Home Left

ମା’-ବାପାଙ୍କୁ କନ୍ଦାଇଲେ ଏହି କ୍ରିକେଟର୍‌

ପାଟନା,୨୨।୨: ବିହାରର କ୍ରିକେଟର୍‌ ଇଶାନ କିଶନ ଟିମ ଇଣ୍ଡିଆରେ ମନୋନୀତ ହେବା ପରେ ତାଙ୍କର ଏକ କଲ ପିତାମାତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ତେବେ ତାଙ୍କ ମା’ବାପାଙ୍କ ଆଖିରେ ଏହି ଦୁଃଖର ନୁହେଁ ଖୁସିର ଲୁହ ଥିଲା। ଇଂଲଣ୍ଡ ବିପକ୍ଷ…

ଏହି କ୍ରିକେଟର୍‌ଙ୍କୁ ଭାବପ୍ରବଣ ମେସେଜ୍‌ କଲେ କୋହଲି

ଅହମଦାବାଦ,୨୨।୨: ପ୍ରତ୍ୟେକ ଯୁବ କ୍ରିକେଟର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏକ ଆଦର୍ଶ ଭାବରେ ଦେଖନ୍ତି ଏବଂ ତାଙ୍କ ସହ କ୍ରିକେଟ ଖେଳିବାକୁ ଚାହାଁନ୍ତି। ମାତ୍ର ଅଳ୍ପ ସଂଖ୍ୟକ ଖେଳାଳି ଏଭଳି ସୁଯୋଗ ପାଆନ୍ତି। କିନ୍ତୁ ଯେଉଁମାନେ ଏହି ସୁଯୋଗ ପାଆନ୍ତି,…

ଏମିତି ଘରେ ସର୍ବଦା ରହିଥାଏ ସୁଖ,ଶାନ୍ତି

ସୁଖ ସଂସାର ପାଇଁ ଅନେକ କଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ, ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ମହତ୍ତ୍ୱ ରଖିଥାଏ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏସବୁ ବିଷୟରେ ବହୁତ କିଛି କହିଛନ୍ତି। ସେ ତାଙ୍କ ନୀତିର ଏକ ପଦରେ…

ରାଜ୍ୟରେ ହୋଇପାରେ ଲକ୍‌ଡାଉନ୍‌: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କତା ଗ୍ରହଣ କରିଛନ୍ତି। ତେବେ ପରିସ୍ଥିତି ବିଗିଡିଲେ ରାଜ୍ୟରେ ଲକ୍‌ଡାଉନ୍‌ ହୋଇପାରେ ବୋଲି ସୋମବାର…

ଭିଏଲ ଏସ୍‌ଆର ସାମ୍‌ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ ୨୨।୨: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ. ଲଞ୍ଚପ୍ୟାଡ୍‌ରୁ ସୋମବାର ୧.୨୮ ମିନିଟରେ ପ୍ରଥମ ରାଉଣ୍ଡ ଭିଏଲ ଏସ୍‌ଆର ସାମ୍‌ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। VL SRSAM ହେଉଛି Vertically Lunched Short…

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍‌ ଘଟଣା: ୫ ଘଣ୍ଟା ଥାନାରେ ଅଟକିଲା ୨ କାର

ରୂପ୍‌ସା, ୨୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦସ ବ୍ଲକ ଅନ୍ତର୍ଗତ ମିରିଗିମୁଣ୍ଡି ଚୂଡ଼ାଖିଆ ପୋଲ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ିକୁ ପଶ୍ଚିମବଙ୍ଗ ଅଞ୍ଚଳର ୨ଟି କାର ଓଭରଟେକ୍‌ କରିବା ଘଟଣା ଚର୍ଚ୍ଚାର ବିଷୟ…

କୁନି ଝିଅକୁ ଜଳାଶୟ ମଧ୍ୟରେ ଦେଖି କୁକୁର କଲା ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ମିନି ପ୍ରିଣ୍ଟର

ଏଣିକି ଆପଣ ଯୁଆଡ଼େ ଗଲେ ସାଙ୍ଗରେ ପ୍ରିଣ୍ଟର ନେଇ ଯାଇପାରିବେ। କାରଣ କୌଣସି ଜିନିଷର ପ୍ରିଣ୍ଟ ବାହାର କରିବାକୁ ଆମକୁ ଜେରକ୍ସ କିମ୍ବା ପ୍ରିଣ୍ଟର ଥିବା ଦୋକାନକୁ ଯିବାକୁ ପଡିଥାଏ। ହେଲେ ଏଣିକି ଆପଣ ଯେତେବେଳେ ଚାହିଁବେ ସାଙ୍ଗେ ସାଙ୍ଗେ ପ୍ରିଣ୍ଟ…

ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ

ବ୍ରହ୍ମପୁର ଅଫିସ,୨୨।୨: ଗଞ୍ଜାମ ଜିଲା ଦିଗପହଣ୍ଡିରେ ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ଏହି ନକଲି କାର୍ଯ୍ୟାଳୟକୁ ଠାବ କରିଛନ୍ତି। ସେଠାରୁ ବିପୁଳ ପରିମାଣର ସରକାରୀ ଶ୍ରମିକ…

ଆଶ୍ରମରୁ ବାବାଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

ଅତାବିରା,୨୨।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବାଳ ଯୋଗେଶ୍ବରୀ ଆଶ୍ରମରୁ ସୋମବାର ଜଣେ ସାଧୁସନ୍ଥଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ସ୍ବାମୀ ଦାମୋଦର ସଦା ବାବା(୭୫)। ତେବେ ବାହାରେ ତାଲା…

ବିବାହରେ ନବଦମ୍ପତିଙ୍କୁ ସାଙ୍ଗମାନେ ଦେଲେ ଏମିତି ଉପହାର, ହସିହସି ଗଡ଼ିଲେ ସମସ୍ତେ

ତାମିଲନାଡୁରେ ଏକ ବିବାହ ଉତ୍ସବରେ ନବଦମ୍ପତିଙ୍କୁ ତାଙ୍କ ସାଙ୍ଗମାନେ ଏକ ନିଆରା ଉପହାର ଦେଇଛନ୍ତି। ଯାହାକୁ ଦେଖି ନବଦମ୍ପତି ହସି ହସି ବେଦମ ହୋଇଯାଇଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି କିଛି…

କରୋନା କଟକଣା: ମାର୍ଚ୍ଚ-୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଶନିବାର-ରବିବାର ବଜାର ବନ୍ଦ

ନାଗପୁର,୨୨।୨: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି କଡ଼ା କଟକଣା ଜାରି କରାଯାଇଛି। ନାଗପୁର ଜିଲାରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri