ଲଞ୍ଚ ହେଲା କରିନାଙ୍କ ପୁସ୍ତକ
ମୁମ୍ବାଇ: ବଲିଉଡ୍ର ଆଗ ଧାଡିର ନାୟିକା କରିନା କପୁର ଖାଁ ଯେକି ଦୁଇଟି ସନ୍ତାନର ଜନନୀ ଶେଷରେ ଶୁକ୍ରବାର ସେ ତାଙ୍କର ପୁସ୍ତକ ‘ପ୍ରେଗନାନ୍ସି ବାଇବଲ’ ଲଞ୍ଚ କରିଛନ୍ତି । ପୂର୍ବରୁ କରିନା ଘୋଷଣା କରିଥିଲେ କି ୨୦୨୦ରେ ସେ ତାଙ୍କ…
ପୁଣିଥରେ ରାଜକୁମାର ରାଓଙ୍କ ସହ ନଜର ଆସିବେ ସାନ୍ୟା
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୁଭି ଦଙ୍ଗଲ ମାଧ୍ୟମରେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିବା ସାନ୍ୟା ମାଲହୋତ୍ରା ପୁଣିଥରେ ରାଜକୁମାର ରାଓଙ୍କ ସହ ବଡ ପରଦାରେ ନଜର ଆସିବେ । ଏହି ଖବର ଅବଶ୍ୟ ସାନ୍ୟାଙ୍କ ପାଇଁ ବଡ…
ଭାରତ-ଶ୍ରୀଲଙ୍କା ସିରିଜ୍ ଉପରେ କଳା ବାଦଲ
କଲମ୍ବୋ,୯।୭: ଆସନ୍ତା ୧୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍କୁ ଘେରି ଦେଇଛି କଳା ବାଦଲ। ଘରୋଇ ଦଳର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାଓ୍ବରଙ୍କ ପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି…
ଗର୍ଭବତୀମାନେ ଟିକା ନେବା ଜରୁରୀ
ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ୯୦ ଜିଲାରୁ ଆସିଛି । ଯାହା ଏହି ଅଞ୍ଚଳ ଉପରେ ନଜର…
ଡ୍ରୋନ ଉଡାଇବା ଉପରେ କଟକଣା ଲଗାଇଲା ନୌସେନା
ନୂଆଦିଲ୍ଲୀ,୯ ।୭: ନୌସେନା ଏହାର ବେସ୍, ନୌସେନା ୟୁନିଟ ଓ ଏହାର ଆଖପାଖର ୩ କିଲୋମିଟର ମଧ୍ୟରେ ଡ୍ରୋନ୍ ଉଡାଇବା ଉପରେ ପ୍ରତିବନ୍ଧକ ଲଗାଇଛି । ସତର୍କତାମୂଳକ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି, ନୌସେନା…
ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହେଲା ହଟ୍ ଏୟାର ବେଲୁନ୍: ୧୧ ଆହତ
ୱେଲିଂଟନ,୯ ।୭: ନ୍ୟୁଜିଲାଣ୍ଡରେ ଶୁକ୍ରବାର ଏକ ହଟ୍ ଏୟାର୍ ବେଲୁନ ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଥିବା ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।…
ଖୋଲିଲା ସାଓ୍ବଂଲିଆ ସେଠ୍ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ
ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି ଭଣ୍ଡାରରୁ ୩କୋଟିରୁ ଅଧିକ ଦାନ ଅର୍ଥ ବାହାରିଛି। ସବୁଠାରୁ ବଡ଼ କଥା ହେଲା ୩ମାସର…
ଖେଳ ମଝିରେ ଇରଫାନ୍ଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ ଏହି ପାକିସ୍ତାନୀ ବୋଲର୍; ଧୋନୀ ସହ ମିଶି ଏପରି ଜବାବ…
ନୂଆଦିଲ୍ଲୀ,୯।୭: ଭାରତ-ପାକିସ୍ତାନ କ୍ରିକେଟ ଟିମ୍ ମଧ୍ୟରେ ଯେତେବେଳେ ବି କୌଣସି ମୁକାବିଲା ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥାଏ। ମଇଦାନରେ ଖେଳୁଥିବା ଖେଳାଳିଙ୍କ ଉପରେ ବି ଏହାର ପ୍ରଭାବ ପଡେ। ସେମାନଙ୍କ…
ସରଜୁ ନଦୀରେ ବୁଡିଗଲେ ଗୋଟିଏ ପରିବାରର ୧୨ଜଣ
ଅଯୋଧ୍ୟା,୯ ।୭: ଅଯୋଧ୍ୟାର ଗୁପ୍ତାର ଘାଟରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ନଦୀରେ ବୁଡିଯିବା ଜଣାପଡିଛି । ଏମାନେ ସରଜୁ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଓ ଉଦ୍ଧାରକରୀ ଦଳ…
ଷ୍ଟେଜ୍ ଉପରେ କନ୍ୟାଙ୍କୁ ବରମାଳା ପିନ୍ଧାଇବା ବେଳେ ପହଞ୍ଚିଲେ ମା’, ଚପଲ କାଢ଼ି ପୁଅଙ୍କୁ ସେକିଲେ; କାରଣ ଜାଣିଲେ ହେବେ…
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବିବାହ ସମୟ ବହୁତ ଖାସ୍ ହୋଇଥାଏ। ଏହି ଦିନଟି ପାଇଁ ଅନେକ କିଛି ଭାବିଥାନ୍ତି ସେ। ହେଲେ ମା’ଙ୍କୁ ପସନ୍ଦ ନ ଥିବା ସତ୍ତ୍ୱେ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ବିବାହ ଦିନ…
କାର ଭିତରୁ ୩୬ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ: ୨ ଗିରଫ
ଖୋର୍ଦ୍ଧା ଅଫିସ,୯।୭: ଖୋର୍ଦ୍ଧା ଜିଲା ଟାଉନ ପୋଲିସ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ନିକଟରୁ ଗୁରୁବାର ରାତିରେ ଏକ କାର ଭିତରୁ ୩୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରିଛି। ଏହାସହ ୨ଜଣଙ୍କୁ ଗିରଫ କରାଯାଇଛି। କାର ସହ ୨ଟି ଦାମୀ ମୋବାଇଲ ଜବତ…
ପଦ ସମ୍ଭାଳିବା ପୂର୍ବରୁ ରବିଶଙ୍କରଙ୍କୁ ଭେଟିଲେ ନୂଆ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ,୯।୭: ନୂତନ ପଦ ସମ୍ଭାଳିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଶୁକ୍ରବାର ପୂର୍ବତନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଛନ୍ତି। ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ବର୍ତ୍ତମାନ କିରନ ରିଜିଜୁ ନୂଆ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତ…

