ମହିଳା ଅଧିକାରୀଙ୍କ ଆପତ୍ତିଜନକ ଫଟୋ ଛାଡି ହରଡ଼ଘଣାରେ ପୋଲିସ ଇନ୍ସପେକ୍ଟର
ଭୋପାଳ,୧୬।୩: ମଧ୍ୟପ୍ରଦେଶରେ ଜଣେ ପୋଲିସ ଇନ୍ସପେକ୍ଟର ସୋସିଆଲ ମିଡିଆରେ ମହିଳା ରାଜସ୍ବ ଅଧିକାରୀଙ୍କ ଅପତ୍ତିଜନକ ଫଟୋ ଛାଡି ହରଡଘଣାରେ ପଡିଛନ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଦତିଆରେ ପୋଲିସ ଷ୍ଟେଶନରେ ପୋଲିସ ଇନ୍ସପେକ୍ଟର ଭାବେ ନିଯୁକ୍ତ ହୋଇଥିବା…
ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ
ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର ଘାଟଲୋଦିଆ ଅଞ୍ଚଳରେ। ଏ ନେଇ ମହିଳା ଜଣଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ…
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନରସିଂହ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ଧାନକିଣା ଓ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗତ ୩ ଦିନ ଧରି ବିଧାନସଭା ଅଚଳ ହୋଇଛି। ଏହି ଅଚଳାବସ୍ଥା ଦୂର କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ…
ହୋଲି ମିଳନ ବନ୍ଦ
ପାଟନା,୧୬।୩: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ହୋଲି ମିଳନ ଉପରେ କଟକଣା ଜାରି କରାଯାଇଛି। ସାର୍ବଜନୀନ ସ୍ଥଳରେ ହୋଲି ମିଳନ ହୋଇପାରିବ ନାହିଁ। ତେବେ ଲୋକେ ଘରେ ହୋଲି ପାଳି ପାରିବେ। ରାଜ୍ୟ ବାହାରୁ ଆସୁଥିବା…
ପୁରୁଷ କ୍ରିକେଟର୍ଙ୍କୁ ତାଲିମ ଦେବେ ଏହି ମହିଳା କ୍ରିକେଟ୍ର
ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟ ଦଳର ଉଇକେଟ କିପର ସାରା ଟେଲରଙ୍କୁ କାଉଣ୍ଟି କ୍ରିକେଟରେ କୋଚିଂ ଦେଉଥିବା ଦେଖିବାକୁ ମିଳିବ। ସସେକ୍ସ ପକ୍ଷରୁ ତାଙ୍କୁ କୋଚିଂ ଷ୍ଟାଫ ଭାବେ ନିଯୁକ୍ତ କରିଛି। ସେ ନୂଆ ସିଜନରେ ପୁରୁଷ ଦଳ କୋଚିଂ ଦେବେ।…
ଘରୋଇ ହସ୍ପିଟାଲ ନେଇଛନ୍ତି ୩୪୫ କୋଟି
ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୩ଟି କୋଭିଡ୍-୧୯ ଘରୋଇ ହସ୍ପିଟାଲକୁ ୩୪୪.୫୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…
୨୦ ବର୍ଷରେ ୨୪ ତଦନ୍ତ କମିଶନ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ଗତ ୨୦ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ଘଟଣାର ତଦନ୍ତ କରିବାକୁ ୨୪ଟି ତଦନ୍ତ କମିଶନ ବସାଇଛନ୍ତି। ସେଥିରୁ ୮ଟି ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବାକୁ ବାକି ରହିଛି। ବିଧାୟକ ନାଉରୀ ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ…
କମୁଛି କେନ୍ଦ୍ରୀୟ ଅନୁଦାନ
ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମହାମାରୀ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଦେଇଛି। ରାଜସ୍ବ ହ୍ରାସ ପାଇବା ସାଙ୍ଗକୁ ଖର୍ଚ୍ଚ ବଢ଼ିଚାଲିଛି। ଏପରିସ୍ଥଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇ ଚାଲିଥିବାରୁ ରାଜ୍ୟ ରାଜକୋଷ ଉପରେ ଚାପ ବଢ଼ିଚାଲିଛି। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ…
ସ୍ବପନ ଦାସଗୁପ୍ତାଙ୍କୁ ନେଇ ହରଡ଼ଘଣାରେ ଭାଜପା
କୋଲକାତା,୧୬।୩: ପଶ୍ଚିମବଙ୍ଗରେ ରାଜ୍ୟ ସଭା ଏମ୍ପି ସ୍ବପନ ଦାସଗୁପ୍ତାଙ୍କ ପ୍ରାର୍ଥୀତ୍ୱ ନେଇ ଭାଜପା ହରଡ଼ଘଣାରେ ପଡିଛି। ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଉଛି। ତୃଣମୂଳ ଏମ୍ପି ମହୁଆ ମୋଇତ୍ର ସ୍ବପନଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଦାବି କରିଛନ୍ତି।…
ଜଳବାୟୁର ସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆଣିବା ଆବଶ୍ୟକ
ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଆୟୋଜିତ ଟିସୁ କଲଚରର ଆଧୁନିକ ଜ୍ଞାନକୌଶଳ ଉପରେ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜ୍ଞାନ, କାରିଗରୀ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି…
ତେନ୍ଦୁଲକରଙ୍କ ଝିଅ ସାରା ସୋସିଆଲ ମିଡିଆରେ ଲୋକପ୍ରିୟ, ଜଷ୍ଟିନ ବିବରଙ୍କ ବଡ଼ ପ୍ରଶଂସକ
ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସଚିନଙ୍କ ପରି ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ବହୁତ ଲୋକପ୍ରିୟ। ସାରା ସୋସିଆଲ ମିଡିଆରେ ନିଜର ଶକ୍ତ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବିଷୟରେ…
କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଟିମ୍
ଭୁବନେଶ୍ୱର,୧୬।୩(ବ୍ୟୁରୋ): ଧାନ କିଣାକୁ ନେଇ ବିଧାନସଭାରେ ଗତ ୩ ଦିନ ଧରି ଅଚଳାବସ୍ଥା ଜାରି ରହିଥିବା ବେଳେ ସୋମବାର ବିଜେଡି ସଂସଦୀୟ ଦଳର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ସାକ୍ଷାତ୍…
Archives


