Posted inଜାତୀୟ

ଆଇଏଏସ୍‌ ଟପର୍ସଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ ଶେଷ

ଜୟପୁର,୧୧।୮: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଟିନା ଡାବି ଏବଂ ତାଙ୍କ ଆଇଏଏସ ସ୍ବାମୀ ଅଥର ଅମିରଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଉଭୟ ପ୍ରାୟ ୬ ମାସ ପୂର୍ବରୁ ଉଭୟ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ମାଗିଥିଲେ। ଛାଡପତ୍ର ପରେ ଲୋକମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଏବଂ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ଛାଡପତ୍ର ପରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, ଲୋକମାନେ ତୁମ ବିଷୟରେ କଥାବାର୍ତ୍ତା କରିବେ। ତୁମେ କ’ଣ କରୁଛ ସେଥିରେ କିଛି ଫରକ ପଡ଼ିବ ନାହିଁ। ତେଣୁ ତୁମର ଜୀବନକୁ ଉନ୍ନତ ଏବଂ ସୁଖରେ ପରିପୂର୍ଣ୍ଣ କରିବା ପାଇଁ ଯାହା କରିପାରିବ ତାହା କର। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥି ସହିତ, ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ।

टीना डाबी और अतहर का तलाक


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍‌’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ ୩୦।୧୧: ବଲିଉଡ୍‌ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍‌’କୁ ଓସ୍କାର ପାଇଁ ଚୟନ କରାଯାଇଛି।...

ଖାନ ସାର୍‌ ଫସିଲେ

ନୂଆଦିଲ୍ଲୀ,୨୭।୧: ରେଲଓ୍ବେ ରିକ୍ରୁଟମେଣ୍ଟ ପରୀକ୍ଷା ଫଳ ବିରୋଧରେ ବିହାର ରାଜଧାନୀ ପାଟଣାରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନରେ ଜଡ଼ିତ ଥିବା ଅଭିଯୋଗରେ ୟୁଟ୍ୟୁବର ଖାନ ସାରଙ୍କ ବିରୋଧରେ...

ନୀତି ଆୟୋଗ ବୈଠକରେ ଯୋଗ ଦେବେନାହିଁ ନୀତୀଶ, କେସିଆର କଲେ ବହିଷ୍କାର

ନୂଆଦିଲ୍ଲୀ,୭ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୀତି ଆୟୋଗର ଗର୍ଭନିଂ କାଉନସିଲର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ । ନୀତି ଆୟୋଗର ଏହି ବୈଠକରେ...

ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,୨୯।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ...

୨ ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୯।୧୧: ଆସନ୍ତା ୨ ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ପ୍ରତିଷେଧକ ଟିକା ଅଣାଯିବ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ଇନଷ୍ଟିଚ୍ୟୁଟ୍‌ର ସିଇଓ...

ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ନୁହେଁ ରାହୁଲ

ନୂଆଦିଲ୍ଲୀ,୬।୭: କଂଗ୍ରେସ ଦଳରେ ଖୁବ୍‌ଶୀଘ୍ର ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି। ଯେଉଁ ନେତାମାନେ ସଚିବ ଓ ପ୍ରଭାରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା...

ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ: କୋର୍ଟ…

ମୁମ୍ବାଇ,୧୫।୪ : ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ କହିଛନ୍ତି, ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ॥ ଏହା କଏଦୀଙ୍କର ମୌଳିକ ଅଧିକାରର...

ଏଏପି ବିବାହରେ ଆମନ୍ତ୍ରିତ ହୋଇ ନ ଥିବା ଡ୍ୟାନ୍ସର: ଫଡ଼ନାଭିସ…

ଭାବନଗର,୧୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ଆଡ଼କୁ ମୁହାଁଇଛି। ଭାଜପା କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଏପି...

Advertisement
Archives

Model This Week