ଇଂଲଣ୍ଡ ଅଧିନାୟକଙ୍କ ଏଭଳି ପ୍ରଶଂସା କରି ପୁଣି ହୃଦୟ ଜିତିଲେ ସେହଓ୍ବାଗ୍, କହିଲେ ‘ଏହି ରୁଟ୍ର ସମସ୍ତ ଲାଇନ୍ ବ୍ୟସ୍ତ’
ନୂଆଦିଲ୍ଲୀ,୨୬।୨: ଭାରତୀୟ ପୂର୍ବ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହଓ୍ବାଗ୍ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ମ୍ୟାଚ୍ ସମୟରେ ହେଉ ଅବା ପରେ ସେ ମଜାଳିଆ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଏବେ ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କୁ ନେଇ…
ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ କଲେ ଦମ୍ପତି, ଦେବାକୁ ପଡ଼ିଲା ଏତିକି ଜରିମାନା
ବେଜିଂ,୨୬।୨: ଚାଇନାର ଏକ ଦମ୍ପତି ଚାଇଲ୍ଡ ପଲିସି ବା ଶିଶୁ ନୀତି ଉଲ୍ଲଂଘନ କରି ୭ ପିଲା ଜନ୍ମ କରିବା ସେମାନଙ୍କୁ ଭାରି ପଡ଼ିଛି। ଏହି ଦମ୍ପତି ଦୁଇ ସନ୍ତାନ ପରିବର୍ତ୍ତେ ୭ ସନ୍ତାନ ଜନ୍ମ କରିଥିବାରୁ ୧ ଲକ୍ଷ ୫୫…
ଅଭିନୟକୁ ଗୁଡ୍ବାୟ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ! ମ୍ୟାନେଜର ଜଣାଇଲେ ସତ କଥା
ହଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଏମା ଓ୍ବାଟସନଙ୍କୁ କିଏ ବା ନ ଜାଣେ। ଫିଲ୍ମ ‘ହେରି ପୋଟର’ ମାଧ୍ୟମରେ ସେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସୋସିଆଲ ମିଡିଆରେ ସେ ସେତେଟା ସକ୍ରିୟ ନୁହନ୍ତି। ତେବେ ଯାହା ଶୁଣିବାକୁ…
ଅକ୍ଷୟ କୁମାରଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…
ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍ ଖାନ। ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରାଯାଇଥିଲା। ଏବେ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ ହେଁ…
କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ: ଭଦ୍ରକରୁ ନବୀନ ନିବାସ…
ଭଦ୍ରକ ଅଫିସ,୨୬।୨: ଚାକିରିରେ ପୁନଃ ନିଯୁକ୍ତି ଦାବି କରି କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ ନିଜର ଅଭିଯୋଗ ଜଣାଇବା ପାଇଁ ଆରମ୍ଭ କରିଛନ୍ତି ପଦଯାତ୍ରା। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା…
ବେଲ୍ଭ୍ୟୁରେ ସ୍ଥାପନ ହେବ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି
କଟକ ଅଫିସ,୨୬।୨: ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ନିମନ୍ତେ କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍ପି ଭର୍ତ୍ତୃହରି ମହତାବ ଯୋଗଦେଇ କହିଥିଲେ, ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ…
ଜେଲ ପରିସରରେ ମିଳିଲେ ଜୀବନସାଥୀ
ଚୌଦ୍ୱାର,୨୬।୨(ଡି.ଏନ.ଏ.): ଚୌଦ୍ୱାର ଜେଲ୍ ପ୍ରତୀକ୍ଷାଳୟ ଗୃହରେ ନବବଧୂ ବେଶରେ ସଜେଇ ହୋଇ ବସିଥିଲେ ମଞ୍ଜୁ ଚାତାର(୧୮)। କାଖରେ ଧରିଥିଲେ ୩ ମାସ ୪ଦିନର ଶିଶୁପୁତ୍ର। ସାଙ୍ଗରେ ଥିଲେ ପରିବାର ଲୋକେ। ପ୍ରତୀକ୍ଷାଳୟକୁ ଆସୁଥିବା ଲୋକମାନେ ମଞ୍ଜୁଙ୍କୁ ପଚାରୁଥିଲେ କ’ଣ ହୋଇଛି। ଏଭଳି…
ନମ୍ବର ୧ ହେଲା ଭାରତ
ଅହମଦାବାଦ,୨୬।୨: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ ଚାରିମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ଏହି ବୃହତ ବିଜୟ ସହ ଭାରତ ବିଶ୍ୱ…
ପଶ୍ଚିମବଙ୍ଗ, କେରଳ, ଆସାମ ସମେତ ୫ ରାଜ୍ୟର ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା
ନୂଆଦିଲ୍ଲୀ,୨୬ ।୨: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହୋଇପାରେ । ନିର୍ବାଚନ କମିଶନଙ୍କ ଦ୍ୱାରା ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଛି । ଅନୁମାନ କରାଯାଉଛି…
କେନ୍ଦୁଝରରେ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ
କେନ୍ଦୁଝର,୨୬।୨(ସ୍ବ.ପ୍ର.) : ଜିଏସ୍ଟି ସରଳୀକରଣ ଦାବିରେ ଭାରତ ବ୍ୟବସାୟ ବନ୍ଦ ଡାକରା କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ବ୍ୟବସାୟୀ ସଂଘ ଏହି ଆନ୍ଦୋଳନ ସାମିଲ ହୋଇଛି। ଫଳରେ କେନ୍ଦୁଝରରେ ସମସ୍ତ ବ୍ୟବସାୟିକ ଦୋକାନ, ବଜାର, ମଲ୍…
କ୍ରିକେଟ୍ ଇତିହାସରେ ୨୨ଥର ପାଇଁ ଘଟିଲା ଏମିତି
ଅହମଦାବାଦ,୨୬।୨: ଇଂଲଣ୍ଡ ବିପକ୍ଷ ପିଙ୍କ ବଲ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ କରି ବାଜିମାତ କରିଛି ଟିମ ଇଣ୍ତିଆ। ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସ୍ପିନରଙ୍କ ଆଗରେ ଇଂଲଣ୍ଡ ଦଳ ଧରାଶାୟୀ ହୋଇଛି। ଫଳରେ ଦୁଇ ଦିନରେ ମାତ୍ର ୧୪୦…
ବଲାଙ୍ଗୀରରେ ବନ୍ଦ୍ର ପ୍ରଭାବ
ବଲାଙ୍ଗୀର ଅଫିସ,୨୬।୨: ସର୍ବଭାରତୀୟ ବନ୍ଦ ଡାକରା ପରିପ୍ରେକ୍ଷୀରେ ବଲାଙ୍ଗୀରରେ ଶୁକ୍ରବାର ବନ୍ଦ ପାଳନ ଯୋଗୁ ଜନଜୀବନ ଠପ୍ ହୋଇଯାଇଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବଲାଙ୍ଗୀର ଜିଲା ବଣିକ ସଂଘ ପକ୍ଷରୁ ସକାଳ ୬ଟାରୁ ରାତି…
Archives


