Posted inଖେଳ

ଫିଲ୍ଡରେ କୋଚ୍‌ଙ୍କ ସହ ଯୁକ୍ତିତର୍କ: ମୁହଁ ଖୋଲିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୨୨।୭: ଟିମ୍‌ ଇଣ୍ଡିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବା ପରେ ଫିଲ୍ଡରେ ମୁହଁାମୁହିଁ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଓ କୋଚ୍‌ ମିକି ଆର୍ଥର। ଏ ଘଟଣା ଉପରେ ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି ଅଧିନାୟକ ଶାନାକା।

ଡ୍ରେସିଂ ରୁମ୍‌ରେ ଏଭଳି ଘଟଣା ଘଟିବା କଥା। ଏଥି ଲାଗି ଫିଲ୍ଡ ଭଳି ସର୍ବସାଧାରଣ ସ୍ଥାନ ଉଚିତ ନୁହେଁ। ମୋତେ କୋଚ୍‌ ଆର୍ଥର ପଚାରିଥିଲେ, ଆମ ପ୍ଲାନରୁ ଦୂରେଇ ଗଲ କି। ମୁଁ କହିଲି ନା, ମୁଁ କୌଣସି ଯୋଜନାକୁ ପରିବର୍ତ୍ତନ କରି ନାହିଁ। ଆମ ମଧ୍ୟରେ କୌଣସି ଯୁକ୍ତିତର୍କ ହୋଇନାହିଁ ବୋଲି ଶାନାକା କହିଛନ୍ତି।

ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌କୁ ୩ ଉଇକେଟରେ ଜିତି ଭାରତ ୩ ଟିକିଆ ଦିନିକିଆ ସିରିଜ୍‌କୁ ଆଗୁଆ ଜିତି ନେଇଛି। ପରାଜୟ ପରେ ଦକ୍ଷିଣ ଆଫ୍ରିକୀୟ କୋଚ୍‌ ଆର୍ଥର ଓ ଅଧିନାୟକ ଶାନାକାଙ୍କ ମଧ୍ୟରୁ ଫିଲ୍ଡରେ ଯୁକ୍ତିତର୍କ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି

ଅହମ୍ମଦାବାଦ୍‌,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭...

୪.୫ ମିଲିୟନ ଟଙ୍କା ଜରିମାନା ଦେଲେ ଆକମଲ

କରାଚି,୨୭।୫(ପି.ଟି.): ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ୪.୫ ମିଲିୟନ ଅର୍ଥାତ ୪୫ ଲକ୍ଷ ଟଙ୍କା ଜରିମାନା ଦେଇଛନ୍ତି। ପିସିବିର...

ଆକମଲଙ୍କ ବାସନ୍ଦ ଅବଧି ୧୮ ମାସକୁ କମିଲା

କରାଚୀ,୩୦।୭ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ୩ ବର୍ଷିଆ ବାସନ୍ଦ ଅବଧୀକୁ ପାଖାପାଖି ଅଧା କରିଦିଆଯାଇଛି। ଫିକ୍ସିଂ କରିବାକୁ ତାଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ସେ...

ୟୁଏଇରେ ଆଇପିଏଲ୍‌: ଖେଳାଳିଙ୍କ ପାଇଁ ପ୍ରୋଟୋକଲ

ଦୁବାଇ, ୧ା୮ – ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ହେବା ଏକପ୍ରକାର ନିଶ୍ଚିତ ହୋଇ ସାରିଛି। ଭାରତୀୟ...

ଭାରତୀୟ ମହିଳା କ୍ରିକେଟ ଦଳକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା

ଦୁବାଇ, ୨୭।୪(ପି.ଟି.)-୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଯୋଗ୍ୟତା ଅର୍ଜନ କରିଛି। ଏହି ମଲ୍ଟି ସ୍ପୋଟର୍‌ସ ଇଭେଣ୍ଟକୁ କ୍ରିକେଟ ଦ୍ୱିତୀୟ ଥରପାଇଁ...

‘ମିଡ୍‌ଲ ଅର୍ଡରରେ ଫିଟ୍‌ ହେଉ ନାହାନ୍ତି ଶ୍ରେୟାସ’

କୋଲକାତା,୧୮।୨: ଆଇପିଏଲ ଅକ୍‌ଶନରେ ୧୨.୨୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ଶ୍ରେୟାସ ଆୟାର ଭାରତୀୟ ଟି୨୦ ଦଳରେ ଫିଟ୍‌ ହେଉ ନାହାନ୍ତି। ଟିମ୍‌ ଇଣ୍ଡିଆରେ ସ୍ଥାନ...

ଟି୨୦ ସିରିଜ: ୩-୦ରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୩।୧୨(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ୯ ଉଇକେଟରେ ବିଜୟ...

ପାକିସ୍ତାନକୁ ଝଟ୍‌କା

ଆବୁଧାବି,୧୧।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ମ୍ୟାଚ ଖେଳିବାକୁ ଗୁରୁବାର ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ବଡ଼...

Advertisement
Archives

Model This Week