ଭୋକିଲା ହରିଣ ପେଟ ପୁରାଇବା ପାଇଁ ଅନ୍ୟଟି କରୁଛି ଏପରି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୨ ହରିଣକୁ ଦେଖିବାକୁ ମିଳୁଛି। ସେମାନେ ଏକ ଗଛରୁ ପତ୍ର ଖାଉଛନ୍ତି।…
ଉଭୟ ଭାରତ, ଇଂଲଣ୍ଡ ପକ୍ଷରୁ ଖେଳିଛନ୍ତି ଏହି କ୍ରିକେଟର
ବର୍ତ୍ତମାନ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍ରେ ଅନେକ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ଦେଶକୁ ଜିତାଇବା ପାଇଁ ଜୀବନକୁ ବାଜି ଲଗାଇଥାନ୍ତି। କିନ୍ତୁ ଏମିତି ଜଣେ ଖେଳାଳି ଥିଲେ ଯିଏକି ଏହି ୨…
ମାଡ଼ି ଆସୁଛି ବିପଦ: ପୃଥିବୀ ମୁହାଁ ଜଳନ୍ତା ଗ୍ରହପିଣ୍ଡ
ରୋମ,୧୬।୩: ପୃଥିବୀ ଉପରେ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ୧୭୦୦ ମିଟର ଚୌଡ଼ା ଜଳନ୍ତା ଗ୍ରହପିଣ୍ଡ ୨୦୦୧-ଏଫ୍ଓ-୩୨(୨୩୧୯୩୭) ମାର୍ଚ୍ଚ ୨୧ରେ ପୃଥିବୀକୁ ଅତିକ୍ରମ କରିବ। ଏହାର ଫଟୋକୁ ଇଟାଲୀସ୍ଥିତ ଭର୍ଚ୍ୟୁଆଲ୍ ଟେଲିସ୍କୋପ୍ ଦ୍ୱାରା ଉତ୍ତୋଳନ କରାଯାଇଛି। ଏହା ପୃଥିବୀଠାରୁ…
କେନ୍ଦୁଝରରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ କରାଯାଇଛି। ଜିଲାରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବି ସହ ପେଟ୍ରୋଲ, ଡିଜେଲ ଓ…
ସ୍ବାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖି ସ୍ତ୍ରୀ କଲେ ଏମିତି
ମିରଟ,୧୬।୩: ଉତ୍ତର ପ୍ରଦେଶର ମିରଟ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ବୁଲିବା ମହଙ୍ଗା ପଡିଛି। ଏହା ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ବଜାର ଉପରେ ତାଙ୍କୁ ପିଟିଥିଲେ। ସୂଚନାଯୋଗ୍ୟ,ଅଦନାନ ଘରେ ସ୍ତ୍ରୀଙ୍କୁ…
ଦୀପିକାଙ୍କ ସହ ଡେଟ୍ରେ ଯିବାକୁ ଚାହୁଁଛନ୍ତି ଏହି ଭାରତୀୟ ଖେଳାଳି
ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଟେଷ୍ଟ ସିରିଜ୍ରୁ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବାମ ହାତି ସ୍ପିନର ଅକ୍ଷର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜ୍ର ଦ୍ୱିତୀୟ ମୁକାବିଲାରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ୩ଟି ମ୍ୟାଚ୍ରେ ସମୁଦାୟ ୨୭…
ରାଜ୍ୟରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
ବସ୍-ଟ୍ରକ୍-ଅଟୋରେ ଅଶ୍ଳୀଳ ଗୀତ ବଜାଇଲେ ପରିମିଟ୍ ହେବ ରଦ୍ଦ
ପାଟନା,୧୬।୩: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଏକ ଆଇନ ଜାରି କରିଛନ୍ତି। ଏଣିକି ବସ୍, ଟ୍ରକ୍ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ ଅବା ଭିଡ଼ିଓ ପ୍ରଦର୍ଶନ କଲେ ସମ୍ପୃକ୍ତ ଯାନ ମାଲିକଙ୍କର ପରିମିଟ୍ ରଦ୍ଦ କରିଦିଆଯିବ। ଏନେଇ…
ହେଲିକପ୍ଟରରୁ ଟଙ୍କା ବର୍ଷା
ଇସଲାମାବାଦ୍,୧୬।୩: ଆକାଶରୁ ହେଲିକପ୍ଟରରେ ଟଙ୍କା ଏବଂ ଫୁଲ ବର୍ଷା ହେଉଥିବାରୁ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ରାଜରାସ୍ତାରେ ଲୋକେ ଭିଡ଼ ଜମାଇ ଟଙ୍କା ଗୋଟାଉଥିବାରୁ ଦୃଶ୍ୟ ୧ ମିନିଟ୍ ୫୮ ସେକେଣ୍ଡର ଏହି ଭିଡ଼ିଓରେ…
ମୋଦି ସରକାରଙ୍କୁ ଘେରିଲେ ଦିଗ୍ବିଜୟ: କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ମନା, କିନ୍ତୁ କୁମ୍ଭ ମେଳା ଆସିବାକୁ ଅନୁମତି
ନୂଆଦିଲ୍ଲୀ,୧୬।୩: ଦେଶରେ ପୁଣିଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ପୁଣି ଥରେ ବୃଦ୍ଧି କରିଛନ୍ତି। କରୋନା କ୍ରମାଗତ ବୃଦ୍ଧି ଯୋଗୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି -୨୦ ସିରିଜ୍ର ଶେଷ ୩ଟି…
ତୈମୁରଙ୍କୁ ଟକ୍କର ଦେଉଛନ୍ତି ଅସଦ
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ତୈମୁର ପିଲାଟି ଦିନରୁ ଷ୍ଟାରଡମ୍ରେ ରହିଆସିଛନ୍ତି। କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କଳାକାରଙ୍କଠାରୁ ମଧ୍ୟ ତୈମୁରଙ୍କ…
ପାଲକ ଟିକି
ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍ ପାଳଙ୍ଗ ଶାଗ, ଅଧା କପ୍ ବୁଟ ଡାଲି, ୨ଟି ଲବଙ୍ଗ, ୧ ଇଞ୍ଚ ଡାଳଚିନି, ୪-୫ଟି ଗୋଲମରିଚ, ୨ ଟେବୁଲ୍ ସ୍ପୁନ୍ ଚାଉଳ ଅଟା, ଅଧା କପ୍ ବ୍ରେଡ୍ ଗୁଣ୍ଡ, ତେଲ, ଲୁଣ, କୋରା ବା…
Archives


