Home Left

ରାଜ୍ୟକୁ ୫୨ କୋଟିରୁ ଅଧିକ ଡୋଜ ଭ୍ୟାକ୍ସିନ ଯୋଗାଇ ଦେଲାଣି କେନ୍ଦ୍ର

ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି କି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୫୨.୩୭ କୋଟିରୁ ଅଧିକ ଡୋଜ କରୋନା ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି । ଆହୁରି ୮ଲକ୍ଷ ୯୯ ହଜାର ୨୬୦…

ମୋଦି ସରକାରଙ୍କୁ ପ୍ରଶଂସା କଲେ ଥରୁର

ନୂଆଦିଲ୍ଲୀ,୮।୮: କରୋନା ସଂକ୍ରମଣର ଏକ ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ଦେଶରେ ଦ୍ରୁତ ଟିକାକରଣ କାର୍ଯ୍ୟ ଚାଲିଛି । ଏ ପର୍ଯ୍ୟନ୍ତ ସାରା ଦେଶରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନକୁ…

ଚିକିତ୍ସା ସମୟରେ ଦୁଇ ରୋଗୀଙ୍କ ମଧ୍ୟରେ ହେଲା ପ୍ରେମ; ଆଉ ତା’ପରେ…

ଚଣ୍ଡିଗଡ,୮।୮:କୁହାଯାଏ ପ୍ରେମ ଏମିତି ଶବ୍ଦ, ତାହା କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେ ନାହିଁ। ହିମାଚଳ ପ୍ରଦେଶରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ହିମାଚଳର ଉନା ଜିଲାର ନଙ୍ଗଲ ଖୁର୍ଦର ଶଶି ପାଲ ଏବଂ ବିହାରର ସୋନମଙ୍କ ବିବାହ ବିଷୟରେ…

ବାୟୋପିକ୍‌ରେ ନିଜ ଭୂମିକାରେ କାହାକୁ ଦେଖିବାକୁ ଚାହିଁବେ ନୀରଜ ଚୋପ୍ରା: ଏ ଦୁଇ ଅଭିନେତା ସବୁଠୁ ପ୍ରିୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ସେ ନିରନ୍ତର ଚର୍ଚ୍ଚାରେ ରହୁଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଦେଶର ପ୍ରତ୍ୟେକ ବ୍ୟକ୍ତି ତାଙ୍କ…

ଏହି ନଦୀର ପାଣି ସବୁବେଳେ ଫୁଟୁଥାଏ, ଅଜାଣତରେ ଗୋଡ଼ ଖସିଗଲେ ମୃତ୍ୟୁ ସୁନିଶ୍ଚିତ

ରହସ୍ୟରେ ପରିପୂର୍ଣ୍ଣ ଆମାଜନ ଜଙ୍ଗଲ ଏକ ପଜଲ ପରି। କୋଟି କୋଟି ଏକର ପର୍ଯ୍ୟନ୍ତ ଏହା ବିସ୍ତାର ହୋଇଥିବାରୁ ଏହି ଜଙ୍ଗଲ ବିଶ୍ୱର ବୃହତ୍ତମ ଜଙ୍ଗଲ ମଧ୍ୟରେ ଗଣାଯାଏ। ଏହି ଜଙ୍ଗଲ ଏତେ ବିସ୍ତୃତ ଯେ ଏହା ୯ଟି ଦେଶର ସୀମାକୁ…

ଏହି ରିଆଲିଟି ଶୋ’ରୁ ବାହାର ହେଲେ ଭାରତୀ-ହର୍ଷ; ମନିଷ ହେବେ ନୂଆ ହୋଷ୍ଟ

ବମ୍ବେ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ରୁ ବାହାର ହୋଇଛନ୍ତି କମେଡିଆନ୍‌ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା। ଏବେ ତାଙ୍କ ବଦଳରେ ଶୋ’କୁ ମନିଷ ପାଲ ହୋଷ୍ଟ କରିବେ। ଶୀଘ୍ର ସେ ଏନେଇ କଣ୍ଟ୍ରାକ୍ଟ…

ନୀରଜଙ୍କ ବିଜୟ ପରେ ଜିଲାପି ବାଣ୍ଟିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲଣ୍ଡନ,୮।୮: ଭାରତର ଦୀର୍ଘ ଅପେକ୍ଷା ଶେଷରେ ଟୋକିଓ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଆଣିଛି। ୧୦୦ ବର୍ଷ ପରେ ଭାରତ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛି। ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ…

ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୫ ଗିରଫ

ନୂଆଦିଲ୍ଲୀ,୮ ।୮: ଆନ୍ଧ୍ର ପ୍ରଦେଶ ହାଇ କୋର୍ଟର ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ସିବିଆଇ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିସାରିଲାଣି । ୨ ଜଣଙ୍କୁ ରବିବାର ଗିରଫ କରାଯାଇଛି । ସିବିଆଇ ଦ୍ୱାରା କରାଯାଇଥିବା…

୮୯ ବର୍ଷ ହେବ ଏହି ସୁଯୋଗକୁ ଅପେକ୍ଷା କରିଛି ଭାରତ

ଲଣ୍ଡନ,୮।୮: ନଟିଂହାମ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ରବିବାର ପ୍ରଥମ ଟେଷ୍ଟର ଶେଷ ଦିନରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ଆହୁରି ୧୫୭ ରନ ସ୍କୋର କରିବାକୁ ଥିବାବେଳେ ହତରେ ୯ ଉଇକେଟ ବାକି…

କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଘର, ବ୍ୟବସାୟ, ଧନ, ଜୀବନ ଏବଂ ମୋକ୍ଷ ସମ୍ବନ୍ଧୀୟ…

ଗୋଟିଏ ଓଭରରେ ୫ ଛକା ମାରିଲେ କୋହଲିଙ୍କ ସାଥୀ ଖେଳାଳି

ଢାକା,୮।୮: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ବାଂଲାଦେଶ ବିପକ୍ଷରେ ଖେଳୁଥିବା ଆରସିବି ସାଥୀ ଖେଳାଳି ଡାନିଏଲ ଖ୍ରୀଷ୍ଟିଆନ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି। ଚତୁର୍ଥ ଟି -୨୦ମ୍ୟାଚରେ ଅଷ୍ଟ୍ରେଲିଆ ଶେଷରେ…

ରାଜଧାନୀରେ ଖୋଲିବ ସାପ୍ତାହିକ ବଜାର

ନୂଆଦିଲ୍ଲୀ,୮ ।୮: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ସପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି । କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?