ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ
ଛତ୍ରପୁର,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି…
ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ
ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ ତାଙ୍କ…
ଏମିତି ସହର, ଯେଉଁଠି ଶପିଂମଲ୍ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟରେ ବିନା ପୋଷାକରେ ବୁଲନ୍ତି ଲୋକେ
ପୃଥିବୀର ଅନେକ ଦେଶ ନିଜର ସଂସ୍କୃତି ଏବଂ ବୈଶିଷ୍ଟ୍ୟକୁ ନେଇ ବେଶ୍ ପରିଚିତ। ଯାହା ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ହୋଇଥାଏ। ଏପରି କିଛି ସ୍ଥାନ ଅଛି, ଯାହାର ସଂସ୍କୃତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଠାରେ କେହି ପୋଷାକ ପିନ୍ଧନ୍ତି ନାହିଁ। ବିଶ୍ୱାସ…
ରାସ୍ତା ଅବରୋଧ ବେଳେ ଆମ୍ବୁଲାନ୍ସକୁ ବି ଛାଡିଲେନି
ନୟାଗଡ଼ ଅଫିସ, ୮।୭: ନୟାଗଡ ଜିଲା ନୂଆଗାଁ ବ୍ଲକ ଗୁଡୁପାଙ୍ଗି ଓ ୧୭ ଖଣ୍ଡ ଗାଁ ମଧ୍ୟରେ ଗତ କିଛି ଦିନରୁ ଲାଗିରହିଥିବା ବିବାଦ ଏବେ ଉଗ୍ର ରୁପ ନେଇଛି। ବଳଭଦ୍ରପୁର ଢ଼ିପମାଳ ରାସ୍ତା ନିର୍ମାଣ ଦାବିରେ ନୟାଗଡ ଜିଲାର ହାଟଦ୍ୱାରଠାରେ…
ମା’ଙ୍କୁ କନ୍ଦାଇଲେ କାଜୋଲ
ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତଥା କାଜୋଲଙ୍କ ମା’ ତନୁଜା ନିକଟରେ ଭାବପ୍ରବଣ ହୋଇପଡିଛନ୍ତି। ଝିଅ କାଜୋଲଙ୍କ କଥା ଶୁଣି ତନୁଜାଙ୍କ ଆଖିରେ ଲୁହ ଆସିଯାଇଛି। ତନୁଜା ଏହି ସପ୍ତାହରେ ସୁପର ଡ୍ୟାନ୍ସର ଅଧ୍ୟାୟ ୩ ମୁଖ୍ୟ ଅତିଥି ଭାବରେ ଆସୁଛନ୍ତି।…
ପୁଅ-ବୋହୂଙ୍କ ନିର୍ଯାତନା ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ମା’ ବାପା
ବାଲେଶ୍ୱର ଅଫିସ, ୮।୭: ପିଲାମାନେ ବଡ଼ ହେଲେ ବୃଦ୍ଧାବସ୍ଥାରେ ବାପା ମା’ଙ୍କ ସାହାରା ହେବେ ବୋଲି ଭାବିଥାନ୍ତି। ହେଲେ ଆଜିକାଲି ପୁଅ ବୋହୂ ସେମାନଙ୍କ ଉପରେ ନିର୍ଯାତନା କରୁଥିବା ଦେଖିବାକୁ ମିଳିଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା…
ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ସିନ୍ଧିଆଙ୍କ ଉପରେ ସଭିଙ୍କ ନଜର
ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର କରାଯାଇଛି । ତେବେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଥିରେ ସ୍ଥାନ ଦିଆଯାଇଛି । ଯାହା ଏବେ ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶରେ…
୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ
ବଲିଉଡ୍ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ ବିବାହ କରିଥିଲେ। ଏହି ବିବାହ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶାହିଦ୍ ପ୍ରେମ…
ବୋଲିଂ ହେଉ ଅବା ଲେଖାଲେଖି, ସବୁ ଡାହାଣହାତରେ କରୁଥିଲେ ଗାଙ୍ଗୁଲି…ଜାଣନ୍ତୁ କିଭଳି ପାଲଟିଲେ ବାମହାତୀ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୮।୭: ଭାରତର ପୂର୍ବତନ ଅଧିନାୟକ, ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଜି ୪୯ତମ ଜନ୍ମଦିନ। ପ୍ରଶଂସକଙ୍କ ମଧ୍ୟରେ ସେ ‘ଦାଦା’, ‘କୋଲକାତାର ପ୍ରିନ୍ସ’ ଭାବେ ଜଣାଶୁଣା। ସେ ଏପରି ଜଣେ ଅଧିନାୟକ ଥିଲେ ଯିଏ ପଡ଼ିଆରେ…
ଘାସ କାଟୁଥିଲେ ମହିଳା, ପଛରୁ ଧକ୍କା ଦେଲା ବିମାନ; ଆଉ ତା’ ପରେ…
ଓଟଓ୍ବା,୮ା୭: କିଛିଦିନ ତଳେ କାନାଡା ଚର୍ଚ୍ଚାରେ ଥିଲା। ଯେତେବେଳେ ବ୍ରିଟିଶ କଲମ୍ବିଆ ସମେତ କେତେକ ଅଞ୍ଚଳରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ଘାସ…
ଏନ୍ଜିଟିରେ ବିଆର୍ପିଏଲ୍ ମାମଲା:ସାନି ତଦନ୍ତ ନିର୍ଦ୍ଦେଶ
ଯାଜପୁର ଅଫିସ,୮।୭: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍ପିଏଲ୍) କାରଖାନା ପରିସରରୁ ବାହାରକୁ ବର୍ଜ୍ୟଜଳ ନିର୍ଗତ ଅଭିଯୋଗ ଜଟିଳ ହେବାରେ ଲାଗିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ଦ୍ୱାରା ଦାଖଲ ହୋଇଥିବା ତଦନ୍ତ ରିପୋର୍ଟକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଅଗ୍ରାହ୍ୟ…
ଆକ୍ରମଣ ଭୟ: ଦୌଡ଼ିବାବେଳେ ଯାଇଥିଲା ଜୀବନ
ଭୁବନେଶ୍ୱର, ୮।୭(ବ୍ୟୁରୋ): ଦୁଇମାସ ପୂର୍ବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ମୃତ୍ୟୁର କାରଣ ଏବେ ସ୍ପଷ୍ଟ ହୋଇଛି। କ୍ୟାପିଟାଲ୍ ଥାନା ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଦର୍ଶାଇ ଜଣଙ୍କୁ ଗିରଫ କରି…

