୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ ବିବାହ କରିଥିଲେ। ଏହି ବିବାହ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶାହିଦ୍‌ ପ୍ରେମ ବିବାହ ଛାଡି ଇଣ୍ଡଷ୍ଟ୍ରି ବାହାରେ ପ୍ରସ୍ତାବିତ ବିବାହ କରିଥିଲେ। ମୀରା ଶାହିଦଙ୍କଠାରୁ ୧୨ ବର୍ଷ ସାନ। ବିବାହ ବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା। କିନ୍ତୁ ବିବାହ ପରେ ଉଭୟଙ୍କ ମଧ୍ୟରେ ଏକ ଜବରଦସ୍ତ ସମ୍ପର୍କ ଦେଖିବାକୁ ମିଳେ। ଦୁହେଁ ଦୁଇ ସନ୍ତାନର ମାତାପିତା। ଶାହିଦ ଏବଂ ମୀରା ପ୍ରଥମେ ଏକ ସତସଙ୍ଗରେ ସାକ୍ଷାତ ହୋଇଥିଲେ। ଶାହିଦ ପିତା ପଙ୍କଜ କପୁରଙ୍କ ସହ ଦିଲ୍ଲୀର ଏକ ସତସଙ୍ଗରେ ଯୋଗ ଦେଉଥିଲେ। ଏହି ସତସଙ୍ଗରେ, ମୀରାଙ୍କ ପରିବାର ମଧ୍ୟ ଆସୁଥିଲେ ଏବଂ ଏଠାରେ ଉଭୟେ ସାକ୍ଷାତ ହୋଇଥିଲେ। ଦୁହେଁ ବନ୍ଧୁ ହେବା ପରେ ପଙ୍କଜ ଉଭୟଙ୍କ ବିବାହ ପାଇଁ ମୀରାଙ୍କ ପିତାଙ୍କ ଆଗରେ ବିବାହ ପ୍ରସ୍ତାବ ଦେଇଥିଲେ। ପରେ ବିବାହ ହୋଇଥିଲା। ମୀରା ବିବାହ ପୂର୍ବରୁ ଶାହିଦଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତ ଅନୁଯାୟୀ, ବିବାହ ପରେ ତାଙ୍କ କେଶ ମଧ୍ୟ ସେମିତି ରଖିବାକୁ ପଡିବ ବୋଲି ସେ କହିଥିଲେ।
ବିବାହ ବାର୍ଷିକୀରେ ମୀରା ଶାହିଦ୍‌ଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ହାପି ୬, ମାଇ ଲଭ୍‌, ମାଇ ଲାଇଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ବର୍ଷ ଇଦ୍‌ରେ ପୁଣି ଆସିବ ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ...

ଅଭିନୟକୁ ବାଏ ବାଏ କହିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: କଥାରେ ଅଛି ମା’ ହେବା ପରେ ନାରୀଟିଏ ପୂର୍ଣ୍ଣତା ପାଏ। ନିଜର ସନ୍ତାନକୁ ଠିକ୍‌ ଭାବେ ଲାଳନପାଳନ କରିବା ପାଇଁ ମା’ଟିଏ ସବୁ ତ୍ୟାଗ...

ସ୍ତ୍ରୀଙ୍କ ପାଇଁ ହୃଦୟସ୍ପର୍ଶୀ କଥା କହିଲେ କୋହଲି

ୟୁଏଇ,୧୫।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଜଣେ ହଟ୍‌ କପଲ୍‌ ଭାବରେ ଜଣାଶୁଣା।...

ପୂଜାଙ୍କ ଭାଗ୍ୟ ହ୍ରିତିକ୍‌ଙ୍କ ସହିତ ଅଭିନୟ ପରେ ଖୋଲିଥିଲା…

ମୁମ୍ବାଇ,୧୩।୧୦: ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡ଼େ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ବର୍ଷରେ ପାଦ ଥାପିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ...

ନୂଆ ଯୋଡ଼ି କ୍ରିଷ୍ଣା-ଅସୀମା

ଆଉ ଏକ ନୂଆ ଯୋଡ଼ି ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଏହି ଯୋଡ଼ି ହେଲେ କ୍ରିଷ୍ଣା-ଅସୀମା। ସୁବ୍ରତ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ...

ଏକଦା ଦରମା ଥିଲା ପାଞ୍ଚ ଶହ ଟଙ୍କା, ଏବେ ଏକ ହଜାର କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ବିଗ୍‌ ବି

ମୁମ୍ବାଇ: ଶୁକ୍ରବାର ମହାନାୟକ ତଥା ବିଗ୍‌ ବି ଅମିତାଭଙ୍କ ୭୭ତମ ଜନ୍ମଦିନ ପାଳୁଛି ସାରା ଦେଶ। କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ଏହି ଦିନକୁ...

୬୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରୁହନ୍ତି ‘ବାହୁବଲୀ’ ପ୍ରଭାସ; ଭିତରେ ରହିଛି…

ବମ୍ବେ: ‘ବାହୁବଲୀ’ ସିରିଜର ଫିଲ୍ମ ପରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲେ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ। ମହାରାଜାଙ୍କ ଭଳି ଠାଣି ସାଙ୍ଗକୁ ତାଙ୍କର ନିଖୁଣ...

ଏହି ଅଭିନେତ୍ରୀଙ୍କ ହଟ୍‌ ଫଟୋ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ଉର୍ବଶୀଙ୍କର କୋଟିକୋଟି ପ୍ରଶଂସକ ଅଛନ୍ତି।...

Advertisement
Seven Jackpot


Archives

Model This Week