ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ପରଲୋକ
ନୂଆଦିଲ୍ଲୀ, ୨୫ା୨: ପ୍ରସିଦ୍ଧ ପଞ୍ଜାବୀ ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ବୁଧବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କୋଭିଡ୍-୧୯ରେ ସଂକ୍ରମିତ ହୋଇ ସେ ମୋହାଲିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଦୁନିଆରେ ଶୋକର ଛାୟା…
ଜବାବ ଅପେକ୍ଷାରେ ତୋମାର
ନୂଆଦିଲ୍ଲୀ, ୨୫।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ସହ ଆଲୋଚନା ପୁନର୍ବାର ଆରମ୍ଭ କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ତେବେ ସରକାର ଦେଇଥିବା ପ୍ରସ୍ତାବ ଉପରେ ସେମାନଙ୍କଠାରୁ ଜବାବ ମିଳିବା ଆବଶ୍ୟକ ବୋଲି କେନ୍ଦ୍ର କୃଷିମନ୍ତ୍ରୀ…
ନିଜ ସମ୍ପତ୍ତି ବାପାଙ୍କ ପରିବାରକୁ ଦେଇପାରିବେ ହିନ୍ଦୁ ମହିଳା
ନୂଆଦିଲ୍ଲୀ, ୨୫।୨: ମହିଳାଙ୍କ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଣେ ହିନ୍ଦୁ ମହିଳାଙ୍କ ବାପଘର ପରିବାର ସଦସ୍ୟଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇପାରିବ। ସେମାନଙ୍କୁ ବାହାର ଲୋକ ଭାବେ ଦେଖାଯାଇପାରିବ ନାହିଁ ବୋଲି…
‘ମୋଦିଙ୍କ ପାଇଁ ଖରାପ ସମୟ ଆସୁଛି’
କୋଲକାତା, ୨୫।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କଠାରୁ ଖରାପ ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପେକ୍ଷା କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି। ତାଙ୍କ ପୁତୁରା ତଥା ଟିଏମ୍ସି ଏମ୍ପି ଅଭିଷେକ ବାନାର୍ଜୀଙ୍କ…
ଯେଉଁଠି କୁକୁର-ବିଲେଇ କରନ୍ତି ରକ୍ତ ଦାନ
ମଣିଷଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଥିବା କଥା ସମସ୍ତେ ଜାଣିଥିବେ । ହେଲେ କୁକୁର-ବିଲେଇଙ୍କ ପାଇଁ ବି ରହିଛି ବ୍ଲଡ ବ୍ୟାଙ୍କ । କଥାଟା ଟିକେ ଭ୍ରୁକୁଞ୍ଚନ ସୃଷ୍ଟି କରୁଥିଲେ ବି ସତ । ବିଶ୍ୱର କିଛି ଦେଶରେ ଏମିତି ବ୍ଲଡ…
ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ
ଚମ୍ପୁଆ, ୨୫।୨(ଡି.ଏନ.ଏ.)-ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମଣ୍ଡି ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବାପରେ ଚାଷୀମାନେ ବୁଧବାର ରାଜରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଥିବା ବେଳେ ପୋଲିସ ଓ ଯୋଗାଣ ବିଭାଗ ପହଞ୍ଚିବାପରେ ରାସ୍ତାଅବରୋଧ…
