Posted inଫୁରସତ

ନୋ କିସିଂ ଜୋନ୍‌, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ସୋସାଇଟିରେ ଲାଗିଲା ବୋର୍ଡ…

ମୁମ୍ବାଇ,୨।୮: ନୋ ସ୍ମୋକିଂ ଜୋନ୍‌, ନୋ ରେସ୍‌ ଡ୍ରାଇଭିଂ ଜୋନ୍‌, ନୋ ଲିଟରିଂ ଜୋନ୍‌ ଆଦି ସମ୍ପର୍କରେ ସଭିଏଁ ନିଶ୍ଚିତ ଜାଣିଥିବେ। ତେବେ ନୋ କିସିଂ ଜୋନ୍‌ ସମ୍ପର୍କରେ ଶୁଣିଲେ ଯେ କେହି ଘଡ଼ିଏ ନିଶ୍ଚିତ ଚିନ୍ତା କରିବେ। ଏଭଳି ଏକ ଜୋନ୍‌ ମୁମ୍ବାଇର ବୋରିଓ୍ବଲିସ୍ଥିତ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ସୋସାଇଟିରେ ରହିଛି। ଏହି ଅଞ୍ଚଳରେ ପୂର୍ବରୁ ଭିଡ଼ ଜମୁଥିଲା। ପ୍ରେମିକ ପ୍ରେମିକାମାନେ ଏଠାରେ ଭିଡ଼ ଜମାଇବା ସହିତ ଆପତ୍ତିଜନକ କାର୍ଯ୍ୟ କଳାପ କରୁଥିଲେ। ଏହାଯୋଗୁ ସ୍ଥାନୀୟ ବାସିନ୍ଦା ଅସୁବିଧାରେ ପଡ଼ିଲେ। ରାସ୍ତାରେ ଯିବା ଆସିବା ସମୟରେ ଏଭଳି କାର୍ଯ୍ୟ ସେମାନଙ୍କ ଦୃଷ୍ଟିକୁ ଆସିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଲକ୍‌ଡାଉନ ହେବାପରେ ଏହି ଅଞ୍ଚଳରେ ପ୍ରେମୀଯୋଡ଼ାଙ୍କ ଭିଡ଼ ଜମିବାରେ ଲାଗିଥିଲା। ଏଭଳି କାର୍ଯ୍ୟକୁ ରୋକିବା ଲାଗି ସ୍ଥାନୀୟ ବାସିନ୍ଦା ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ଏଠାରେ ବୋର୍ଡରେ ନୋ କିସିଂ ଜୋନ୍‌ ଲେଖିବା ସହିତ ରାସ୍ତାରେ ମଧ୍ୟ ଏଭଳି ଲେଖଛନ୍ତି। ସୋସାଇଟିର ଫାଟକ ସମ୍ମୁଖରେ ଏହି ସାଇନ ବୋର୍ଡ ଲଗାଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟର ଭୁଲ ବଦଳାଇ ଦେଲା ଭାଗ୍ୟ: ଜିତିଲେ ୯ କୋଟି ଟଙ୍କା

ବେଳେ ବେଳେ ଭୁଲ ଅନ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆମେରିକାର ମିଚିଗନ ଶହରର ଏମିତି ଏକ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଲଟେରି କ୍ଲର୍କ...

ଅଣ୍ଡିରା ଛେଳି ଦେଉଛି କ୍ଷୀର: ପିଉଛନ୍ତି ପୂରା ପରିବାର

ରାଜସ୍ଥାନ,୨୭।୭-ଏକ ଅଣ୍ଡିରା ଛେଳି ବା ଖାସୀ କ୍ଷୀର ଦେଉଛି। ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ସତ। ରାଜସ୍ଥାନର ଧୌଲପୁର ଜିଲା ଗୁର୍ଜା ଅଞ୍ଚଳରେ...

ହ୍ବିଲ ଚେୟାରରେ ବସି କଲେ ବିଶ୍ୱ ରେକର୍ଡ

ଯେଉଁ ବ୍ୟକ୍ତି ଦୁର୍ବଳତାକୁ ନିଜ ଶକ୍ତି କରିପାରେ ସେ ହିଁ ଆକାଶ ଛୁଇଁପାରେ। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନ୍‌ର ପୂର୍ବତନ ସୈନିକ ମାର୍ଟିନ ଟୟ।...

ଦୃଷ୍ଟିହୀନ ହେବା ପୂର୍ବରୁ ବିଶ୍ୱ ଭ୍ରମଣ

ଓଟାଓ୍ବା: କାନାଡା ଦମ୍ପତି ସେବାଷ୍ଟିନ୍‌ ପେଲ୍ଲଟିଅର୍‌, ଇଡିଥ୍‌ ଲେମେ ନିଜର ୪ ସନ୍ତାନ ମିଆ, କୋଲିନ, ଲରେଣ୍ଟ ଓ ଲେଓଙ୍କୁ ଧରି ୬ ମାସିଆ ବିଶ୍ୱ...

ଦିନକ ପାଇଁ ବାହା ହୋଇଥିଲେ ମହିଳା, ଚତୁର୍ଥୀ ରାତିରେ ଜଣାପଡ଼ିଲା ସବୁ ସତ; ଆଉ ତା’ ପରେ…

ଯେଉଁ ବ୍ୟକ୍ତିଙ୍କୁ ଭରସା କରି ତୁମେ ତୁମର ମାତାପିତା, ପରିବାର, ବନ୍ଧୁବାନ୍ଧବ ଛାଡ଼ି ତୁମେ ତାଙ୍କ ହାତ ଧର ଆଉ ପରେ ଯଦି ଜାଣ ସେ...

୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…

ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ।...

ଦିବ୍ୟାଙ୍ଗ ଗୋଡ଼ ସାଜିଛି କୁକୁର, କରୁଛି ଏମିତି ସାହାଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଗାଡି ପଛରେ କାହିଁକି ଦୌଡନ୍ତି କୁକୁର

ବାଇକ ଅବା କାର୍‌ ଯାଉଥିବା ସମୟରେ ଦେଖିଥିବେ ଗଳିର କିଛି କୁକୁର ସେଇ ଗାଡି ପଛେ ପଛେ ଭୁକି ଭୁକି ଗୋଡାଇଥାନ୍ତି। ଫଳରେ କୁକୁରଙ୍କ ଭୟରେ...

Advertisement
Archives

Model This Week