ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି; ଜାଣନ୍ତୁ କିପରି କରିବେ ସେବନ…

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଡାଇବେଟିସ ବା ମଧୁମେହ ରୋଗରେ ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ଫଳରେ ଏହା ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଡାକ୍ତରମାନେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଥାନ୍ତିି। ମଧୁମେହ ଯୋଗୁ ନାନାଦି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦେଇଥାନ୍ତି। ତେବେ ଏହି ରୋଗୀଙ୍କ ପାଇଁ ଭେଣ୍ଡି ଖାଇବା ଭଲ। ଏହା ବରଦାନ ସଦୃଶ ହୋଇପାରେ।
ଭେଣ୍ଡିରେ ସଲ୍ୟୁବୁଲ୍‌ ଫାଇବର ରହିଥାଏ। ଏହା ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଭଲ। ୧୦୦ ଗ୍ରାମ ଭେଣ୍ଡିରେ ୭.୪୫ ଗ୍ରାମ କାର୍ବସ ରହିଥାଏ। ଏଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଭଲ ବୋଲି କୁହାଯାଇଥାଏ। ବିଶେଷକରି ରାତିରେ ଭେଣ୍ଡିକୁ ପାଣିରେ ଭିଜାଇ ରଖନ୍ତୁ। ପରେ ସକାଳେ ଏହାକୁ ଛାଣି ପିଇ ଦିଅନ୍ତୁ। ଏହିଭଳି ଦୁଇରୁ ତିନି ମାସ କରିବା ପରେ ଆପଣଙ୍କୁ ଲାଭ ମିଳିବ।

ତେବେ ମଧୁମେହ ରୋଗୀଙ୍କ ପାଇଁ ଶର୍କରା କମ୍‌ କରିବାର କିଛି ଟିପ୍ସ:
-ସକାଳୁ ଉଠି ଅଧାଘଣ୍ଟା ପ୍ରାତଃଭ୍ରମଣ କରନ୍ତୁ।
-ଖାଇବାରେ ଅଧିକ ଲୁଣ ଏବଂ ଚିନି ଖାଆନ୍ତୁ ନାହିଁ।
-ରାତିରେ ଦୁଇ ଚାମଚ ମେଥିକୁ ଗୋଟିଏ କପ୍‌ ପାଣିରେ ଭିଜାଇ ରଖନ୍ତୁ। ସକାଳ ଭୋଜନ କରିବା ପୂର୍ବରୁ ଏହାକୁ ସେବନ କରନ୍ତୁ।
-ପ୍ରତ୍ୟେହ ସକାଳେ ଏବଂ ସନ୍ଧ୍ୟାରେ କିଛି ସମୟ ବ୍ୟାୟାମ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୂରସ୍ତାନକୁ ଯାତ୍ରା କରୁଥିଲେ

ଯାତ୍ରା ସର୍ବଦା ଆନନ୍ଦ ଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା ଅନେକ କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ...

ଗର୍ଭାବସ୍ଥାରେ ବାନ୍ତି

ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତଥାପି ବାରମ୍ବାର ଏପରି ହେବା ଦ୍ୱାରା ଶରୀରରୁ ଜଳିୟାଂଶ...

ଓଜନ ହ୍ରାସରେ ସହାୟକ ହୁଏ ତେନ୍ତୁଳି

ତେନ୍ତୁଳି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ତେନ୍ତୁଳିର ଉପକାରୀ ଗୁଣ...

ଫେରିପାରେ ବରଫ ଯୁଗ

ପୃଥିବୀର ଜଳବାୟୁ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି। ତା’ସହ ବାୟୁମଣ୍ଡଳରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହି ଧାରା ଯଦି ଲାଗି ରହେ ତେବେ...

ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ...

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ସମସ୍ତ ସୂଚନା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଚଳିତ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ । ମଙ୍ଗଳବାର ଅପରାହ୍ନ ୨ଟା...

ବୈବାହିକ ଜୀବନ ସୁଖମୟ ପାଇଁ: ଶୋଇବା ସମୟରେ କରନ୍ତୁ ଏହି ସବୁ କାମ

ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ...

କଫି ପାଇଁ ଛାଡ଼ପତ୍ର

ଇସ୍‌ଲାମିକ୍‌ ଦେଶ ତୁର୍କୀ ନିକଟରେ ଭୟଙ୍କର ଭୂକମ୍ପର ଶିକାର ହୋଇଛି। ଏଠାରେ ବହୁତ କ୍ଷୟକ୍ଷତି ହେବା ସହ ଏବେବି ଅନେକ ମୃତକଙ୍କୁ ଠାବ କରାଯାଇପାରି ନାହିଁ।...

Advertisement
Archives

Model This Week