ଆତ୍ମହତ୍ୟା ରୋକିବାକୁ ମନ୍ତ୍ରଣାଳୟ
ଟୋକିଓ, ୨୫ା୨: କୋଭିଡ୍-୧୯ ମହାମାରୀ ସମୟରେ ଜାପାନରେ ଆତ୍ମହତ୍ୟା ରୋକିବାକୁ ସେଠାକାର ସରକାର କ୍ୟାବିନେଟରେ ନୂଆ ମନ୍ତ୍ରଣାଳୟ ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୋଶୀହିଦେ ସୁଗା ଏହି ମନ୍ତ୍ରଣାଳୟ ପାଇଁ ତେତ୍ସୁଶି ସାକାମୋଟୋଙ୍କୁ ମନ୍ତ୍ରୀ (ମିନିଷ୍ଟର ଫର୍ ଲୋନ୍ଲିନେସ୍) ଭାବେ ନିଯୁକ୍ତ କରିଛନ୍ତି।…
ମାଫିଆ କୁଇନ୍ ଆଲିୟା
ନୂଆଦିଲ୍ଲୀ, ୨୫ା୨: ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମଟି କେତେ ଦମ୍ଦାର ହୋଇଥିବା ତାହାର ଝଲକ ଟିଜରରେ ଦେଖିବାକୁ ମିଳିଛି। ଆଲିୟା ଭଟ୍ଟ ସମ୍ପୂର୍ଣ୍ଣ ଅଲଗା ଅବତାରରେ ଏଥିରେ ନଜର ଆସିଛନ୍ତି।…
କୌଣସି ମଣ୍ଡପରେ ନୁହେଁ, ବରଂ ଘର ଛାତ ଉପରେ ହୋଇଥିଲା ଏହି ଲୋକପ୍ରିୟ ଅଭିନେତାଙ୍କ ବିବାହ
ବଲିଉଡ ଅଭିନେତା ଅଜୟ ଦେବ୍ଗନ୍ ଓ ବଭିନେତ୍ରୀ ଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ଉଭୟ ଗୁଣ୍ଡାରାଜ୍ ଶୁଟିଂଶେଟ୍ରେ ପରସ୍ପରକୁ ଭେଟିଥିଲେ। ଅଜୟ ସେତେବେଳେ କାହା ସହିତ ଅଧିକ…
୭ ଟଙ୍କାରେ ୩୫ କିଲୋମିଟର ଗଡୁଛି ଏହି ବାଇକ୍, ବୁଦ୍ଧିକୁ ଲୋକେ କରୁଛନ୍ତି ପ୍ରଶଂସା
ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶ ବୈତୁଲର ଜଣେ ବ୍ୟକ୍ତି ଏହାର ଏକ ବିକଳ୍ପ ବାହାର କରିଛନ୍ତି। ଉଷାକାନ୍ତ ନାମକ ଜଣେ ଇଞ୍ଜିନିୟର ନିଜର ପୁରୁଣା ବାଇକ୍କୁ ଇଲେକ୍ଟ୍ରିକ୍ ବାଇକ୍କୁ ପରିବର୍ତ୍ତନ…
ବିକାଶରେ ସମଭାଗୀ ହେବେ ଘରୋଇ ବ୍ୟାଙ୍କ
ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବିକାଶରେ ବର୍ତ୍ତମାନଠାରୁ ଘରୋଇ ବ୍ୟାଙ୍କଗୁଡ଼ିକ ସମାନ ଭାବେ ଭାଗୀଦାରି ହେବେ। ଘରୋଇ ବ୍ୟାଙ୍କ ପାଇଁ ରହିଥିବା ବିଭିନ୍ନ କଟକଣାକୁ ସରକାର ଉଠାଇଦେଇଛନ୍ତି। ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟରେ ଏହି ବ୍ୟାଙ୍କଗୁଡିକ ନିଜର ଯୋଗଦାନ ରଖିପାରିବେ। ଦେଶର ବିକାଶରେ ଅଂଶୀଦାର…
ଓଡ଼ିଶା ପର୍ଯ୍ୟଟନକୁ ରୌପ୍ୟ ପୁରସ୍କାର
ଭୁବନେଶ୍ୱର, ୨୫।୨ (ବ୍ୟୁରୋ)”ଦିଲ୍ଲୀରେ ଆୟୋଜିତ ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ ‘ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ’ ଭାବେ ରୌପ୍ୟ ପୁରସ୍କାର ମିଳିଛି। ଏହି ବିଭାଗରେ କେରଳ ସ୍ବର୍ଣ୍ଣ ପୁରସ୍କାର ଜିତିଛି। ଏହି ପୁରସ୍କାର ଲଣ୍ଡନରେ ଆୟୋଜିତ…
Archives


