କରୋନା ଟିକା ନେଲେ ବିଏମ୍ସି କମିଶନର୍
ଭୁବନେଶ୍ୱର, ୨୫।୨(ବ୍ୟୁରୋ): ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗୁରୁବାର କରୋନା ଟିକା ନେଇଛନ୍ତି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଛନ୍ତି କମିଶନର। ଟିକା ନେବା ପରେ ଅନ୍ୟମାନଙ୍କୁ ଟିକା ନେବା ପାଇଁ ସେ ପରାମର୍ଶ…
ଏହି କାରଣ ପାଇଁ ପ୍ରଥମ ସ୍ତ୍ରୀଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସ୍ବାମୀ
ବେଜିଂ,୨୫।୨: ଚାଇନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୭୭୦୦ ଡଲାର ଅର୍ଥାତ୍ ସାଢ଼େ ୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ବେଜିଂ କୋର୍ଟ କହିବା ଅନୁଯାୟୀ, ଗତ ୫ ବର୍ଷ…
ପୁଣି ଇତିହାସ ରଚିଲେ ରୋହିତ ଶର୍ମା, ୩ଟି ଫର୍ମାଟରେ ଏମିତି କଲେ କାରନାମା
ଅହମ୍ମଦାବାଦ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନରେ ଟସ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। କିନ୍ତୁ ପୂରା ଦଳ ମାତ୍ର ୧୧୨…
ଭାଜପାର ସୋନାର ବାଂଲା ମିଶନ: ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ
କୋଲକାତା,୨୫ ।୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ ସୋନାର ବାଂଲା ମିଶନ କ୍ୟାମ୍ପେନର ଲଞ୍ଚ କରିଛନ୍ତି । ଏହା ମାଧ୍ୟମରେ ଭାଜପା ପାଖାପାଖି ୨ କୋଟି ଲୋକଙ୍କ ପାଖେ ପହଞ୍ଚିବା ସହ ମନିଫେଷ୍ଟୋ…
ଗିରଫ ଭୟରେ ହାଇକୋର୍ଟ ଗଲେ କ୍ରିକେଟର୍ ଯୁବରାଜ ସିଂ
ଚଣ୍ଡିଗଡ,୨୫।୨:ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଅପମାନଜନକ ମନ୍ତବ୍ୟ ମାମଲାରେ ଗିରଫ ଭୟରେ ଯୁବରାଜଙ୍କ ପକ୍ଷରୁ ପଞ୍ଜାବ…
ସମୁଦ୍ରରେ ମାଛ ଧରିଲେ ରାହୁଲ: ଭିଡ଼ିଓ ଭାଇରାଲ
କୋଲ୍ଲମ୍,୨୫।୨: ରାହୁଲ ଗାନ୍ଧୀ କେରଳ ଗସ୍ତରେ ଅଛନ୍ତି। ସେ ସମୁଦ୍ରରେ ମାଛ ଧରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କୋଲ୍ଲମର ସମୁଦ୍ରରେ ସେ ଧୀବରମାନଙ୍କ ସହିତ ବୋଟରେ ବସି ସେମାନଙ୍କର ଜୀବନଶୈଳୀ ସମ୍ପର୍କରେ ଅଭିଜ୍ଞତା ହାସଲ…
ଯାହା ଗତ ୧୫ ଦିବାରାତ୍ର ଟେଷ୍ଟରେ ହୋଇ ନ ଥିଲା, ତାହା ମୋଟେରା ଟେଷ୍ଟର ପ୍ରଥମ ଦିନରେ ହେଲା ସମ୍ଭବ
ଅହମଦାବାଦ,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ୧୧୨ ରନ ରେ ଅଲଆଉଟ୍ ହୋଇଛି। ପରେ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ…
କ୍ୟାରିୟର ତ ଦୂରର କଥା, ‘ବିଗ୍ବସ୍’ ବିଜେତାଙ୍କୁ ଛଅ ମାସରେ ଭୁଲି ଯାଆନ୍ତି ଲୋକେ
ବମ୍ବେ: ଟେଲି ପରଦାର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ବିଗ୍ବସ୍ ଗୋଟିଏ। ହୋଷ୍ଟ ସଲମାନ୍ ଖାନ୍ଙ୍କ ଲୋକପ୍ରିୟତା ସହ ପ୍ରତିଯୋଗୀଙ୍କ ତୁ ତୁ ମେଁ ମେଁ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥାଏ। ଏହାଛଡ଼ା ଦର୍ଶକେ ନିଜ ମନ ପସନ୍ଦର କଳାକାର…
ପ୍ରସ୍ତୁତ ହେଲା ସିଙ୍ଗଲ ଡୋଜ୍ କରୋନା ଟିକା
ଓ୍ବାଶିଂଟନ,୨୫।୨: କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ଭାରତ ସମେତ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଛି। ଏସବୁ ପ୍ରତିଷେଧକ ଟିକାର ୨ଟି ଡୋଜ୍ ନେବାକୁ ପଡୁଛି। କିଛି ଦିନ ବ୍ୟବଧାନରେ ଏହି ୨ ଡୋଜ୍…
ଭାଜପାରେ ସାମିଲ ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍
କୋଲକତା,୨୫।୨: ପୂର୍ବତନ କ୍ରିକେଟର ମନୋଜ ତିୱାରୀଙ୍କ ପରେ ଅଶୋକ ଡିିଣ୍ଡା ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଡିଣ୍ଡା ଭାଜପାରେ ଯୋଗ ଦେଇଛନ୍ତି। ନିକଟରେ ସେ ଅନ୍ତର୍ଜାତୀୟ…
ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ହେବ ନାହିଁ ପରୀକ୍ଷା: ଆସାଇନମେଣ୍ଟ ଆଧାରରେ ହେବ ପ୍ରମୋଶନ
ନୂଆଦିଲ୍ଲୀ,୨୫ ।୨: ରାଜଧାନୀ ଦିଲ୍ଲୀର ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ପଢୁଥିବା ତୃତୀରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଚଳିତ ବର୍ଷ ପରୀକ୍ଷା କରାଯିବ ନାହିଁ । ଏମାନଙ୍କୁ ‘ନୋ ଡିଟେନଶନ ପଲିସି’ ଆଧାରରେ ଉପର କ୍ଲାସକୁ ପ୍ରମୋଶନ…
ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ପରଲୋକ
ନୂଆଦିଲ୍ଲୀ, ୨୫ା୨: ପ୍ରସିଦ୍ଧ ପଞ୍ଜାବୀ ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ବୁଧବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କୋଭିଡ୍-୧୯ରେ ସଂକ୍ରମିତ ହୋଇ ସେ ମୋହାଲିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଦୁନିଆରେ ଶୋକର ଛାୟା…
Archives


