ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତ ବନ୍ଦ
ରାଉରକେଲା ଅଫିସ,୨୬।୨: ଜିଏସ୍ଟି ସରଳୀକରଣ ଇ- କମର୍ସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତବନ୍ଦର ପ୍ରଭାବ ରାଉରକେଲାରେ ପଡ଼ିଛି। ସକାଳ ୬ଟାରୁ ସହରର ଦୋକାନ ବଜାର ସହ ବ୍ୟାବସାୟିକ ସଂଗଠନ ବନ୍ଦ ରହିଛି। ରାଉରକେଲା ବଣିକ ସଂଘର…
ଫିଲ୍ମ ଆରମ୍ଭ ପୂର୍ବରୁ ନଡ଼ିଆ ଭାଙ୍ଗିଲେ ସଲମାନ
ବଲିଉଡ୍ର ଦବଙ୍ଗ ଷ୍ଟାର୍ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’ର ଶୁଟିଂ ମାର୍ଚ୍ଚ ୮ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ମୁହରତ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫିଲ୍ମର ଷ୍ଟାର୍କାଷ୍ଟମାନେ ଯୋଗ ଦେଇଥିଲେ। ଏହି ଅବସରରେ ଫିଲ୍ମର…
ଲାଞ୍ଚ ନେଇ ଥାନା ଅଧିକାରୀ ଗିରଫ
ଢେଙ୍କାନାଳ ଅଫିସ,୨୬।୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଯୌତୁକ ଜନିତ ନିର୍ଯାତନା ମାମଲାରେ ୩୦୭ ଦଫାକୁ କାଟି ଦେବା ପାଇଁ ସେ ନିହଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କଠାରୁ ୬ ହଜାର…
ବାଇଡେନ୍ ପ୍ରଶାସନର ପ୍ରଥମ ଏୟାରଷ୍ଟାଇକ୍
ୱାଶିଂଟନ,୨୬।୨: ପୂର୍ବ ସିରିଆରେ ଥିବା ଆତଙ୍କବାଦୀ ଗଡରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଏହି ଏୟାରଷ୍ଟାଇକ୍ କରାଯାଇଛି। ପୂର୍ବ ସିରିଆରେ ଅବସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ସୀମିତ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଆମେରିକା…
ହୋମଓ୍ବାର୍କ କରିବା ବେଳେ ଝିଟିପିଟି ଉପରେ ଶୋଇପଡ଼ିଲେ ଶିଶୁ: ଉଠିବା ପରେ ଯାହା ଦେଖିଲେ…
ଘରେ ହୋମଓ୍ବାର୍କ କରୁକରୁ ଅନେକଙ୍କୁ ନିଦ ଲାଗିଥାଏ। ସେଭଳି ଏକ ଘଟଣା କ୍ରମରେ ଜଣେ ଶିଶୁ ପଢ଼ା ଟେବୁଲ ଉପରେ ଶୋଇ ପଡ଼ିଥିଲେ। ହେଲେ ଶୋଇବା ସମୟରେ ନୋଟବୁକ୍ ଉପରେ ଏକ ଝିଟିପିଟି ଥିଲା। ଏହା ସେ ଜାଣି ପାରି ନ…
ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ ଦୀପିକାଙ୍କ ପର୍ସ ଛଡ଼ାଇନେବାକୁ ଚେଷ୍ଟାକଲେ ମହିଳା: ଆଉ ତାପରେ…
କଳାକାରଙ୍କ ଲୋକପ୍ରିୟଙ୍କା ଅନେକ ସମୟରେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏମିତି କିଛି ଘଟଣା ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ। ନିକଟରେ ଦୀପିକା ଏକ ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ କିଛି ଲୋକ ତାଙ୍କୁ ଘେରିଯାଇଥିଲେ। ଏହି ସମୟର ଭିଡିଓ…
