୭ଦିନରେ ୭୯୪ ପିଲା ସଂକ୍ରମିତ
ଭୁବନେଶ୍ୱର,୯।୯(ବ୍ୟୁରୋ): ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଛି। ଆକ୍ରାନ୍ତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ସ୍ତରରେ ଉପରତଳ ହେଉଥିବାବେଳେ ପିଲାଙ୍କ ସଂକ୍ରମଣ ବଢ଼ିଚାଲିଛି। କେବଳ ୭ ଦିନରେ ୭୯୪ ଶିଶୁ ଓ କିଶୋର ଆକ୍ରାନ୍ତ ହୋଇଥିବାବେଳେ ଶେଷ ୨୪ ଘଣ୍ଟାରେ ୧୦୨…
ଡିପ୍ରେସନ୍ରେ ଥିଲେ ରହସ୍ୟମୟୀ ସ୍ପିନର୍: ଗୋଟିଏ ଫୋନ୍ କଲ୍ ବଦଳାଇ ଦେଲା ଭାଗ୍ୟ
ନୂଆଦିଲ୍ଲୀ,୯।୯:୨୦୧୫ରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ୨.୪୦ କୋଟି ଟଙ୍କାରେ କିଣାଯାଇଥିବା ବେଳେ ରହସ୍ୟ ସ୍ପିନର କେସି କାରିଆପ୍ପା କେହି ଜାଣି ନ ଥିଲେ। କାରିଆପ୍ପାଙ୍କୁ ଏକ ରହସ୍ୟମୟୀ ସ୍ପିନର କୁହାଯାଉଥିଲା କିନ୍ତୁ ସେ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରି…
୧୪ ତାଲିବାନୀ ମନ୍ତ୍ରୀ ଆତଙ୍କବାଦୀ
କାବୁଲ/ପେଶାଓ୍ବର,୯ା୯: ତାଲିବାନ୍ର କଠୋରପନ୍ଥୀ ଅନ୍ତରୀଣ ସରକାରରେ ଏଭଳି ୧୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି, ଯାହାଙ୍କୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପକ୍ଷରୁ ଆତଙ୍କବାଦର କଳାତାଲିକାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ ଓ ତାଙ୍କ ଦୁଇ ଉପପ୍ରଧାନମନ୍ତ୍ରୀ…
ବିବାହ ମଣ୍ଡପକୁ ଯାଉଥିବାବେଳେ ବାଟରେ କନ୍ୟାଙ୍କ ଗାଡି ହେଲା ଖରାପ; ଆଉ ତା’ପରେ
ନଟିଂହାମଶାୟର୍: କୌଣସି ସ୍ଥାନକୁ ଶୀଘ୍ର ଯାତ୍ରା କରିବାକୁ ଥିଲେ, ବାଟରେ ଗାଡି ଖରାପ ହେବା ପ୍ରାୟ ଅଧିକାଂଶ ଲୋକଙ୍କ ସହ ଘଟିଥାଏ। ଏହି ସମୟରେ ମନରେ ରାଗ ଆସିବା ମଧ୍ୟ ସ୍ବାଭାବିକ। କେବଳ ଏତିକି ନୁହେଁ, ସେହି ସମୟରେ କ’ଣ କରାଯିବ…
ଅମାବାସ୍ୟା ରାତିରେ ଖୋଳୁଥିଲେ ଗୁପ୍ତଧନ: ଧରାପଡ଼ିଲେ ଗୁଣିଆ ସମେତ ୧୧
ବିଷମକଟକ,୯ା୯(ଡି.ଏନ୍.ଏ.): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅମାବାସ୍ୟା ରାତିରେ ଗୁପ୍ତଧନ ଖୋଳିବାକୁ ଯାଇଥିଲେ। ଗ୍ରାମବାସୀ ୧୧ ଜଣଙ୍କୁ କାବୁକରି ୨୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକ ରଖିଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଡୁକୁମ ପଞ୍ଚାୟତର ଡେଡିପଡ଼ା ଗ୍ରାମରୁ ଆସିଛି…
ଶିଖର-ଆୟେଶାଙ୍କ ପୂର୍ବରୁ ଏହିସବୁ ଭାରତୀୟ କ୍ରିକେଟର୍ଙ୍କ ଛାଡପତ୍ର ଥିଲା ଚର୍ଚ୍ଚାରେ
ଭାରତୀୟ କ୍ରିକେଟ ଦଳର ଓପନର୍ ଶିଖର ଧାୱନ ଏବଂ ସ୍ତ୍ରୀ ଆୟେଶା ମୁଖାର୍ଜୀ ବିବାହର ଆଠ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଶିଖର-ଆୟେଶାଙ୍କର ଏକ ପୁଅ ଅଛି, ଯାହାର ନାମ ଜୋରଭର୍। ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଆୟେଶା ତାଙ୍କ ଛାଡପତ୍ର…
