ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ: ବାଲି ବୋଝେଇ ହାଇଓ୍ବାକୁ ପଛରୁ ଧକ୍କା ଦେଲା ଅଟୋ, ୭ ଗୁରୁତର
ପାଟଣା,୧୭।୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦୁଝର ରାସ୍ତାର ଶରଧାପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବାଲି ବୋଝେଇ ହାଇୱାରେ ଅଟୋଟି ପିଟି ହୋଇଥିଲା। ଏଥିରେ ଥିବା ୭ ଜଣ…
୧୭ ବର୍ଷ ବୟସରେ ଜାମନଗର ମହାରାଜାଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ନିସନ୍ତାନ ଥିବା ଯୋଗୁ…
ବମ୍ବେ: ଭେଟେରାନ ଅଭିନେତ୍ରୀ ସିମି ଗେରଓ୍ବୋଲଙ୍କୁ ‘ଦ ଲେଡି ଇନ୍ ହ୍ବାଇଟ୍’ ବୋଲି କୁହାଯାଏ। ଆଜି ବି ତାଙ୍କ ମୁହଁର ଚମକ ପୂର୍ବଭଳି ରହିଛି। ଏଥିପାଇଁ ତ ପ୍ରଶଂସକମାନେ ସିମିଙ୍କୁ ଏଭରଗ୍ରୀନ ବୋଲି କହିବାକୁ ପଛାଉ ନାହାନ୍ତି। ନିକଟରେ ଏକ ସାକ୍ଷାତକାରରେ…
୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…
କୋଲକାତା,୧୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଶନିବାର ଭୋଟିଂ ଜାରି ରହିଛି। ୬ଟି ଜିଲାର ୪୫ଟି ବିଧାନସଭା ଆସ ପାଇଁ ମତଦାନ କରାଯାଉଛି। ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ଆସନ୍ତା ମେ ୨ରେ ପ୍ରକାଶ ପାଇବ। ପଞ୍ଚମ ପର୍ଯ୍ୟାୟରେ…
ଲାଲୁଙ୍କୁ ଜାମିନ
ପାଟନା,୧୭।୪: ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶନିବାର ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୩.୧୩ କୋଟି ଟଙ୍କାର ଚାରା ଦୁର୍ନୀତିି ମାମଲାର ଶୁଣାଣି…
ପାଣି ପରିବର୍ତ୍ତେ ନଦୀରେ ବୋହିଲା କ୍ଷୀର: ଭାଇରାଲ ହେଉଛି ଭିଡିଓ
କ୍ଷୀର ନଦୀ ବହିବା କାହାଣୀ ଆମେ ଶୁଣିଛୁ। କିନ୍ତୁ ଏହାକୁ କେବେ ଆଖିରେ ଦେଖି ନାହୁଁ। କିନ୍ତୁ ଏବେ ସେମିତି କିଛି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ଗତ ଏପ୍ରିଲ ୧୫ରେ ଦୁଲାଇସ ନଦୀର ପାଣି ହଠାତ୍ ଧଳା ହୋଇଯାଇଥିଲା। ଅର୍ଥାତ୍…
କରୋନା ସଙ୍କଟ ମଧ୍ୟରେ ମୋଦିଙ୍କ ସହ କଥା ହେଲେ ଉଦ୍ଧବ: ମାଗିଲେ ୧୫୦୦ ଏମ୍ଟି ଅକ୍ସିଜେନ୍
ମୁମ୍ବାଇ,୧୭।୪: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩,୭୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୩୯୮ଜଣଙ୍କ ମୃତ୍ୟୁ ଘଟିଛି। ତେବେ…
କୁମାରସ୍ବାମୀ କରୋନା ପଜିଟିଭ୍
ବେଙ୍ଗାଲୁରୁ,୧୭।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଶନିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ…
ଭୁଲ୍ରେ ବି କାହାରିକୁ କୁହନ୍ତୁ ନାହିଁ ଏସବୁ କଥା; ନଚେତ ପରେ ପଶ୍ଚାତାପ କରିବେ; ଜାଣନ୍ତୁ କ’ଣ କୁହନ୍ତି…
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବହୁତ କଠୋର। ହେଲେ ସେ ସର୍ବଦା ଜୀବନର ସତ୍ୟତା ବିଷୟରେ ଲେଖୁଥିଲେ। ଏଗୁଡ଼ିକ ବ୍ୟକ୍ତିକୁ ସଫଳ କରିବାରେ ସହଯୋଗୀ ସାବ୍ୟସ୍ତ ହୋଇଥାଏ। ଏଣୁ ସମସ୍ତଙ୍କୁ ଏଗୁଡ଼ିକୁ ନିଜ ଜୀବନରେ ପ୍ରୟୋଗ କରିବା ଉଚିତ। ଚାଣକ୍ୟ କୁହନ୍ତି, ବ୍ୟକ୍ତିକୁ…
ପଦାରେ ପଡ଼ିଲା କାର୍ତ୍ତିକ-କରନଙ୍କ ସମ୍ପର୍କ
ମୁମ୍ବାଇ,୧୭।୪: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ଓ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଛି। ଦୁଇଜଣଙ୍କ ଭିତରେ ଥିବା ତିକ୍ତତା ଏବେ ପଦାରେ ପଡ଼ିଛି। ଫିଲ୍ମରୁ କାର୍ତ୍ତିକଙ୍କୁ ବାହାର କରିବା ପରେ କରନ ଏବେ…
ଏସବୁ ଖାଇଲେ ହେବନି କରୋନା…
ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ନିଜର ନିତିଦିନିଆ ଜୀବନ ଶୈଳୀରେ କେତେକ ଖାଦ୍ୟାଭ୍ୟାସକୁ ସାମିଲ କଲେ ସୁଫଳ ମିଳିଥାଏ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଖାଦ୍ୟରେ ଅନପ୍ରୋସେସ୍ଡ ଖାଦ୍ୟ…
ନିଜକୁ ଫିଟ୍ ରଖିବା ପାଇଁ କୁକୁର କରୁଛି ଏପରି, ମା’ କୁ ଦେଖି ଛୁଆବି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ମୃତ୍ୟୁ ସମୟରେ ୨ ମାସର ଗର୍ଭବତୀ ଥିଲେ ଅମିତାଭଙ୍କ ଏହି ଲୋକପ୍ରିୟ ଅଭିନେତ୍ରୀ
ସାଉଥ୍ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଳ୍ପ କେତେଜଣଙ୍କୁ ସଫଳତା ମିଳିଛି। ସେଥିମଧ୍ୟରୁ ଜଣେ ହେଲେ ସୌନ୍ଦର୍ଯ୍ୟା। ସୌନ୍ଦର୍ଯ୍ୟା ବଲିଉଡ୍ରେ ମାତ୍ର ଗୋଟିଏ ଫିଲ୍ମ ‘ସୂର୍ଯ୍ୟବଂଶମ’ରେ କାମ କରିଛନ୍ତି। ଆଜି ହେଉଛି…
Archives


