Posted inଜାତୀୟ

ଖୁବ୍‌ଶୀଘ୍ର ବ୍ୟାପୁଛି ଡେଲ୍ଟା-୩

ନୂଆଦିଲ୍ଲୀ,୨୫ ।୭: କରୋନା ଭାଇରସକୁ ନେଇ ଏହାର ନୂଆ ମ୍ୟୁଟେଶନ ବିଶେଷଜ୍ଞଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି । ଗତ କିଛି ସପ୍ତାହ ହେବ ଆମେରିକାରେ କରୋନାର ନୂଆ ସଂକ୍ରମଣ ଦେଖିବାକୁ ମିଳିଛି । ଏସବୁଥିରେ ଡେଲ୍ଟା-୩ ଭାରିଏଣ୍ଟ ମିଳିଛି । ଏହା ଡେଲ୍ଟା ତୁଳନାରେ ଖୁବଶୀଘ୍ର ବ୍ୟାପୁଥିବା ଜଣାପଡିଛି । କେବଳ ସେତିକି ନୁହେଁ ଏହା ଭ୍ୟାକ୍ସିନ ନେଇଥିବା ଲୋକ ଓ ସଂକ୍ରମିତ ହୋଇଥିବା ଲୋକଙ୍କୁ ବି ପୁଣିଥରେ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୂଚନାଯୋଗ୍ୟ, ଭାରତରେ ଡେଲ୍ଟା-୩ ଭାରିଏଣ୍ଟ ଏପର୍ଯ୍ୟନ୍ତ ଦେଖାଦେଇନାହିଁ । ହେଲେ ଏଥିପାଇଁ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୦ରେ ମହାରାଷ୍ଟ୍ରରେ ପ୍ରଥମେ ଡବଲ ମ୍ୟୁଟେଶନ ମିଳିଥିଲା ଏହାଥିଲା ଡେଲ୍ଟା ଓ କପ୍ପା । ଏହାପରେ ଡେଲ୍ଟାରୁ ଡେଲ୍ଟା ପ୍ଲସ ଓ ଏୱାଇ-୨ ନାମକ ଆହୁରି ୨ଟି ଭାରିଏଣ୍ଟ ମିଳିଥିଲା । ହେଲେ ଏହା ଏତେ ସଂକ୍ରମିତ ହୋଇ ନ ଥିଲା । ଏବେ ଏହି ଡେଲ୍ଟା-୩ ଭାରିଏଣ୍ଟ ଆମେରିକାର ବିଭିନ୍ନ ରାଜ୍ୟରେ ମିଳିଥିବା ସୂଚନା ରହିଛି । ଯାହା ଖୁବ୍ ମାରାତ୍ମକ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି-ମମତାଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଏହି ଅଭିନେତା

କୋଲକାତା,୭।୧୦: ଜଣାଶୁଣା ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍‌ ଚାଟାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି। ସେହି...

ପ୍ରେମିକାଙ୍କ ଛାତ ଉପରୁ ମିଳିଲା ପ୍ରେମିକଙ୍କ ମୃତଦେହ

ବାନ୍ଦା,୩୦।୬: ପ୍ରେମିକାଙ୍କ ଛାତ ଉପରୁ ମିଳିଛି ପ୍ରେମିକଙ୍କ ମୃତଦେହ। ମୃତକଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବା ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି। ମୃତକଙ୍କ...

ଆଇଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳି ବର୍ଷା କଲେ ଉଗ୍ରବାଦୀ: ୩ ଯବାନ ଶହୀଦ, ୪ ଗୁରୁତର

ଇମ୍ଫାଲ୍‌, ୩୦।୭: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ୍‌ର ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା...

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ...

ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ...

ସୂର୍ଯ୍ୟ ପରାଗ ୨୦୨୦: ରାତି ୧୦ଟାରୁ ବନ୍ଦ ରହିବ ଚାରିଧାମର ମନ୍ଦିର

ଡେରାଡୁନ,୨୦।୬: ସୂର୍ଯ୍ୟପରାଗ ଦୃଷ୍ଟିରୁ ଉତ୍ତରାଖଣ୍ଡରେ ଥିବା ସମସ୍ତ ଚାରି ଧାମର ମନ୍ଦିର ଗୁଡିକ ଶନିବାର ରାତି ୧୦ଟାରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଳମ୍‌ଙ୍କ ସ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ, ୮।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଆର୍‌. କୁମାରମଙ୍ଗଳମ୍‌ଙ୍କ ସ୍ତ୍ରୀ କିଟ୍ଟି କୁମାରମଙ୍ଗଳମ୍‌ଙ୍କୁ ମଙ୍ଗଳବାର ରାତିରେ ତାଙ୍କ ଦିଲ୍ଲୀ ବାସଭବନରେ ହତ୍ୟା କରାଯାଇଛି। ଦକ୍ଷିଣ ଦିଲ୍ଲୀର ବସନ୍ତ...

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ...

Advertisement
Archives

Model This Week