ମହୁ ବି ଦୂରକରେ ମେଦ ବହୁଳତା: ଜାଣନ୍ତୁ କିପରି
ଆଧୁନିକ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଯୋଗୁ ଅନେକେ ମେଦବହୁଳତାର ଶିକାର ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି କେହି ଜିମ୍ ଯାଉଥିବା, କେହି କେହି ଡାଏଟ ଫଲୋ କରିଥାନ୍ତି। ମାତ୍ର ମହୁରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରିରହିଛ, ଯାହା…
ରୋହିତଙ୍କ ଓପନିଂ ପାର୍ଟନର କୋହଲି ନୁହନ୍ତି
ନୂଆଦିଲ୍ଲୀ,୯।୯: ଗତ ମାର୍ଚ୍ଚରେ ବିରାଟ କୋହଲି ସଫଳତାର ସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରେ ଓପନିଂ କରିଥିଲେ। ଆଉ ଟି୨୦ ବିଶ୍ୱକପ୍ରେ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ହେବାକୁ ଚାହୁଁଥିବା ସ୍ବୀକାର କରିଥିଲେ ଅଧିନାୟକ କୋହଲି। କିନ୍ତୁ…
୪ ବର୍ଷ ହେଲା ଟି୨୦ ଖେଳି ନାହାନ୍ତି ଅଶ୍ୱିନ, ତଥାପି ମିଳିଲା ବିଶ୍ୱକପ୍ ଦଳରେ ସ୍ଥାନ
ନୂଆଦିଲ୍ଲୀ,୯।୯: ଆଗାମୀ ଟି୨୦ ବିଶ୍ୱକପ୍ ଲାଗି ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ସ୍ଥାନ ପାଇଛନ୍ତି ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେ ଅନ୍ତିମ ଥର ୨୦୧୭ରେ କ୍ରିକେଟର ଛୋଟିଆ ଫର୍ମାଟରେ ଭାରତ ପାଇଁ…
ରାସ୍ତାରେ ଗଦା କଲେ ପରିବା
ବରଗଡ଼ ଅଫିସ୍,୮।୯: ବରଗଡ଼ ଏକ କୃଷିପ୍ରଧାନ ଜିଲା। ଧାନ ପରି ପରିବା ଉତ୍ପାଦନରେ ମଧ୍ୟ ଏହି ଜିଲା ପଛରେ ପଡ଼ିନାହିଁ। କିନ୍ତୁ ଧାନବିକ୍ରି ଭଳି ପରିବା ବିକ୍ରିରେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବୁଧବାର ଜିଲାର ଚାଷୀମାନେ…
ଖୋଜି ଖୋଜି ୩ ମାଓବାଦୀଙ୍କୁ ଧରିଲେ
ମାଲକାନଗିରି,୮ା୯(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନବେଳେ ମାଓବାଦୀଙ୍କ ଏକ ସ୍ମାରକୀ ସ୍ତୂପକୁ ଭଙ୍ଗାଯିବା ସହ ବିଜାପୁର ଜିଲା ବାସାଗୁଡ଼ା ଥାନା ମୁରୁଦଣ୍ଡାପଟେଲପାରା ଜଙ୍ଗଲରୁ ୩ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜାଗରଗୁଣ୍ଡାର କୁଞ୍ଜାମ…
ଟଙ୍କା ପାଇଁ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଲେ
ଶିବାମୋଗା,୮।୯: କର୍ନାଟକର ଶିବାମୋଗା ଜିଲାରେ କିଛି ଦୁର୍ବୃତ୍ତ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଇଛନ୍ତି। ସେପ୍ଟେମ୍ବର ୪ରେ ଭଦ୍ରାବତୀ ସହର ନିକଟ ରଙ୍ଗନାଥପୁରାରେ ଏଭଳି ଘଟଣା ଘଟିଥିବା ପୋଲିସ କହିଛି। ଜଙ୍ଗଲ ମଧ୍ୟରେ କୁକୁରମାନଙ୍କ ଭୋକିବା ଶବ୍ଦ ଶୁଭୁବା ହଠାତ୍ ବନ୍ଦ ହୋଇଯିବାରୁ…