ପବ୍ଜୀ ଖେଳୁଖେଳୁ ଯୁକ୍ତ ୨ ପଢ଼ୁଥିବା ଛାତ୍ରଙ୍କୁ ହୃଦୟ ଦେଇଦେଲେ ବିବାହିତା ମହିଳା; ଏବେ ଘର ଛାଡ଼ି ଫେରାର ହେବା ପରେ…
ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ସୋସିଆଲ ମିଡିଆ ପ୍ରେମରେ। ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଅନ୍ଲାଇନ୍ରେ କଟିଥାଏ। ଅନେକ ସମୟରେ ସୋସିଆଲ ମିଡିଆରେ ଜଣେ ଅନ୍ୟଜଣଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥାଏ। ସେଥିରୁ କିଛି ପ୍ରେମ ସଫଳ ହୋଇଥିବା ବେଳେ…
ଅଦ୍ଭୁତ ଘଟଣା: ପାଣିରେ ଦିଆସିଲି ମାରିଲେ ଜଳୁଛି ନିଆଁ
ଭୋପାଳ,୨୬।୨: ମଧ୍ୟପ୍ରଦେଶର ଦାମୋହ ଜିଲାରେ ପୂର୍ବରୁ ଅମୂଲ୍ୟ ରତ୍ନ ପାଇଁ ବେଶ୍ ପରିଚିତ। ବର୍ତ୍ତମାନ ରତ୍ନ ସହିତ ପେଟ୍ରେଲିୟମ ପଦାର୍ଥ ଏବଂ ଗ୍ୟାସର ଭଣ୍ଡାର ମିଳିଛି। ପ୍ରଥମେ ଗ୍ରାମୀଣ ଅଞ୍ଚଳରେ କିଛିଦିନ ପର୍ଯ୍ୟନ୍ତ ଅଚାନକ ବୋରିଂ ପାଣିରୁ ଗ୍ୟାସ ବାହାରିବା ଘଟଣା…
ଅଶ୍ୱିନଙ୍କୁ ଏବେ ଏହି ନାମରେ ଡାକିବେ କୋହଲି: କହିଲେ…
ଅହମ୍ମଦାବାଦ,୨୬।୨: ଭାରତୀୟ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ବେଶ୍ ସ୍ବତନ୍ତ୍ର ଥିଲା। କାରଣ ମ୍ୟାଚ୍ରେ ସେ ୪୦୦ ଉଇକେଟ ନେଇ ରେକର୍ଡ କରିଛନ୍ତି। ଏପରି କରିବାରେ ସେ ବିଶ୍ୱର ୬ଷ୍ଠ ସ୍ପିନର ପାଲଟିଛନ୍ତି। ଦିବାରାତ୍ର ମ୍ୟାଚ୍ର…
ଅନ୍ଲାଇନରୁ ଶସ୍ତା ସାମଗ୍ରୀ କିଣନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଡଡ୍ ଅଭିନେତ୍ରୀ କାଜଲ୍ ଇଣ୍ଡଷ୍ଟ୍ରିକୁ ବହୁତ୍ ହିଟ୍ ଫିଲ୍ମ ଯୋଗାଇ ଦେଇଛନ୍ତି। ବାଜିଗର, କରଣ ଅର୍ଜୁନ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ, ଚୁପ୍କେ, କୁଛ କୁଛ ହୋତା ହୈ, କଭି ଖୁସି କଭି ଗମ, ଦିଲୱାଲେ ଏବଂ ତାନାଜୀ ଭଳି ଅନେକ…
ଆଜି ରାଜ୍ୟରୁ ୯୪ ପଜିଟିଭ୍ ଚିହ୍ନଟ, ୩୩୭୦୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୬ ଜଣ ଚିହ୍ନଟ…
କଂଗ୍ରେସରେ ଗଡ୍ସେ ଭକ୍ତଙ୍କ ଏଣ୍ଟ୍ରି ପରେ ଉଠିଲା ବିବାଦ
ଭୋପାଳ,୨୬।୨: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ଭକ୍ତ ବାବୁଲାଲ ଚୌରସିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସରେ ବିବାଦ ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କ ଉପସ୍ଥିତିରେ ଗ୍ବାାଲିୟର କାଉନସିଲର…
Archives


