ମାଓବାଦୀ ଯୋଜନା ପଣ୍ଡ : ୩ ବୋମା ନିଷ୍କ୍ରିୟ କଲେ ଯବାନ
ଚିତ୍ରକୋଣ୍ଡା,୨୩।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି।ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ବୋମାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଇନ୍ଦା ସୂତ୍ରରୁ ଖବର ପାଇ ହାନ୍ତାଳଗୁଡ଼ା ୦୯ ବାଟାଲିୟନ ବିଏସ୍ଏଫ ଯବାନ ସର୍ଚ୍ଚ ଅପରେଶନ…
ଏହି କ୍ରିକେଟର୍ଙ୍କ ପ୍ରେମରେ ପାଗଳ ଶାହିଦ କପୁରଙ୍କ ସ୍ତ୍ରୀ
ବଲିଉଡ ଅଭିନେତା ଶାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତ ଇଣ୍ଡଷ୍ଟିର ସୁନ୍ଦର ଦମ୍ପତି ତାଲିକାରେ ସ୍ଥାନ ପାଇଛନ୍ତି। ବିଶେଷ କଥା ହେଉଛି ଚଳଚ୍ଚିତ୍ର ସହିତ କୌଣସି ସମ୍ପର୍କ ନ ଥିଳେ ମଧ୍ୟ ସେ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି।…
ରାସ୍ତାରେ ଚାଲୁଛି ୧୩୯ ବର୍ଷର ପୂରୁଣା ଘର
ସାନ୍ ଫ୍ରାନ୍ସିସ୍କୋରେ ଲୋକମାନେ ରବିବାର ଏକ ଅଜବ ଜିନିଷ ଦେଖିବାକୁ ପାଇଛନ୍ତି। ଏକ ଘର (ଭିକ୍ଟୋରିଆନ୍ ହାଉସ୍) ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି। କ୍ରେନ୍ ଏବଂ ଟ୍ରକ ସାହାଯ୍ୟରେ ଏହି ଘରକୁ ଠେଲାଯିବା ସମୟରେ ଲୋକଙ୍କ ଭିଡ ଜମିବା ଆରମ୍ଭ…
ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି ମୋଦି: ରାହୁଲ
ଥିରୁଭାନନ୍ତପୁରମ୍,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ଗଠନ ହୋଇଥିବା ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ କେରଳରେ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି।…
ଆଜିଠୁ ଜେଇଇ ମେନ୍ ପରୀକ୍ଷା: ଛାତ୍ରୀଛାତ୍ର ଚାହିଁଲେ ଦେଇପାରିବେ ୪ ଥର
ଭୁବନେଶ୍ୱର,୨୩।୨(ବ୍ୟୁରୋ): ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ ପରୀକ୍ଷା ଏବର୍ଷ ଠାରୁ ୪ ଥର ହେବ…
ଘରୋଇ ସ୍କ୍ରବ
ଚେହେରାର ବିଭିନ୍ନ ସ୍ଥାନରେ ଥିବା ଅନାବଶ୍ୟକ ଲୋମକୁ ସଫା କରିବା ପାଇଁ ସମସ୍ତେ ସ୍କ୍ରବ ବ୍ୟବହାର କରିଥା’ନ୍ତି। ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ ବିଭିନ୍ନ ପ୍ରକାରର ସ୍କ୍ରବ ତିଆରି କରିପାରିବେ…. କଦଳୀ ଓଟ୍ସ ସ୍କ୍ରବ ଗୋଟିଏ ପାଚିଲା କଦଳୀରେ ଦୁଇ…
ଏହି ଅଭିନେତ୍ରୀଙ୍କ ଯୋଗୁ କାମ ପାଇ ନ ଥିଲେ ସଲମାନ ଖାନ, ଜାଣନ୍ତୁ କାହିଁକି
ସୁପରହିଟ ଚଳଚ୍ଚିତ୍ର ମେନେ ପ୍ୟାର୍ କିୟାର ସୁମନ ଅର୍ଥାତ୍ ଅଭିନେତ୍ରୀ ଭାଗ୍ୟଶ୍ରୀ ପାଟୱର୍ଦ୍ଧନ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଫେବୃଆରୀ ୨୩, ୧୯୬୯ରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୮୯ରେ ସଲମାନ ଖାନଙ୍କ ଫିଲ୍ମ ମେନେ ପ୍ୟାର କିୟା ଜରିଆରେ ବଲିଉଡରେ…
କରୋନାରେ ମୃତ ୫ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଇଡେନ୍
ୱାଶିଂଟନ,୨୩ ।୨: କରୋନା ମହାମାରୀରେ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଆମେରିକାରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ଆମେରିକାବାସୀଙ୍କ ପାଇଁ ସବୁଠାରୁ ବଡ ଦୁଃଖଦ ସମୟ ବୋଲି କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ…
୨୦ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଳାତ୍କାର ଅଭିଯୁକ୍ତ
ଲଳିତପୁର,୨୩।୨: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ।…
ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ…
ଧାନ ବିକି ପାରିଲେନି, ହୃଦ୍ଘାତରେ ଚାଷୀଙ୍କ ଜୀବନ ଗଲା
ପଦ୍ମପୁର,୨୩।୨(ଡି.ଏନ୍.ଏ.): ଧାନ ଅମଳ କରିଥିଲେ । ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିଥିଲେ। ତାହା ବିକ୍ରି ନ ହେବାରୁ ଧାନ ଉଠାଣ ଦାବିରେ ବରଗଡ଼ ଜିଲା ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ଆସୁଥିଲେ। ତଥାପି ଧାନ…
ନିଖୋଜଙ୍କୁ ମୃତ ଘୋଷଣା କରିବେ ସରକାର
ଡେରାଡୁନ୍,୨୩।୨: ଚାମୋଲିରେ ଘଟିଥିବା ହିମସ୍ଖଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩୬ ଜଣ ନିଖୋଜଙ୍କ ପତ୍ତା ମିଳିନି। ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। ନିଖୋଜଙ୍କ ବାଟ ଚାହିଁ ବସିଛନ୍ତି ପ୍ରିୟପରିଜନ। ଏପରିସ୍ଥଳେ ରାଜ୍ୟ ସରକାର ନିଖୋଜଙ୍କୁ ମୃତ ଘୋଷଣା କରିବା ଲାଗି…
Archives


