ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ୫ ହଜାର ମୁହାଁ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଖୋର୍ଦ୍ଧାରୁ …
ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୪,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୯୭୬ ଜଣ ଲୋକାଲ କେସ୍ ଥିବା…
ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା
ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। କିଛି ଦଳ ଚେନ୍ନାଇରେ ସିଜିନ ଆରମ୍ଭ କରିଥିବାବେଳେ କିଛି…
ମହୁଲ ଗୋଟାଉଛନ୍ତି ରୌପ୍ୟ ବିଜେତା ତୀରନ୍ଦାଜ
ଏମ୍ଭି ୭୯,୧୯ା୪(ଡି.ଏନ.ଏ.): ଦିନେ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ତୀରନ୍ଦାଜୀରେ ଦେଶ ତଥା ରାଜ୍ୟ ପାଇଁ ରୌପ୍ୟ ପଦକ ଜିତି ସେ ଆଣିଥିଲେ ଗୌରବ। ଆଗକୁ ବଢ଼ିବାର ସ୍ବପ୍ନ ଓ ଲକ୍ଷ୍ୟ ଥିଲେ ମଧ୍ୟ ଅଭାବ ଓ ଦାରିଦ୍ର୍ୟ ତାଙ୍କ ପାଇଁ…
ଚିନ୍ତା ବଢ଼ାଇବେ କୁମ୍ଭମେଳା ଫେରନ୍ତା
ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୯୪ରେ ପହଞ୍ଚିିଛି। ସୋମବାର ୪୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ୭, ବାଲିପାଟଣା ଓ ଭୁବନେଶ୍ୱର…
୧୪ବର୍ଷରୁ ବଳାତ୍କାର, ଏବେ ୩ କନ୍ୟା ସନ୍ତାନର ମା’
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବୟସ ଯେତେବେଳେ ୧୪ ହୋଇଥିଲା ସେବେଠାରୁ ବଳାତ୍କାରର ଶିକାର ହୋଇ ଆସୁଛନ୍ତି ଜଣେ ଯୁବତୀ। ୧୫ବର୍ଷ ଧରି ସମ୍ପର୍କୀୟ ମାମୁଙ୍କ ବଳତ୍କାର ଯୋଗୁ ଏବେ ସେ ୩ କନ୍ୟା ସନ୍ତାନର ମା’। ଏହା କୌଣସି ଆଦିବାସୀ ଇଲାକାର ଘଟଣା…
ନିଜ ଦୁଃଖ ବଖାଣିଲେ ଧୋନୀ
ମୁମ୍ବାଇ, ୨୦।୪: ଆଇପିଏଲ୍ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ତୃତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ପରେ ଧୋନୀ ତାଙ୍କ ଫିଟନେସ ବିଷୟରେ କହିଥିଲେ। ଧୋନି ସ୍ବୀକାର କରିଛନ୍ତି ଯେ, ବଢୁଥିବା…
ପୁଅକୁ ହରାଇବାର ଦେଢ଼ ମାସ ପରେ ବି ନ୍ୟାୟ ମାଗୁଛନ୍ତି ବାପା
ପିପିଲି,୨୦।୪(ସ୍ବ.ପ୍ର.): ପିପିଲିର ଗୁଡ଼ିଆପୋଖରୀ ଛକ ନିକଟସ୍ଥ ନିଶା ନିବାରଣ ସଂସ୍ଥା ଦିଶା ଫାଉଣ୍ଡେଶନରେ ମାନସିକ ବିକାରଗ୍ରସ୍ତ ଯୁବକ ଗୌତମ ମଲ୍ଲିକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଏହି କେନ୍ଦ୍ରରେ ସମ୍ପୃକ୍ତ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ…
ଓଡ଼ିଶାରେ କାମ କରିବାକୁ ଦକ୍ଷିଣ କୋରିଆ କମ୍ପାନୀ ଆଗ୍ରହ
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଦକ୍ଷିଣ କୋରିଆ ଓ ଓଡ଼ିଶା ମଧ୍ୟରେ ଦ୍ବି-ପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ସହିତ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଏକ ଗୋଲଟେବୁଲ ବୈଠକର ଆୟୋଜନ କରିଛି ା ବୈଠକରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର…
ପରିବା ବିକାଳିଙ୍କୁ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ର ମାଡ଼
ବଲାଙ୍ଗୀର ଅଫିସ,୨୦।୪: କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସହରରେ ଭିଡ଼ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ଏଥିଯୋଗୁ ସୋମବାର ବଲାଙ୍ଗୀର ମ୍ୟୁନିସିପାଲିଟି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ ରାସ୍ତାକଡ଼ ପରିବା ବିକାଳିଙ୍କୁ ସ୍ଥାନାନ୍ତର କରିବାବେଳେ ଅଭାବନୀୟ ଘଟଣ ଘଟିଛି। ମ୍ୟୁନିସିପାଲିଟି ଅଧିକାରୀଙ୍କ ମାଡରେ ଜଣେ…
ଭାରତକୁ ଆମେରିକା-ବ୍ରିଟେନ୍ବାସୀଙ୍କୁ ଆସିବା ମନା…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ଆକ୍ରାନ୍ତ ବୟସ୍କଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।…
ଡିସିସିବି ଆର୍ଥିକ ଅନିୟମିତତାକୁ ଚାପି ଦିଆଯାଉଛି
ଯାଜପୁର ଅଫିସ,୨୦।୪: ବଲାଙ୍ଗୀର ଓ କେନ୍ଦୁଝର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଡିସିସିବି)ର ଆନନ୍ଦପୁର ଶାଖାରେ ହୋଇଥିବା ଅର୍ଥ ଆତ୍ମସାତ୍ ମାମଲାକୁ ଚାପି ଦିଆଯାଇଛି। ଏଥିରେ ସମ୍ପୃକ୍ତ ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀଙ୍କୁ ଦାୟୀ କରି ସେମାନଙ୍କଠାରୁ ଉକ୍ତ ଅର୍ଥକୁ ଆଦାୟଯୋଗ୍ୟ ଦର୍ଶାଯାଇଛି।…
ମନ ଜିଣିଲେ ଜାଡେଜା: ପଡିଆରେ କଲେ ଏମିତି କାମ
ମୁମ୍ବାଇ, ୨୦।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ) ନିଜ ତୃତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଚେନ୍ନାଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ ଅନେକ କ୍ଷେତ୍ରରେ ରବିନ୍ଦ୍ର ଜାଡେଜାଙ୍କ ପାଇଁ…
Archives


