ପୁଣି ଥରେ ଏହି ଅଭିନେତ୍ରୀଙ୍କ ଫଟୋ ସୋସିଆଲ ଲଗାଇଲା ନିଆଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ମଲାଇକା କିଛି ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ମଲାଇକା ଏହି ଫଟୋରେ ଶାଢ଼ିରେ ନଜର ଆସିଛନ୍ତି। ଏଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ପ୍ରଶଂସକମାନେ ଫଟୋଗୁଡ଼ିକୁ ବେଶ୍‌ ପସନ୍ଦ କରିଛନ୍ତି। ଏକ ଗୋଲଡେନ କଲର ଶାଢ଼ି ପିନ୍ଧି ଭିନ୍ନ ଭିନ୍ନ ପୋଜ୍‌ରେ ମଲାଇକା ଫଟୋଗୁଡ଼ିକୁ ଉଠାଇଛନ୍ତି।

ଏହା ପ୍ରଥମଥର ନୁହେଁ, ମଲାଇକା ବହୁବାର ଏମିତି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ମଲାଇକାଙ୍କର ୧୩.୧ ମିଲିୟନ ଫଲୋଅର୍ସ ଅଛନ୍ତି। ମାତ୍ର ମଲାଇକା ୫୫୯ ଲୋକଙ୍କୁ ଫଲୋ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରଜାଲ

ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ପ୍ରଯୋଜନା କରିବାକୁ ଯାଉଛନ୍ତି। ଉକ୍ତ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଇନ୍ଦ୍ରଜାଲ’। ଆର୍‌.ଆର୍‌, ଇଭେଣ୍ଟସ ବ୍ୟାନରରେ ଚିତ୍ରଟିର...

ଫଟୋଗ୍ରାଫର୍‌ଙ୍କ ପାଇଁ ସର୍ତ୍ତ ରଖିଲେ କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ମା’ ହେବାର ଅଳ୍ପ କିଛିଦିନ ପରେ ସେ କର୍ମ କ୍ଷେତ୍ରକୁ...

ଆଲିଆଙ୍କ ପ୍ରିୟ ଖାଦ୍ୟ: ଏଥିରେ ରହିଛି ଏସବୁ ଉପକାରୀ ଗୁଣ

ବଲିଉଡ୍‌ର କୌଣସି ତାରକା ଯଦି କୁହନ୍ତି, ତାଙ୍କର ପ୍ରିୟ ଖାଦ୍ୟ ଦହି ଭାତ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଦହି...

ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି...

ଆଜି ଦୀପ୍‌ବୀରଙ୍କ ବିବାହ ବାର୍ଷିକୀ: ଆଶୀର୍ବାଦ ପାଇଁ ତିରୁପତିରେ ପହଞ୍ଚିଲେ ଦମ୍ପତି

ବମ୍ବେ: ବିବାହକୁ ହିଁ ପ୍ରେମର ସଫଳତା ବୋଲି କୁହାଯାଇଥାଏ। ବଲିଉଡରେ ଅନେକ ପ୍ରେମକାହାଣୀ ଅଛ, ଯାହା ବିବାହ ପର୍ଯ୍ୟନ୍ତ ନ ଯାଇ ଅଧାରେ ଅଟକି ଯାଇଛି।...

ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ...

ଶାହାରୁଖଙ୍କୁ ଘୃଣା କରୁଥିଲେ ସ୍ତ୍ରୀ ଗୌରୀଙ୍କ ମା’; ମୁଣ୍ଡରେ ବନ୍ଧୁକ ଲଗାଇ ଭାଇ କହିଥିଲେ…

ବମ୍ବେ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନଙ୍କ ଯୋଡ଼ିକୁ ହିନ୍ଦି ସିନେମାର ସଫଳ ଯୋଡ଼ି ଭାବେ ବିବେଚନା କରାଯାଏ। ଏକ ପାର୍ଟିରେ...

‘ସୀତା’ ଭୂମିକାରେ ଅଭିନୟ ପାଇଁ ଏତିକି ଟଙ୍କା ଦାବି କଲେ କରୀନା

ଅଭିନେତ୍ରୀ କରିନା କପୁର ଖାନ ନିକଟରେ ଏକ ଫିଲ୍ମରେ ‘ସୀତା’ର ଭୂମିକା ପାଇଁ ୧୨ କୋଟି ଟଙ୍କା ପ୍ରଯୋଜକଙ୍କଠାରୁ ଦାବି କରିଛନ୍ତି। ଏହି ଖବର ଆସିବା...

Advertisement
Archives

Model This Week