Home Left

ଜାଣନ୍ତି ପାଣିରେ ଗୋଲାକାର ଭାବେ କାହିଁକି ପହଁରନ୍ତି ସାମୁଦ୍ରିକ ଜୀବ

କିଛି ସାମୁଦ୍ରିକ ଜୀବ ଅଛନ୍ତି, ଯେଉଁମାନେ ପାଣିରେ ଗୋଲାକାର ଭାବେ ପହଁରିଥାନ୍ତି। ସାଧାରଣତଃ ଏପରି ଗତିବିଧି ବଡ଼ ଜୀବ ଯେମିତିକି ଶାର୍କ, ହ୍ବିଲ୍‌ ଏପରିକି କଇଁଛଙ୍କଠାରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ। ୟୁନିଭରସିଟି ଅଫ୍‌ ଟୋକିଓର…

ଜଣେ କ୍ରିକେଟର ଆହତ ହେବାରୁ ବଦଳି ଯାଇଥିଲା ପ୍ରସିଦ୍ଧଙ୍କ ଭାଗ୍ୟ

ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍‌ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଡେବ୍ୟୁ ମ୍ୟାଚ୍‌ରେ ସେ ୮.୧ ଓଭର ବୋଲିଂ କରି…

୯ ବର୍ଷ ପରେ କ୍ରିକେଟ୍‌ ପଡ଼ିଆରେ ଘଟିଲା ଏମିତି ସଂଯୋଗ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଭାଇଙ୍କ ଏକାଠି ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆର ପାଣ୍ଡ୍ୟା ଭାଇ (ହାର୍ଦ୍ଦିକ ଏବଂ କ୍ରୁନାଲ) ଏବଂ ଇଂଲଣ୍ଡର କରଣ ଭାଇ (ସାମ ଏବଂ…

୨୬ରେ କୃଷକ ସଂଗଠନର ଭାରତ ବନ୍ଦ

ନୂଆଦିଲ୍ଲୀ,୨୪।୩: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ଆସନ୍ତା ୨୬ ତାରିଖ ଶୁକ୍ରବାର ଭାରତ ବନ୍ଦ କରାଯିବ। ଚାଷୀ ଆନ୍ଦୋଳନର ୪ ମାସ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବନ୍ଦ ପାଳନ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ…

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଗଲା

କୋରୁକୋଣ୍ଡା,୨୪ା୩: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ତାରଲାକୋଟା ପଞ୍ଚାୟତର ସି-କଲୋନୀରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ସେମାନେ ହେଲେ ସି-କଲୋନୀର ଧାନୁ ଗୋଲରୀଙ୍କ ଝିଅ ରଞ୍ଜିତା(୭) ଏବଂ ଗୋପୀ ଖରାଙ୍କ ପୁଅ…

୧୩ ହିଂସାକାଣ୍ଡରେ ଓ୍ବାଣ୍ଟେଡ୍‌ ଥିବା ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଅଫିସ,୨୪ା୩: ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମଙ୍କୁ ଓୟାମ୍‌ ଓରଫ ଜୟରାମ ଏବଂ ଲାଛୁ ମାଡ଼କାମ ଓରଫ ବିଶ୍ୱନାଥ। ମଙ୍କୁଙ୍କ ଘର ଛତିଶଗଡ଼ର ବିଜାପୁର ଜିଲା କାରେମାର୍କା ଗ୍ରାମରେ। ସେହିପରି…

ନାବାଳକ ପୁଅକୁ ନିଶାସକ୍ତ ବାପା କଚାଡି ମାରିଥିବା ଅଭିଯୋଗ

ସୋର, ୨୪ା୩ (ଡି.ଏନ୍‌.ଏ.)- ଖେଳୁଥିବା ବେଳେ କାନ୍ଥ ଉପରୁ ପଡି ନାବାଳକଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ବାପାକୁ ନ ଜଣାଇ ଗାଁ ଉତ୍ସବରେ ଖାଇବାକୁ ଯାଇଥିବା ପୁଅକୁ ଉଠାଇ ଆଣି ରାସ୍ତାରେ ମାଡ଼ ମାରିବା ସହ କଚାଡ଼ି…

ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲେ ଫଡ୍‌ନବିସ

ମୁମ୍ବାଇ,୨୪।୩: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ସଂଗ୍ରହ କରିବା ଲାଗି ନିଲମ୍ବିତ ପୋଲିସ ଅଫିସର ସଚିନ ଓ୍ବାଜେଙ୍କ ସମେତ ଅନ୍ୟ କେତେଜଣଙ୍କୁ ଦାୟିତ୍ୱ ଦେଇଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଅଭିଯୋଗ…

ପଶ୍ଚିମବଙ୍ଗ ଲୁଟେରାଙ୍କୁ ମନଭରି ପିଟିଲେ, ତା’ ପରେ ଦେଲେ ପୋଲିସ ଜିମା

ଜଳେଶ୍ୱର, ୨୪ା୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱର ସହରରେ ବିଭିନ୍ନ ସମୟରେ ଆନ୍ତଃରାଜ୍ୟ ଲୁଟେରାମାନେ ଆସି ଛିନ୍‌ତାଇ କରି ପଶ୍ଚିମବଙ୍ଗକୁ ପଳାଇ ଯାଉଛନ୍ତି। ବୁଧବାର ଅପରାହ୍ନରେ ଜଳେଶ୍ୱର ବ୍ଲକର ଭାଦା ଗ୍ରାମର ସନ୍ତୋଷ ବେହେରା ଷ୍ଟେଟବ୍ୟାଙ୍କରୁ ୪୯ହଜାର ଟଙ୍କା ଉଠାଇ ଏକ…

ସିଏସ୍‌କେର ନୂଆ ଜର୍ସିରେ ଭାରତୀୟ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ,୨୪।୩ : ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ଫ୍ରାଞ୍ଚାଇଜର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି। ସିଏସ୍‌କେ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଥିବା ଭିଡିଓରେ ପୂର୍ବତନ ଭାରତୀୟ ଅଧିନାୟକ ଏକ…

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର,୨୪।୩(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରରେ ଆସି ପହଞ୍ଚିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ଗସ୍ତକୁ ଦୃଷ୍ଠିରେ ରଖି ଏକ ପ୍ରସ୍ତୁତି ବୈଠକ ହୋଇଥିଲା। କୋଭିଡ…

ରାଜ୍ୟରେ ୨୦ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର,୨୪।୩ : ରାଜ୍ୟରେ ଚାଲିଥିବା କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟାରେ ଭାକ୍ସିନ ନେଇଥିବା ଲୋକଙ୍କ ସଂଖ୍ୟା ବୁଧବାର ୨୦ ଲକ୍ଷ ଅତିକ୍ରମ କରିଛି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ପାଇଁ ଓଡ଼ିଶାକୁ ଲାଗିଛି ୫୬ ଦିନ। ପ୍ରଥମ ୧୦ ଲକ୍ଷ ଡୋଜ ଦେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri