Home Left

ମୃତଦେହ ରାତିରେ ନୁହେଁ, କାହିଁକି ଦିନରେ ହୁଏ ବ୍ୟବଚ୍ଛେଦ; କାରଣ ଜାଣିଲେ…

ଆମ ମନକୁ ବେଳେବେଳେ ଏମିତି କିଛି ପ୍ରଶ୍ନ ଆସେ ଯାହାର ଉତ୍ତର ଖୋଜିବା କଷ୍ଟକର ହୋଇଥାଏ। ଏହି ଯେମିତି ଏକ ପ୍ରଶ୍ନ ମନକୁ ଆସେ ପୋଷ୍ଟମର୍ଟମ ବା ମୃତଦେହ ବ୍ୟବଚ୍ଛେଦ କ’ଣ ପାଇଁ ଦିନରେ ହୋଇଥାଏ। କାହିଁକି ରାତିରେ ହୁଏନାହିଁ। ତେବେ…

ପ୍ରଥମଥର ପାଇଁ ବାପାଙ୍କ ଖେଳ ଦେଖିବେ ଭାମିକା

ଅହମଦାବାଦ,୨୫।୨:ଭାରତୀ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ କିଛି ଦିନ ପୈତୃକ ଛୁଟି ନେବା ପରେ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳୁଛନ୍ତି। ଅହମ୍ମଦାବାଦ୍‌ର ନବନିର୍ମିତ ମୋଟେରା…

ଶାହିଦଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି କରିଥିଲେ ପ୍ରପୋଜ୍‌

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ…

ଧାନ ବିକ୍ରି ସମସ୍ୟା, ଜିଲାପାଳଙ୍କୁ ଫେରାଦ ହେଲା ଏଏପି

ବରଗଡ ଅଫିସ,୨୫।୨: ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ତୁଟି ନାହିଁ। ଅନ୍ୟପଟେ ୧୫ ଦିନ ହେଲା, ଧାନ ଉଠାଣ ଦାବିରେ ପଦ୍ମପୁରରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁ ପଦ୍ମପୁର ଉପଜିଲାପାଳ, ତହସିଲ, ବ୍ଲକ ଆଦି…

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ପୋଷ୍ଟର ଲଗାଇ ଇ-ବାଇକ୍ ରାଲିରେ ବାହାରିଲେ ମମତା

କୋଲକାତା,୨୫ ।୨: ଦେଶରେ ବେଳକୁ ବେଳ ବଢି ଚାଲିଛି ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ୍ । ଏହାର ପ୍ରତିବାଦରେ ବିରୋଧୀ ଲଗାତାର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଏହି ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି,…

ଏମିତି ଅଜବ ପ୍ରଶ୍ନ ପଚାରି ଟ୍ରୋଲ ହେଲେ ସୋନମ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ ହେଉଛନ୍ତି। ଭାରତରେ କେବେ କରୋନା ଟିକା ଦିଆଯିବ ବୋଲି ସୋନମ ସୋସିଆଲ ମିଡିଆରେ ପଚାରିଥିଲେ। ସେ ଲେଖିଛନ୍ତି, ମୁଁ ବୁଝିପାରୁନି…

ରୋହିତ ଶର୍ମାଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ ଏହି କ୍ରିକେଟର୍‌

ଅକଲାଣ୍ଡ,୨୫।୨: ନ୍ୟୁଜିଲାଣ୍ଡ ଓପନର୍‌ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଟି-୨୦ରେ ବିଶ୍ୱ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ରେ ଗୁପ୍ତିଲ ୮ଟି ଛକା ମାରି ଟି-୨୦ର ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାର ସର୍ବାଗ୍ରେ ଅଛନ୍ତି।…

କଙ୍ଗନା ମାମଲାରେ ହ୍ରିତିକ୍‌ଙ୍କୁ ପଠାଯିବ ସମନ, ଅଣ୍ଟା ଭିଡିଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ

ବମ୍ବେ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତାଙ୍କ ସହ ଜଡ଼ିତ ଏକ ମାମଲାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ହ୍ରିତିକ ରୋଶନଙ୍କୁ ସମନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଘଟଣାଟି ୨୦୧୬ର ହୋଇଥିବା ବେଳେ ଏକ ଇ ମେଲ୍‌କୁ ନେଇ ଅଭିନେତାଙ୍କୁ ସମନ…

ସୁନା ଖଣିରେ ଭୂସ୍ଖଳନ: ୫ ମୃତ, ୭୦ ନିଖୋଜ

ଜାକର୍ତ୍ତା,୨୫।୨: ଇଣ୍ଡୋନେସିଆରେ ଏକ ସୁନା ଖଣିରେ ଭୂସ୍ଖଳନ ଯୋଗୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭୦ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଉଛି। କେନ୍ଦ୍ରୀୟ ସୁଲା ଓ୍ବେସି ପ୍ରଦେଶର ପାରିଗି ମୌଟୋଙ୍ଗ ଜିଲାର ବୁରାଙ୍ଗା…

ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ଏହି ମାର୍‌ପିଟ୍‌ ହୋଇଥିବା ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇବା ଅଭିଯୋଗରେ ଏହି ଗଣ୍ଡଗୋଳ ହୋଇଛି। ଓବିସି ସେଲ୍‌…

ମଣ୍ଡି ନେଉନି ଧାନ, ବ୍ଲକ ଅଫିସ ଘେରିଲେ ଗ୍ରାମବାସୀ

ଗଞ୍ଜାମ,୨୫।୨(ଡି.ଏନ.ଏ): ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷୀଙ୍କର ଧାନ ମଣ୍ଡି ନେଉନି l ଗୁରୁବାର ଏହି ବ୍ଲକ କାଇଁଚପୁର ପଞ୍ଚାୟତ ଝାଡୁକୁଦା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଚାଷୀ ଏହାର ପ୍ରତିବାଦ କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l…

ଆଜି ରାଜ୍ୟରୁ ୮୯ ପଜିଟିଭ୍‌ ଚିହ୍ନଟ, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୯୨୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩ ଜଣ ଚିହ୍ନଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri