ବାଇକ୍ରେ ଯାଉଥିବା ଯୁବତୀଙ୍କ ଉପରେ ପଡ଼ିଲା ଗଛ
ଲହୁଣୀପଡା,୧୯।୪: ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ରାସ୍ତାର ମହୁଲତା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଶୁଖିଲା ଶାଳଗଛ ଭାଙ୍ଗି ଯୁବତୀ ଉପରେ ପଡ଼ିବାରୁ ଘଟଣାସ୍ଥଳରେ…
ୟୁପିର ୫ ସହରରେ ହାଇକୋର୍ଟଙ୍କ ଲକ୍ଡାଉନ ନିର୍ଦ୍ଦେଶ ; ମାନିବାକୁ ମନା କଲେ ରାଜ୍ୟ ସରକାର
ଲକ୍ଷ୍ନୌ,୧୯।୪ : ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ୫ଟି ସହରରେ ସୋମବାର ରାତିରୁ ୨୬ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଲାହାବାଦ୍ ହାଇକୋର୍ଟ। ରାଜଧାନୀ ଲକ୍ଷ୍ନୌ ସମେତ ପ୍ରୟାଗରାଜ, ବାରଣାସୀ, କାନପୁର ଓ ଗୋରଖପୁର…
ଶଟ୍ଡାଉନ ଶେଷ ହେବା ପରେ ବଜାରରେ ଜନଗହଳି
ସମ୍ବଲପୁର,୧୯ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍ଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୫ଟାରେ ଶଟ୍ଡାଉନ ଅବଧି ଶେଷ ହେବା ପରେ ସମ୍ବଲପୁର ସହରର ଲୋକମାନେ ବାହାରକୁ ଚାଲି ଆସିଥିଲେ। ଦୋକାନ ବଜାରରେ ଭିଡ ଲାଗି…
ବାହାଘର ୨୪ ଘଣ୍ଟା ପୂର୍ବରୁ ଦେବାକୁ ପଡିବ ଅତିଥିଙ୍କ ତାଲିକା
ଭୁବନେଶ୍ୱର,୧୯।୪: କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୨୪ ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍ଡାଉନ ଘୋଷଣା କରିଛନ୍ତି। ହେଲେ ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡ୍ଲାଇନ…
ପ୍ରବାସୀଙ୍କୁ ହାତ ଯୋଡ଼ିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ ଘୋଷଣା ହେବା ପରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ଆନନ୍ଦ ବିହାର ଆଇଏସ୍ବିଟିଠାରେ ଏକତ୍ରିତ ହୋଇଛନ୍ତି। ସେମାନଙ୍କୁ ଦିଲ୍ଲୀ ନ ଛାଡ଼ିବା ପାଇଁ ହାତ ଯୋଡ଼ି ଅନୁରୋଧ…
ପିପିଲିରେ ବିଜେଡି କରିବନି ନିର୍ବାଚନ ଶୋଭାଯାତ୍ରା
ଭୁବନେଶ୍ୱର,୧୯।୪: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ବିଜେଡି ଆଉ ପିପିଲିରେ ନିର୍ବାଚନ ସଭା କିମ୍ବା ଶୋଭାଯାତ୍ରା କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି…
ଧୋନୀଙ୍କୁ ବୋଲର ହିଁ ଭରସା
ମୁମ୍ବାଇ,୧୯।୪ : ରାଜସ୍ଥାନ ରୟାଲ୍ସ ଆଗରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଛିଡ଼ା କରିଛି ୧୮୯ ରନ୍ର ବିଜୟ ଲକ୍ଷ୍ୟ। ମୁମ୍ବାଇ ପିଚ୍ରେ ଏହା ଯଥେଷ୍ଟ ନୁହେଁ। ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍କେକୁ ଜିତିବା ପାଇଁ ହେଲେ…
କାହାକୁ ମିଳିବ ଶଟ୍ଡାଉନରେ ଅନୁମତି
ଭୁବନେଶ୍ୱର,୧୯।୪: ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସପ୍ତାହନ୍ତା ଶଟ୍ଡାଉନରେ ଅତ୍ୟାବଶ୍ୟକ ସେବାକୁ କଟକଣା ମୁକ୍ତ କରାଯାଇଛି। ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ ଶଟ୍ଡାଉନ ସମୟରେ ଯିବା ଆସିବା କରିପାରିବେ। ସେହିପରି ପୋଲିସ ଅଗ୍ନିଶମ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ…
‘ ଭାକ୍ସିନ ନୁହେଁ, କରୋନା ଉପରେ ମଦ କାମ ଦେବ ’
ନୂଆଦିଲ୍ଲୀ,୧୯।୪ : ଭାକ୍ସିନ ଦ୍ୱାରା କିଛି ହେବ ନାହିଁ। ମଦ ହିଁ ସାହାଯ୍ୟ କରିବ। ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ ଘୋଷଣା ହେବା ପରେ ଶିବପୁରୀ ଅଞ୍ଚଳରୁ ମଦ କିଣୁଥିବା ଜଣେ ମହିଳା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଁ ଗତ ୩୫…
ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା
ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବା ନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀଙ୍କ ସହ ବୈଠକ ପରେ ସୋମବାର ଏହି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ନେଇ ୩ଟି ରଣନୀତି ପ୍ରସ୍ତୁତ…
ଲକ୍ଡାଉନ ପୂର୍ବରୁ ମଦ କାଉଣ୍ଟର ଆଗରେ ଲମ୍ବା ଧାଡ଼ି
ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆରମ୍ଭ ହେବାକୁ ଯାଉଛି ୬ ଦିନିିଆ ଲକ୍ଡାଉନ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘୋଷଣା ପରେ ଦେଶର ରାଜଧାନୀ ବିଭିନ୍ନ ଲିକର ଶପରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଲମ୍ବା ଲାଇନ୍। ଖାନ ମାର୍କେଟରେ ଥିବା…
ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ
ମୁମ୍ବାଇ,୧୯।୪ : ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରେ କାକର ପଡ଼ିବାର…
Archives


