ଭର୍ଚୁଆଲ୍ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍…
୭ ପାନ୍ଥିକା, ପାନ୍ଥ ନିବାସକୁ ଲିଜ୍ରେ ନେବ ଘରୋଇ ସଂସ୍ଥା
ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗର ୭ଟି ସ୍ଥାନରେ ଥିବା ପାନ୍ଥନିବାସ, ଯାତ୍ରୀ ନିବାସ ଗୁଡିକୁ ଘରୋଇ ସଂସ୍ଥାକୁ ଲିଜରେ ଦେବାକୁ ନିଷ୍ପତ୍ତି ନେଇଛି। ସେଗୁଡିକ ହେଲା ସାତପଡାରେ ଥିବା ଯାତ୍ରୀ ନିବାସ, ଝାସୁଗୁଡାର ଟିଆରସି, ପଞ୍ଚଲିଙ୍ଗେଶ୍ୱର ପାନ୍ଥନିବାସ, କୋଣାର୍କ ଯାତ୍ରୀ…
ଆଜି କୋର୍ଟରେ ହାଜର ହେବେ ବିଧାୟକ ପ୍ରଦୀପ, ପାଠକ ବାପ-ପୁଅ
ବ୍ରହ୍ମପୁର ଅଫିସ,୮ା୪: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗୁରୁବାର ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ। ଏମାନଙ୍କ ନାମରେ ବୈଦ୍ୟନାଥପୁର…
ଝଡ଼ବର୍ଷା ଆଶଙ୍କା
ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ଉପକୂଳ ଓଡ଼ିଶାରେ ତାତିର ପ୍ରକୋପ ହ୍ରାସପାଇଛି। ତେବେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ଜାରିରହିଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ ଉପରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଭାଗରେ…
‘ବୃହତ୍ ବାଣିଜ୍ୟିକ ସ୍ଥଳରେ ପରିଣତ ହେବ ଓଡ଼ିଶା’
ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ସୁଦୀର୍ଘ ଉପକୂଳର ଫାଇଦା ସାଗରମାଳା ପ୍ରକଳ୍ପ ଜରିଆରେ ଓଡିଶାକୁ ଏକ ବୃହତ ବାଣିଜି୍ୟକ ପରିବହନ ସ୍ଥଳରେ ପରିଣତ କରିବ। ବନ୍ଦରଭିତ୍ତିକ ଶିଳ୍ପାୟନ ଓ ଯୋଗାଯୋଗ ସାଗରମାଳା ପ୍ରକଳ୍ପର ମୁଖ୍ୟ ଫୋକସ ହେବ। ଉପକୂଳ ଗୋଷ୍ଠୀ ବିକାଶକୁ ଗୁରୁତ୍ୱ ଦିଆଯିବ।…
ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଗୁଣ
ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ ମିଶିି ରହିବାକୁ ପସନ୍ଦ ଥିବା ବେଳେ କାହାକୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ। ତେବେ…
ନାବାଳିକାଙ୍କ ପେଟରୁ ବାହାରିଲା ଫୁଟବଲ ଆକାରର ଦୁଇଟି ଟ୍ୟୁମର
ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଟିମ୍ ୧୨ ବର୍ଷର ଜଣେ ନାବାଳିକାଙ୍କ ପେଟରୁ ଫୁଟବଲ ଆକାରର ଦୁଇଟି ଟ୍ୟୁମର ବାହାର କରିଛନ୍ତି। ଗତ ୪-୫ ବର୍ଷ ଧରି ନାବାଳିକାଙ୍କ ପେଟରେ ଦରଜ ହେଉଥିଲା। ଧୀରେ ଧୀରେ ଏହାର ଆକାର ବଢ଼ିବାରେ…
ଗୋଟିଏ ମାସରେ ମହାରାଷ୍ଟ୍ରରେ ଆକ୍ରାନ୍ତ ହେଲେଣି ୬୦ ହଜାର ଶିଶୁ
ନୂଆଦିଲ୍ଲୀ, ୮।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ି ଚାଲିଥିବା ବେଳେ ଏଥିରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଗତବର୍ଷ ବୟସ୍କ ତଥା ବିଭିନ୍ନ ରୋଗ ଥିବା ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହେଉଥିଲେ। କେନ୍ଦ୍ର…
ଗାଭାସ୍କରଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ
ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ ନିଜ ସର୍ବକାଳୀନ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର। ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଛନ୍ତି ଦଳର ନେତୃତ୍ୱ ଭାର। ନିଜ ସମୟର ଶ୍ରେଷ୍ଠ…
ଆଇପିଏଲ୍ ମହାକୁମ୍ଭ: ଜାଣନ୍ତୁ କେବେ, କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଟାଇଟଲ ହାସଲ କରିବାକୁ ଜୋରଦାର ଅଭ୍ୟାସ କରୁଛନ୍ତି। ଏଥର ବିସିସିଆଇ କାର୍ଯ୍ୟସୂଚୀ ଅନୁଯାୟୀ କୌଣସି ଆଇପିଏଲ ଦଳ ନିଜ ଘରୋଇ…
ପିଲାବେଳୁ ଆକ୍ସନ୍ ସିନ୍ ପସନ୍ଦ…
ଚେନ୍ନାଇ: ସାଉଥ ଫିଲ୍ଟ ଷ୍ଟାର୍ ଆଲୁ ଅର୍ଜୁନଙ୍କୁ ଗୁରୁବାର ୩୮ବର୍ଷ ପୂରଣ ହୋଇଛି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲା ଥିବାବେଳେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ୨୦୦୧ରେ ଜଣେ ଶିଶୁ କଳାକାର…
ଆରସିବି ଛାଡିବେ କି କୋହଲି: ମିଳିଲା ଏମିତି ଉତ୍ତର
ଆଇପିଏଲ୍ ୨୦୨୧ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ଅଛି। ଏପ୍ରିଲ ୯ରୁ ଏହି ମହାକୁମ୍ଭ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଖେଳାଯିବ। ଉଭୟ ଦଳ ପ୍ରତିଥର ଟୁର୍ନାମେଣ୍ଟ…
Archives


