ପ୍ରି-ଓ୍ବେଡିଂ ଫଟୋ ଶୁଟ୍‌ କରୁଥିଲେ କପଲ, ହଠାତ୍‌ ଲାଗିଗଲା କରେଣ୍ଟ୍‌; ଆଉ ତା’ ପରେ…

ବ୍ରାସିଲିଆ,୮ା୮: ଜଣେ ଯୁବ ଡାକ୍ତର ବିବାହ ପୂର୍ବରୁ ଭାବି ସ୍ତ୍ରୀଙ୍କ ସହ ଫଟୋ ଶୁଟ୍‌ କରୁଥିବାବେଳେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବ୍ରାଜିଲର ୩୧ ବର୍ଷୀୟ ଯୁବ ଡାକ୍ତର ଡେନିଶ ରିକାଡୋ ଫାରିଆ ଗୁର୍‌ଗେଲଙ୍କ ବିବାହ ହେବାର ଥିଲା। ବିବାହ ପୂର୍ବଦିନ ପ୍ରି-ଓ୍ବେଡିଂ ଫଟୋ ଶୁଟ୍‌ କରୁଥିଲେ କପଲ। ମାଛଧରିବା ପାଇଁ ଥିବା ଏକ ରଡ୍‌କୁ ଧରି ଫଟୋ ଶୁଟ୍‌ କରିବାର ଥିଲା। ଏହି ସମୟରେ ହଠାତ ରଡ୍‌ରେ ହାଇ ଭୋଲଟେଜ ବିଦ୍ୟୁତ ଲାଇନ୍‌ରେ ଫସି ଯାଇଥିଲେ ଦୁହେଁ। ଡେନିଶ ବନିଶ କଣ୍ଟା ହଟାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦୁଇଜଣ କରେଣ୍ଟରେ ଲାଗିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିବା ବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିତ୍ଲା।

ଡେନିଶ ବ୍ରାଜିଲର ଗୁର୍‌ପି ନଗର ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକ କୋଭିଡ୍‌ ହସ୍ପିଟାଲରେ ଡାକ୍ତର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକୋକୋଲାରେ ମିଶାଇଥିଲେ ବେକିଂ ସୋଢ଼ା: ୪ ବର୍ଷ ପରେ ଘଟିଲା ଏମିତି କିଛି

ବେକିଂ ସୋଡା କିମ୍ବା ମେଣ୍ଟୋସକୁ କୋକୋକୋଲା ସହ ମିଶ୍ରଣକରି ଏକ ମିନି ବିସ୍ଫୋରଣ କରିବା ଏକ ଲୋକପ୍ରିୟ ବୈଜ୍ଞାନିକ ପ୍ରୟୋଗ। ନିକଟରେ ରୁଷିଆର ଏକ ୟୁଟ୍ୟୁବର...

ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ହଟିବ

ଜେନେଭା, ୧।୧୦: ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ପୃଥିବୀରୁ ହଟିପାରିବ। ଏନେଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଜାତିସଂଘର...

କୋଭାକ୍ସିନ୍‌କୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ: ଜୁନ୍‌ ୨୩ରେ ବୈଠକ…

ଜେନେଭା,୧୭।୬: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍‌ କୋଭାକ୍ସିନ୍‌କୁ ବିଶ୍ୱସ୍ତରରେ ବ୍ୟବହାର କରାଯିବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ମଞ୍ଜୁରୀ ପାଇଁ ଜୁନ୍‌ ୨୩ରେ...

ଗ୍ରାମୀ ଆଓ୍ବାର୍ଡ ଜିତିଲେ ଲେଡି ଗାଗା

ଓ୍ବାଶିଂଟନ,୨୭।୧: ଲସ ଆଞ୍ଜେଲସରେ ୬୨ତମ ଗ୍ରାମୀ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଏଲିସିୟା କିଜ ହୋଷ୍ଟ କରିଥିଲେ। ଆମେରିକାର ବାସ୍କେଟବଲ ଖେଳାଳି କୋବେ...

ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍‌

କଲମ୍ବୋ,୧୯।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ସୋମବାର ୧୭ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ...

ଆଜି ବାଇଡେନ୍‌-ଜିନ୍‌ପିଙ୍ଗ୍‌ ଆଲୋଚନା

ଓ୍ବାଶିଂଟନ୍‌, ୧୮ା୩: ୟୁକ୍ରେନ୍‌ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଆଲୋଚନା କରିବେ। ଏ ନେଇ ହ୍ବାଇଟ୍‌...

କୋଭିଡ-୧୯ ସହ ଲଢିବାକୁ ଭାରତକୁ ସାହାଯ୍ୟ କରିବ ଚାଇନା

ବେଜିଂ,୨୦।୩: କୋଭିଡ-୧୯ ସହ ଲଢିବାକୁ ଶୁକ୍ରବାର ଚାଇନାଠାରୁ ପରାମର୍ଶ ନେଇଛନ୍ତି ୟୁରୋଏସିଆନ ଓ ସାଉଥ୍‌ ଏସିଆନର ପ୍ରାୟ ୧୦ ଦେଶ। ଭିଡିଓ କନଫରେନ୍‌ସିଂ ଜରିଆରେ ଏମାନେ...

୩ ବର୍ଷ ଜେଲରେ ରହିବା ପରେ ମୁକ୍ତ ହେଲେ ସାଉଦି ଯୁବରାଣୀ

ରିୟାଧ,୯।୧: ୩ ବର୍ଷ ହେଲା ଜେଲ୍‌ରେ ଥିବା ସାଉଦି ଯୁବରାଣୀ ଓ ତାଙ୍କ ଝିଅଙ୍କୁ ସାଉଦି ସରକାର ମୁକ୍ତ କରିଛି। ଏନେଇ ଏକ ମାନବାଧିକାର ସଂଗଠନ...

Advertisement
Archives

Model This Week