କିଙ୍ଗ ଖାଁଙ୍କ ସହ ରୋମାନ୍ସ କରିବେ ତାପସୀ
ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ଏବେ ରାଜକୁମାର ହିରାନିଙ୍କ ଫିଲ୍ମରେ ଶାହାରୁଖଙ୍କ ଅପୋଜିଟ୍ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ଯଦି ଏହା ହେଲା ତେବେ ପ୍ରଥମଥର ଲାଗି ଶାହାରୁଖ ଓ ତାପସୀଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ…
ବଲିଉଡ୍ରେ ଡେବ୍ୟୁ କରିବେ ଇସାବେଲ!
ମୁମ୍ବାଇ: ଏବେ ବଡ ପରଦାରେ ଧୁମ୍ ମଚେଇବାକୁ ଆସୁଛନ୍ତିି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲେ କୈଫ । ଅଧିକାଂଶ ଦର୍ଶକଙ୍କ ନଜର ଏବେ ଇସାବେଲଙ୍କ ଉପରେ । ଇସାବେଲ ଓ ସୁରଜ ପାଞ୍ଚୋଲିଙ୍କ ଫିଲ୍ମ ‘ଟାଇମ୍ ଟୁ…
ବେଦ କୁମାରୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ
ନୂଆଦିଲ୍ଲୀ,୨୩।୨: ଓଡ଼ିଶାର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଡ. ବେଦ କୁମାରୀ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଏସ.କେ. ଭଟ୍ଟନଗର, ଡକ୍ଟର ଫୈଜାନ ମୁସ୍ତାଫା ଏବଂ ବିଚାରପତି ଏ.କେ. ପଟ୍ଟାନାୟକଙ୍କୁ ନେଇ ଗଠିତ ସର୍ଚ୍ଚ କମିଟି ପ୍ରଧାନ ବିଚାରପତିଙ୍କୁ…
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏବେ ଆସିବେ ନାହିଁ ସ୍କୁଲ
ଭୁବନେଶ୍ୱର,୨୩।୨(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓଡ଼ିଶାରେ ମଧ୍ୟ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହି କାରଣରୁ ସତର୍କତା ଅବଲମ୍ବନ ପାଇଁ ପଦକ୍ଷେପ ନିଆଯାଉଛି। ଏସବୁ ଭିତରେ ପୁଣି ଶିକ୍ଷାନୁଷ୍ଠାନ ଖୋଳିବା ଉପରେ ପ୍ରଶ୍ନବାଚୀ…
ମଦ, ତମାଖୁ ବିଜ୍ଞାପନ କରିବେ ନାହିଁ ଅଷ୍ଟ୍ରେଲିଆ ଖେଳାଳି
ସିଡନୀ,୨୩।୨: ଆଇପିଏଲ ୧୪ତମ ସିଜନ ଆରମ୍ଭ ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏମ) ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ୍ର ପରବର୍ତ୍ତୀ ସିଜିନ୍ରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଜୁଆ, ଫାଷ୍ଟଫୁଡ, ମଦ୍ୟପାନ ଏବଂ ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବେ ନାହିଁ ସିଏମ୍ ଆଇପିଏଲ ଫ୍ରାଞ୍ଚାଇଜକୁ…
ଶତକ ହାସଲ ପରେ କାନ୍ଦିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୩।୨: ବିଜୟ ହଜାରେ ଟ୍ରଫିରେ କୃନାଲ ପାଣ୍ଡ୍ୟା ଚମତ୍କାର ଶତକ ଅର୍ଜନ କରିଛନ୍ତି। ତ୍ରିପୁରା ବିପକ୍ଷରେ ସେ ୯୭ଟି ବଲ୍ରୁ ୧୨୭ ରନ୍ ସ୍କୋର କରିଥିଲେ। ତାଲିକା-ଏ ମ୍ୟାଚରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ୨୯ ବର୍ଷୀୟ କ୍ରୁନାଲ ଏହି…
ଶିକ୍ଷାର୍ଥୀଙ୍କୁ ଆତ୍ମବିଶ୍ୱାସ-ଆତ୍ମସଚେତନତା-ନିସ୍ବାର୍ଥପର ସେବାର ମନ୍ତ୍ର ଦେଲେ ମୋଦି
ନୂଆଦିଲ୍ଲୀ,୨୩।୨: ଆତ୍ମବିଶ୍ୱାସ, ଆତ୍ମସଚେନତା ଏବଂ ନିସ୍ବାର୍ଥପର ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ଖଡ଼ଗପୁର ଆଇଆଇଟିର ୬୬ତମ ଦୀକ୍ଷାନ୍ତ ଉତ୍ସବରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି…
ମଡର୍ନ ଲୁକ୍ ଷ୍ଟାଇଲ୍
ମଡର୍ନ ଲୁକ୍ ଷ୍ଟାଇଲ୍ ନିଜକୁ ମଡର୍ନ ଲୁକ୍ ଦେଇ ଆଧୁନିକ ଟ୍ରେଣ୍ଡରେ ସାମିଲ କରିବାକୁ ଚାହୁଁଥିଲେ, ସବୁବେଳେ ଫ୍ୟାଶନ୍ ଟ୍ରେଣ୍ଡରେ ଅପଡେଟ୍ ରହିବାକୁ ହେବ। ତେବେ ଏଭଳି ଏକ ଲୁକ୍ ପାଇଁ ଜାଣିରଖନ୍ତୁ କିଛି ଟିପ୍ସ… ଆଜିକାଲି ଫ୍ୟାଶନ ଟ୍ରେଣ୍ଡ୍ରେ ସିକ୍ୱିଣ୍ଡ…
ମୁଗ ସୋୟାବିନ୍ ବରା
ଆବଶ୍ୟକ ସାମଗ୍ରୀ- ମୁଗ ଡାଲି- ୨୦୦ ଗ୍ରାମ୍, ସୋୟାବିନ୍- ୧୦୦ ଗ୍ରାମ୍, ପିଆଜ- ୩ଟି, କଞ୍ଚାଲଙ୍କା- ୩ଟି, ଆବଶ୍ୟକ ଅନୁଯାୟୀ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:- ମୁଗଡାଲି ଏବଂ ସୋୟାବିନ୍କୁ ରାତିରୁ ଭିଜାଇ ରଖନ୍ତୁ। ସକାଳେ ମୁଗଡାଲି ଏବଂ ସୋୟାବିନ୍ରୁ…
ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭେଟି, ଘୋଷଣା କଲେ ୬୭.୬୮ କୋଟିର ପ୍ୟାକେଜ
ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ସହ ସୁଖଦୁଃଖ ପଚାରି ବୁଝିଛନ୍ତି । ମୁଖ୍ୟମନ୍ତ୍ରୀ ଉକ୍ତ ୨…
ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ
ଭୁବନେଶ୍ବର, ୨୩।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଉଛି । ଏନେଇ କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ବୃଦ୍ଧିର ପ୍ରତିବାଦ କରିଛନ୍ତି । ବିଧାନସଭାର ବଜେଟ…
ମା’ ଛିଡ଼ା ହୋଇଥିବା ବେଳେ ଛୁଆ ହାତୀ କଲା ଏମିତି, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
Archives


