ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୁକୁଟ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ବାହାରେ ଫିଙ୍ଗି ଦେଇଛନ୍ତି। ତେବେ ଏହି ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଭଦ୍ରକ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ଠାକୁରଙ୍କ ମୁକୁଟ, ପୂଜା ସାମଗ୍ରୀ ସହ ଅନେକ ଜିନିଷ ଚୋରି ହୋଇଥିବା ଜଣାପଡ଼ିଛି।
ଗୁରୁବାର ସକାଳେ ମନ୍ଦିରକୁ ଆସିଥିବା କେତେଜଣ ଲୋକ ଦାନବାକ୍ସ ବାହାରେ ପଡ଼ିଥିବା ଦେଖିଥିଲେ। ପରେ ମନ୍ଦିର ଗ୍ରୀଲ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା। ମନ୍ଦିରରୁ ଚୋରି ହୋଇଥିବା ନେଇ ପ୍ରଚାର ହେବା ପରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ମନ୍ଦିରରୁ ପୂର୍ବରୁ ମଧ୍ୟ ଅନେକ ଥର ଚୋରି ହୋଇଥିବା ନଜରକୁ ଆସିଛି। କେଉଁଭଳି ଭାବେ ଚୋରମାନେ ମନ୍ଦିର ତାଲା ଭାଙ୍ଗି ଚୋରି କରିଛନ୍ତି, ତାହା ସିସିଟିଭିରେ କଏଦ ହୋଇଛି। ପୋଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତା ବାହାନାରେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ

ଛତ୍ରପୁର, ୧୭।୧୧(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍‌ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା...

‘କିଷାନ’ ସହ ମିଶ୍ରଣ ପରେ ବି ‘କାଳିଆ’ ଯୋଜନା ଚାଲୁ ରହିବ: କୃଷି ମନ୍ତ୍ରୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ ‘କାଳିଆ’ର ମିଶ୍ରଣ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, କାଳିଆ ଲାଭ...

କଟକ-ଭୁବନେଶ୍ୱର ରୋଡର ୩ ବାର୍‌ ସିଲ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଉଚ୍ଚ ବାଦ୍ୟଯନ୍ତ୍ର ଓ ନାଚଗୀତର ଆସର ପାଇଁ ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍‌। ରଙ୍ଗିନ୍‌ ହେଉଥିଲା ରାତି।...

କୋର୍ଟରେ ଦାଖଲ ହେଲା ବନ୍ଧୁକ

ବ୍ରହ୍ମପୁର ଅଫିସ,୧୯ା୭: ଜଣେ ବିଲ୍‌ଡରଙ୍କୁ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବଶଙ୍କର ଦାସ ଓ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ ୧୬ଲକ୍ଷ...

୪ ବୁଥ୍‌ରେ ମତଦାନ ସ୍ଥଗିତ

ପାଣିକୋଇଲି,୨୧।୨(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର ୪ ବୁଥ୍‌ରେ ମତଦାନ ବନ୍ଦ ରହିଛି। ଏଠାରେ ପୁନଃ ମତଦାନ ଲାଗି ଜିଲା ପ୍ରଶାସନ...

ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ  କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା...

ମାଟି ବେଉସାରେ ଜୀବନ

ଖଣ୍ଡପଡ଼ା,୧୬ା୧୦(ସ୍ବ.ପ୍ର.): କରୋନାଜନିତ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଗତ ୭ମାସ ହେଲା ଅଧିକାଂଶ ଲୋକ କାମଧନ୍ଦା ହରାଇଛନ୍ତି। ଏପରି ସମୟରେ ପେଟ ପୋଷିବା ପାଇଁ ଖଣ୍ଡପଡ଼ା...

୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରାୟଗଡ଼ା ଅଫିସ, ୨।୩: ଖରାପ ରାସ୍ତା ଯୋଗୁ ୧୦ କି.ମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ମେଡିକାଲରେ ଭର୍ତ୍ତି ହେଲେ ରୋଗୀ। ଏହିଭଳି...

Advertisement
Archives

Model This Week