Posted inଖେଳ

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍‌

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୨୫ଠାରୁ ଲିଡ୍ସରେ ଖେଳାଯିବ। ଭାରତ ଆତ୍ମବିଶ୍ୱାସ ବଢ଼ାଇ ମ୍ୟାଚକୁ ଆସିବ ଏବଂ ସିରିଜରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଥିବାବେଳେ ଆୟୋଜକ ଇଂଲଣ୍ଡ ବିଜୟ ସହ ଆକାଉଣ୍ଟ ଖୋଲିବାକୁ ଚାହୁଁଛି। ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ୧-୦ରେ ଆଗୁଆ ରହିଛି। ଏହା ସତ୍ତ୍ୱେ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତାର ଆଶା ଅଛି। ମ୍ୟାଚ ଏବଂ ଏହାର ଲାଇଭ ପ୍ରସାରଣ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା …

ମ୍ୟାଚ କେବେ ହେବ?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ୨୫ ଅଗଷ୍ଟ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବ

ଏହା କେଉଁଠାରେ ଖେଳାଯିବ?
ଦୁଇ ଦଳ ମଧ୍ୟରେ ଏହା ଲିଡ୍ସରେ ଖେଳାଯିବ।

ମ୍ୟାଚ୍‌ ଆରମ୍ଭର ସମୟ
ମ୍ୟାଚ ଭାରତୀୟ ସମୟ ୩.୩୦ରେ ଆରମ୍ଭ ହେବ। ଟସ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୩ଟା ସମୟରେ ହେବ।

ମ୍ୟାଚ୍‌ କେଉଁ ଚ୍ୟାନେଲରେ ପ୍ରସାରିତ ହେବ?
ଏହି ମ୍ୟାଚ ସୋନି ସ୍ପୋର୍ଟସ ନେଟୱର୍କରେ ସିଧା ପ୍ରସାରଣ ହେବ। ଏଠାରେ ପ୍ରଶଂସକମାନେ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲାଇଭ ଆକ୍ସନ ଉପଭୋଗ କରିପାରିବେ।

ଅନଲାଇନରେ କେମିତି ଦେଖିବେ ମ୍ୟାଚ୍‌
ଡିଜିଟାଲ ମିଡିଆରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ସୋନି ଲାଇଭ ଆପରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପେରେରା ଶ୍ରୀଲଙ୍କା ଦିନିକିଆ ଅଧିନାୟକ

କଲମ୍ବୋ, ୧୩।୫(ପି.ଟି.)- ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶାଲ ପେରେରା ଶ୍ରୀଲଙ୍କା ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦିମୁଥ କରୁଣାରନେତ୍ଙ୍କ ସ୍ଥାନରେ ପେରେରାଙ୍କୁ ଏହି...

ଚାମ୍ପିୟନ୍‌ ଅଷ୍ଟ୍ରେଲିଆକୁ ମିଳିଲା ଏତିକି ଟଙ୍କା, ଆଇପିଏଲ୍‌ରେ ତୁଳନାରେ ବହୁତ୍‌ କମ୍‌

ଦୁବାଇ,୧୫।୧୧:: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ...

ଇଂଲଣ୍ଡରେ ଧାଓ୍ବନଙ୍କ ହଜାରେ

ଲଣ୍ଡନ,୯ା୬: ଭାରତୀୟ ଓପନର ଶିଖର ଧାଓ୍ବନ ଇଂଲଣ୍ଡରେ ଦିନିକିଆ ଫର୍ମାଟରେ ଏକହଜାର ରନ୍‌ ପୂରଣ କରିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କ୍ୟାରିୟରର ୧୭ତମ...

ଡେଭିସ୍‌ କପ୍‌: ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୮(ପି.ଟି.)-ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ମ୍ୟାଚ ପାଇଁ ସୋମବାର ପ୍ରଜନେଶ ଗୁଣେଶ୍ୱରନଙ୍କ ନେତୃତ୍ୱରେ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସୁମିତ ନାଗପାଲଙ୍କ ବ୍ୟତୀତ...

ୟୁଏସ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ନ୍ୟୁୟର୍କ,୮।୯ (ପି.ଟି.): ଚଳିତ ୟୁଏସ୍‌ ଓପନ୍‌ରୁ ଭାରତୀୟ ତାରକା ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ୍‌ ଶାପୋଭାଲୋଭ ବିଦାୟ ନେଇଛନ୍ତି। ଏହି ଯୋଡି...

ପୁରୁଣା ଭିଡିଓ ପୋଷ୍ଟ କରି ହାର୍ଦ୍ଦିକ କହିଲେ ‘ଯଦି ମୁଁ କରିପାରିଲି, ତେବେ କେହି ବି କରିପାରିବେ’; ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁବାର ସୋସିଆଲ ମିଡିଆରେ ନିଜର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ୨୦୧୧...

ବିଦା ହେବେ ଶ୍ରୀଲଙ୍କା କୋଚ୍‌

କଲମ୍ବୋ,୧୯ା୭(ଏଏଫ୍‌ପି)- ବିଶ୍ୱକପ୍‌ ବିଫଳତା ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫେର୍ନାଣ୍ଡୋ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦତ୍ୟାଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଦଳ...

କ୍ୟାରିୟରର ଅନ୍ତିମ ଟେଷ୍ଟ ଜାଣି ନିୟମ ଭାଙ୍ଗିଲେ ଫିଲାଣ୍ଡର

ଜୋହାନ୍ସବର୍ଗ,୨୬।୧- ଓ୍ବାଣ୍ଡର୍ସରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଦକ୍ଷିଣ ଆଫ୍ରିକା ପେସର ଭର୍ନନ ଫିଲାଣ୍ଡରଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌। ଟେଷ୍ଟର...

Advertisement
Archives

Model This Week