ରାଜଧାନୀରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ: ଲୋକାଲ କେସ୍ ବଢ଼ାଉଛି ଚିନ୍ତା
ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ କରୋନା ଚିନ୍ତା ବଢ଼ାଉଥିବା ବେଳେ ଭୁବନେଶ୍ୱରରେ ଏହା ବେକାବୁ ହେବାରେ ଲାଗିଲାଣି। ସୋମବାର ରାଜଧାନୀ ଭୁବନେଶ୍ୱରରୁ ୪୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୨ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୩୮୬ ଲୋକାଲ କେସ ରହିଛନ୍ତି। ସହିପରି…
ଚାଳକ ବିହୀନ ଟେସ୍ଲା କାର୍ ଦୁର୍ଘଟଣାରେ ୨ ମୃତ
ନ୍ୟୁୟର୍କ,୧୯।୪ : ଟେକ୍ସାସଠାରେ ଚାଳକ ବିହୀନ ଟେସଲା କାର୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶନିବାର ବିଳମ୍ବିତ ରାତିରେ କାର୍ଟି ଖୁବ୍ ଗତିରେ ଯାଉଥିବାବେଳେ ଏକ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ପରେ କାର୍ରେ ନିଆଁ…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଚିଠିର ଉତ୍ତର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ୧୯।୪: କରୋନା ମୁକାବିଳା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ସହିତ ଅନ୍ୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ବ୍ୟବହାର ପାଇଁ ସରକାର ଅନୁମତି ଦେବା…
ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା
ମୁମ୍ବାଇ,୧୯।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା। ନିକଟରେ ସିଏସ୍କେ ପାଇଁ ୨୦୦ ମ୍ୟାଚ୍ ଖେଳିଥିବା ଧୋନୀ ଚଳିତ ଆଇପିଏଲରୁ ୨ କିମ୍ବା ୪ ମ୍ୟାଚ୍ରୁ ବାସନ୍ଦ ହୋଇପାରନ୍ତି।…
ପୁଣି କରୋନା ଆକ୍ରାନ୍ତ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ଭୁବନେଶ୍ୱର,୧୯।୪(ବୁ୍ୟୁରୋ): ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ପୂର୍ବରୁ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ। ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିବା ସେ ନିଜେ ଟୁଇଟ୍ କରି ସୋମବାର…
ଲୁହାପଥର ଚୋରା ଚାଲାଣ: ୨ ଗିରଫ
କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ବନ ବିଭାଗ ରବିବାର ରାତିରେ ୨ ଜଣଙ୍କୁ ଗିରଫ କରିଛି। ଏହା ସହ ଗୋଟିଏ ଟିପ୍ପର ଜବତ ହୋଇଛି । ଲୁହାପଥର ଚୋରା ଚାଲାଣ ଅଭିଯୋଗରେ ରାତିରେ ପାଟ୍ରୋଲିଂ ବେଳେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଥିବା…
କ୍ରସରରେ ବିସ୍ଫୋରଣ: ୨ମୃତ, ୩ ଗୁରୁତର
ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫାଦ୍ରୀପଲ୍ଲୀ ନିକଟରେ ଥିବା ଏକ କ୍ରସରରେ ସୋମବାର ପୂର୍ବାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଏମ୍କେସିଜି ମେଡିକାଲ…
ବୋରିସ୍ଙ୍କ ଭାରତ ଗସ୍ତ ବାତିଲ…
ନୂଆଦିଲ୍ଲୀ,୧୯।୪: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୋରିସ୍ଙ୍କ ୨୫ ଏପ୍ରିଲ୍ରେ ଭାରତ ଗସ୍ତରେ ଆସିଥାନ୍ତେ। ତେବେ ଚଳିତ ମାସରେ…
ରୋଗ ଚିହ୍ନଟର ନୂଆ ଉପାୟ
ଆମକୁ କୌଣସି ରୋଗ ହେଲେ ଡାକ୍ତର ଉକ୍ତ ରୋଗର ଲକ୍ଷଣ ବିଷୟରେ ପ୍ରଥମେ ଭଲ ଭାବରେ ଅବଗତ ହୋଇଥାଆନ୍ତି ଏବଂ ତାହାକୁ ତର୍ଜମା କରି ଚିକିତ୍ସା କରନ୍ତି। ଅନ୍ୟପକ୍ଷରେ କେତେକ ରୋଗକୁ ଚିହ୍ନଟ କରିବା ପାଇଁ ରକ୍ତ, ମଳ, ମୂତ୍ର ପରୀକ୍ଷା…
ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା
ମାଲକାନଗିରି,୧୯।୪(ଡି.ଏନ୍.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। ସୂଚନୁନୁଯାୟୀ, ସୁକୁମା ଜିଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ…
ଶୌଚାଳୟ-ସାଧାରଣ ବସ୍ ସେବାକୁ ସାବଧାନ…
ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ହାଇଦାବ୍ରାଦ୍ର ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜିର ୧୭ ଜଣ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ…
ଏହି ବୋଲ୍ଡ ଅଭିନେତ୍ରୀଙ୍କ ସୁଇମିଂପୁଲ ଦୃଶ୍ୟର ଶୁଟିଂ ପାଇଁ କରିବାକୁ ପଡ଼ିଥିଲା ଏମିତି
ବଲିଉଡର ଅନେକ ସୁନ୍ଦର ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅତୀତରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ମାତ୍ର ବର୍ତ୍ତମାନ ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଆମେ ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ବିଷୟରେ କହୁଛୁ। ଯିଏ ତାଙ୍କ…
Archives


