Home Left

କର୍ନାଟକରେ ହେବେ ୫ ଉପମୁଖ୍ୟମନ୍ତ୍ରୀ!

ବେଙ୍ଗାଲୁରୁ,୩୦ ।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଲିଙ୍ଗାୟତ ସମ୍ପ୍ରଦାୟ ସହ ମଜଭୁତ ସମ୍ପର୍କ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ…

ଗଳାପୋଲ ନିର୍ମାଣ ଦାବିରେ ୧୮ନଂ ଜାତୀୟ ରାଜପଥ ଅବରୋଧ

ବାରିପଦା ଅଫିସ,୩୦।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ଦାମୋଦରପୁର ଛକରେ ଗଳାପୋଲ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଅଞ୍ଚଳର ମହିଳା ପୁରୁଷ ଏକତ୍ରିତ ହୋଇ ଦିନ ୯ଟାରୁ…

‘ମୁଁ ବିହାରୀ ଗୁଣ୍ଡା ନୁହେଁ’

ନୂଆଦିଲ୍ଲୀ,୩୦।୭: ଆଜି ମୌସୁମୀ ଅଧିବେଶନର ଦଶମ ଦିନ। ପେଗାସସ, ମୁଦ୍ରାସ୍ଫୀତି, କରୋନା ଏବଂ କୃଷି ଆଇନକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ପ୍ରତିଦିନ ହଟ୍ଟଗୋଳ ଦେଖାଦେଇଛି। ଶୁକ୍ରବାର ମଧ୍ୟ ଉଭୟ ସଦନରେ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ଦିନ…

ଟିମ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ କୋଚ୍‌ ହେବେ କି? ଦ୍ରାବିଡ ଦେଲେ ଏଭଳି ଜବାବ

କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ ରାହୁଲ ଦ୍ରାବିଡ। ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଭିତ୍ତିରେ ଜାତୀୟ ଦଳର କୋଚ୍‌ ହେବେ କି ପ୍ରଶ୍ନରେ ସେ କିଛି ଚିନ୍ତା କରି ନ…

ରାତିରେ ବ୍ୟାଙ୍କ ତାଲା ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ

ସିମୁଳିଆ,୩୦।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସଦର ମହକୁମା ମାର୍କୋଣାରେ ଥିବା କାନାଡ଼ା ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଗୁରୁବାର ରାତିରେ ଦୁର୍ବୃତ୍ତ ମୁଖ୍ୟ ଗ୍ରୀଲ ତାଲାଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂରରେ…

ବିଶ୍ୱକୁ ଏକାଠି ରଖିପାରିବ ବନ୍ଧୁତା

ବର୍ଣ୍ଣନା କରି ହୁଏନା ବନ୍ଧୁତ୍ୱର ପରିଭାଷା। ଏହି ସମ୍ପର୍କ ଶାଶ୍ୱତ। ପ୍ରକୃତ ବନ୍ଧୁତ୍ୱରେ ଖୋଜା ପଡ଼େନା ଧନ ସମ୍ପତ୍ତି। ବନ୍ଧୁର ସୁଖଦୁଃଖ ହାନିଲାଭରେ ସହଯୋଗର ହାତ ବଢ଼ାଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ। ବିଶ୍ୱ ଇତିହାସରେ ବନ୍ଧୁତାକୁ ନେଇ ବହୁ ସତ୍ୟ…

ହାରିଗଲେ ଦୀପିକା: ପଦକ ଆଶା ଧୂଳିସାତ୍‌

ଟୋକିଓ,୩୦।୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଦୀପିକା କୁମାରୀ କୋରିଆର ସାନ ଉନ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚକୁ ୦-୬ରେ ପରାସ୍ତ ହୋଇଛନ୍ତି। ଫଳରେ ନୀରନ୍ଦାଜୀରେ ଭାରତର ପଦକ ଆଶା ମଉଳିଛି। ତୃତୀୟ ସେଟରେ ଦୀପିକା ୭, ୮, ୯ ସ୍କୋର କରିଥିଲେ।…

ବେଶ ସ୍ବାଭିମାନୀ ହୋଇଥାନ୍ତି ଏହି ରାଶିରେ ଜନ୍ମିତ ମହିଳା: ଦେଖିବାକୁ ଶାନ୍ତ; ହେଲେ ଦରକାର ପଡ଼ିଲେ କରିଦିଅନ୍ତି ମୁହଁ ବନ୍ଦ

ମକର ରାଶିର ସ୍ବାମୀ ଗ୍ରହ ଶନି। ଏହା ତ୍ୟାଗ ଓ ବଳିଦାନର ରାଶି ବୋଲି କୁହାଯାଏ। ଶନି ଠିକ୍‌ ଥିବା ବେଳେ ଏହି ରାଶିର ବ୍ୟକ୍ତି ସଚ୍ଚୋଟ ଏବଂ ବିଶ୍ୱାସୀ ହୋଇଥାନ୍ତି। ହେଲେ ଶନି ଖରାପ ଚାଲିଲେ ଏହାର ଠିକ୍‌ ଓଲଟା…

ଶ୍ରାବଣ ମାସରେ ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ଚାକିରି କ୍ଷେତ୍ରରେ ଆସିପାରେ ନୂଆ ଅଫର୍‌

ଆରମ୍ଭ ହୋଇଛି ଶ୍ରାବଣ ମାସ। ଜୁଲାଇ ୨୫ରୁ ଏହା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୨ରେ ଶେଷ ହେବ। ମାସଟି ଭଗବାନ ଶିବଙ୍କ ପ୍ରିୟ ମାସ ବୋଲି କୁହାଯାଏ। ଏଣୁ ଲୋକମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ଆଜି…

‘କାହିଁକି ମୋତେ ମ୍ୟାଚ୍‌ ପୂର୍ବରୁ ଡ୍ରେସ୍‌ ବଦଳାଇବାକୁ କୁହାଯାଇଥିଲା’

ନୂଆଦିଲ୍ଲୀ,୨୦।୭: ୬ ଥର ବିଶ୍ୱ ଚାମ୍ପିଅନ ଏମସି ମେରିକମ ପୁଣିଥରେ ତାଙ୍କ ଫ୍ଲାଏୱେଟ (୫୧ କିଲୋଗ୍ରାମ) ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଉପରେ ପ୍ରଶ୍ନ କରିଛନ୍ତି। ମେରିକମ କହିଛନ୍ତି ଯେ ମ୍ୟାଚ ଆରମ୍ଭ ହେବାର କିଛି ମିନିଟ ପୂର୍ବରୁ ତାଙ୍କୁ ତାଙ୍କ ପୋଷାକ…

ଲଘୁଚାପ ସତ୍ତ୍ୱେ ହାଲୁକା ବର୍ଷା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହୁଛି। ଇତିମଧ୍ୟରେ ଲଘୁଚାପ ଓ୍ବେଲ୍‌ମାର୍କ ଲୋପ୍ରେସରରେ ପରିଣତ ହୋଇ ପଶ୍ଚିମ ଦିଗକୁ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଆଡ଼କୁ ଚାଲିଗଲାଣି। ହେଲେ…

ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ

ନୂଆଦିଲ୍ଲୀ,୩୦।୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଅପରାହ୍ନ ୨ ଟାରେ ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଅଫିସିଆଲ ୱେବସାଇଟ, cbseresults.nic.in ଏବଂ ଉମଙ୍ଗ ଆପ ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?