ଶ୍ୱଶୁରଙ୍କ ସହ ଘରେ ବସି ଏହି ଗେମ୍‌ ଖେଳନ୍ତି ଐଶ୍ଚର୍ଯ୍ୟା

ଟିଭିର ଲୋକପ୍ରିୟ ରିଅଲିଟି ଗେମ ଶୋ ‘କୌନ ବନେଗା କରୋଡପତି’ର ୧୩ ତମ ସିଜନ ଆରମ୍ଭ ହୋଇଛି। ଏହି ଶୋ ସହିତ ଅମିତାଭ ବଚ୍ଚନ ଟିଭିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅମିତାଭ ବଚ୍ଚନ ଏହି ଶୋ ସହିତ ଜଡିତ ଅଛନ୍ତି। ୨୦୧୯ ମସିହାରେ ଶୋ’ର ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନ ପ୍ରକାଶ କରିଥିଲେ ଯେ, ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଶ୍ୱେତା ବଚ୍ଚନ ନନ୍ଦା କେବିସି ଘରେ ଦେଖନ୍ତି। ମୋ ପରିବାରର ସମସ୍ତେ କେବିସି ଦେଖନ୍ତି। ଜୟା ସମସ୍ତ କାମ ଛାଡି ଏହି ଶୋ ଦେଖନ୍ତି । ବେଳେବେଳେ ଶ୍ୱେତା ଏବଂ ଐଶ୍ୱର୍ଯ୍ୟା ଘରେ ବସି କୁଇଜ ଖେଳନ୍ତି। ଐଶ୍ଚର୍ଯ୍ୟା ଏବଂ ମୁଁ ମଧ୍ୟ କେବିସି ଗେମ୍‌ ଘରେ ଖେଳୁ ବୋଲି ସେ କହିଥିଲେ। ପୂର୍ବରୁ ମଧ୍ୟ ଏକ ସାକ୍ଷାତକାରରେ ଐଶ୍ଚର୍ଯ୍ୟା କେବିସିରେ ଅଭିତାଭଙ୍କ ହୋଷ୍ଟି ଶୈଳୀsକୁ ଖୁବ୍‌ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଖେଳାଳିଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ବିଜୟ ଦେବରକୋଣ୍ଡା

ଅଭିନେତା ବିଜୟ ଦେବରକୋଣ୍ଡା ଏବେ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେଟା ଭଲ ସଫଳତା ପାଇନାହିଁ କିନ୍ତୁ ବିଜୟ...

ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।...

ଆଉ ଏକୁଟିଆ ନାହାନ୍ତି ଅବନୀତ, ପଡ଼ିଛନ୍ତି ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ…

ବମ୍ବେ: କଥାରେ ଅଛି ଯେତେ ଲୁଚାଇଲେ ବି ସତ କେବେ ଲୁଚି ରହେନା। ସେଭଳି କିଛି ଘଟିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌରଙ୍କ...

କ୍ୟାମେରାକୁ କାଟ୍ରିନା ଭାବି ରୋମାନ୍ସ କରୁଥିଲେ ଏହି ଅଭିନେତା

ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ଙ୍କ ବିବାହ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ଆଜି ସଙ୍ଗୀତ, କାଲି ମେହେନ୍ଦୀ ଏବଂ ପରଦିନ ସାତ ଫେରା...

ପୁଣିଥରେ ଭାରତରେ ଶୁଣିବାକୁ ମିଳିବ ଧୋନି…ଧୋନି…ଧୋନି

ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଓ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ସିନେମା ହଲରେ...

୧୦ ବର୍ଷ ପରେ ପୁଣିଥରେ ଫିଲ୍ମକୁ ଫେରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

୧୦ ବର୍ଷ ପରେ ବଡ଼ ପରଦାକୁ ପୁଣିଥରେ ଫେରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନା ରଣାଓ୍ବତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଶୁଟିଂସେଟ୍‌ରେ ପ୍ରବଳ ଗାଳି ଦେଇଥିଲେ କୋରିଓଗ୍ରାଫର

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କା ତାଙ୍କର ପ୍ରଥମ...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

Advertisement
Archives

Model This Week