖିରେ ଲୁହ
ନୂଆଦିଲ୍ଲୀ,୧୯।୨: ଆଇପିଏଲ୍ ନିଲାମର କିଛି ମିନିଟ ମଧ୍ୟରେ କୋଟିପତି ହୋଇଥିଲେ ଚେତନ ସାକାରିୟା। ତାଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିବା ବେଳେ ରାଜସ୍ଥାନ ରୟାଲ୍ସ ଟିମ୍ ତାଙ୍କୁ ୧.୨୦ କୋଟି ଟଙ୍କାରେ କ୍ରୟ କରିଥିଲା। ଭାବନଗର ଜିଲାର ଏକ…
କିଏ ସେ ‘ଶାହରୁଖ ଖାନ୍’; ୫ କୋଟି ୨୫ ଲକ୍ଷ ଟଙ୍କା ଦେଇ ଯାହାକୁ କିଣିଲେ ପ୍ରିତି ଜିଣ୍ଟା
ଚେନ୍ନାଇ,୧୯।୨: ଆଇପିଏଲ୍ ନିଲାମରେ ବହୁ ଖେଳାଳି ଅପ୍ରାତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେଥିମଧ୍ୟରୁ ବଲିଉଡ୍ ଷ୍ଟାରଙ୍କ ନାମଧାରୀ ସ୍ପିନ୍ ଅଲରାଉଣ୍ଡର ଶାହରୁଖ ଖାନ୍ ଅନ୍ୟତମ। ନିଲାମ ସମୟରେ ତାଙ୍କ ନାମ ଡକାଯିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମୁହଁରେ ହସ ଥିଲା।…
ନାଗପୁରରେ ପୁଣି ଫୁଟିଲା କରୋନା ବୋମା
ନାଗପୁର,୧୯।୨: କରୋନା ପୁଣି ଥରେ ମହାରାଷ୍ଟ୍ର କାୟା ବିସ୍ତାର କରିବା କରିବା ଆରମ୍ଭ କରିଛି। ମହାରାଷ୍ଟ୍ରରେ ୭୫ଦିନ ପରେ ୫୦୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ ସାମ୍ନାକୁ ଆସିଛି। ନାଗପୁରରେ କରୋନା ଉଗ୍ର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା…
ରୋଷେଇ ଗ୍ୟାସ ଦର ବୃଦ୍ଧି: ମାଟି ଚୁଲି ନେଇ ବିଧାନସଭାରେ ପହଞ୍ଚିଲେ କଂଗ୍ରେସ ବିଧାୟକ
ପାଟନା,୧୯ ।୨: ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ୧୧ ଦିନ ମଧ୍ୟରେ ଦୁଇଥର ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ବିହାରରେ ଏହି ଦର…
ନାଚୁଥିବା ବେଳେ ଏହି ଅଭିନେତ୍ରୀଙ୍କ ବଦଳିଗଲା ପୋଷାକ, ଭିଡିଓ ଭାଇରାଲ
ଟିଭି ସିରିଏଲ୍ର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ଥାନ୍ତି। ସେ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଛନ୍ତି। ଏ ନେଇ ହିନା ଜବରଦସ୍ତ ଆଲୋଚନାର ଶିକାର ହୋଇଛନ୍ତି। ହିନା ତାଙ୍କ ଇନ୍ଷ୍ଟାଗ୍ରାମରେ ଏପରି ଏକ…
ଛତ୍ରପତି ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମା ଭାରତୀଙ୍କ ଅମର ପୁତ୍ର ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶତ ଶତ ପ୍ରଣାମ।…
ବିଦାୟ ନେଲେ ପିତା ରାଜୀବଙ୍କ ଘନିଷ୍ଠ ବନ୍ଧୁ: କାନ୍ଧ ଲଗାଇଲେ ରାହୁଲ
ନୂଆଦିଲ୍ଲୀ,୧୯ ।୨: କଂଗ୍ରେସ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା କ୍ୟାପଟେନ ସତିଶ ଶର୍ମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇ ଯାଇଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାଜୀବଙ୍କ ଏକମାତ୍ର…
ବଜାରକୁ ଆସିଲା ବାବା ରାମଦେବଙ୍କ ଆୟୁର୍ବେଦିକ କରୋନା ଔଷଧ
ନୂଆଦିଲ୍ଲୀ,୧୯।୨: ଯୋଗ ଗୁରୁ ବାବା ରାମଦେବ କରୋନା ସଂକ୍ରମଣର ମୁକାବିଲା ପାଇଁ ଏକ ନୂତନ ଔଷଧ ଲଞ୍ଚ କରିଛନ୍ତି। ଶୁକ୍ରବାର ଦିଲ୍ଲୀର ସମ୍ବିଧାନ କ୍ଲବରେ ଏକ କାର୍ଯ୍ୟକ୍ରମ ସମୟରେ ରାମଦେବ ଏହାକୁ ଲଞ୍ଚ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ…
ଧୋତି-କୁର୍ତ୍ତା ପିନ୍ଧି ମ୍ୟାଚ୍ ଖେଳିଲେ କ୍ରିକେଟର୍
ବାରାଣସୀ,୧୯।୨: ଧର୍ମନଗରୀ କାଶୀରେ କ୍ରିକେଟର ଏହି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ଖେଳାଳିମାନେ ପଡ଼ିଆରେ କ୍ରୀଡା ପୋଷାକ ବଦଳରେ ଧୋତି-କୁର୍ତ୍ତା ଏବଂ ଅମ୍ପାୟାରଠାରୁ ଆରମ୍ଭ କରି ମନ୍ତବ୍ୟର କମେଣ୍ଟେଟର୍ ପର୍ଯ୍ୟନ୍ତ ସମସ୍ତେ ହିନ୍ଦୀ କିମ୍ବା ଇଂରାଜୀରେ ନୁହେଁ ବରଂ ସଂସ୍କୃତରେ କଥାବାର୍ତ୍ତା…
କାହାକୁ ଭୁଲରେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ଶ୍ଲୋକରେ ଆଚାର୍ଯ୍ୟ ସେ କହିଛନ୍ତି, ଜଣେ ଜ୍ଞାନୀ ବ୍ୟକ୍ତି…
ଏହି ବଡ ବଡ ଖେଳାଳିଙ୍କୁ କିଣିଲେ ନାହିଁ କୌଣସି ଦଳ
ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ନିଲାମରେ ସମସ୍ତ ୮ ଟିମ ମିଳିତ ଭାବରେ ୫୭ ଖେଳାଳି କିଣିଛନ୍ତି। ପଞ୍ଜାବ ଦଳ ସର୍ବାଧିକ ଖେଳାଳି କିଣିଥିବାବେଳେ ଚେନ୍ନାଇ ୬, ଦିଲ୍ଲୀ-କୋଲକାତା ଏବଂ ରାଜସ୍ଥାନ ୮-୮ ଖେଳାଳି କିଣିଛି। ମୁମ୍ବାଇ ୭ ଖେଳାଳି ଏବଂ…
Archives


