କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର
ଖୋର୍ଦ୍ଧା ଅଫିସ,୨୨।୪:ଗଙ୍ଗପଡ଼ା ଟୋଲଗେଟ୍ କାଜୁ ଜଙ୍ଗଲରୁ ୫ଟି ଭାଲୁ ଛୁଆଙ୍କୁ ବନ ବିଭାଗ ଗୁରୁବାର ଉଦ୍ଧାର କରିଛି। ଏହି ଭାଲୁ ଛୁଆମାନଙ୍କୁ କେହି ଜଙ୍ଗଲ ଭିତରେ ଲୁଚାଇ ଏକ ଜନ୍ତାରେ ରଖିଥିଲା। ଉଦ୍ଧାର ବେଳେ ଦୁଇ ଭାଲୁ ଛୁଆ ଜନ୍ତା ମଧ୍ୟରେ…
୨୬ ବର୍ଷ ବଡ଼ ମିଲିନ୍ଦଙ୍କ ପ୍ରେମରେ ପଡ଼ିଥିଲେ ଏହି ଯୁବତୀ; ନାଇଟ୍ କ୍ଲବରେ ଭେଟିବା ପରେ …
ବମ୍ବେ: କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଥିଲା ଅଙ୍କିତା କୋନ୍ଓ୍ବରଙ୍କ କ୍ଷେତ୍ରରେ। ନିଜଠାରୁ ୨୬ବର୍ଷ ବଡ଼ ଜାଣି ବି ସେ ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ପ୍ରେମରେ ପଡ଼ିଯାଇଥିଲେ। ବୟସାଗତ ତାରତମ୍ୟ ଅଧିକ ଥିବାରୁ…
ହାଟ୍ରିକ୍ ବିଜୟ ପରେ ହସିଲେ ଧୋନୀ, କହିଲେ ‘୨୦ ଓଭର ପୁରା ଖେଳିଥିଲେ…’
ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ବୁଧବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ବିଜେତା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୩ ଉଇକେଟ ହରାଇ ୨୨୦ ରନ୍ କରିଥିଲା।…
ଜାତୀୟସ୍ତରରେ କୋଭିଡ୍ ମୁକାବିଲା ଲାଗି ସହଯୋଗ କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଦେଶର କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ କୋଭିଡ୍ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି। ଜାତୀୟସ୍ତରରେ…
ଯିବାକୁ ପଡ଼ିବନି ଜିମ୍, ଯାହାକୁ ପିନ୍ଧିଲେ ଫିଟ୍ ରହିବ ବଡି
ସୁନ୍ଦର ଆଉ ଫିଟ୍ ଦେଖାଯିବାକୁ କିଏ ବା ନ ଚାହେଁ। ଏଥିପାଇଁ ତ ଲୋକେ ଜିମ୍ ଯାଇଥାନ୍ତି। କିଛି ଲୋକ ଖାଇବା ପିଇବା ପ୍ରତି ବିଶେଷ ବି ଧ୍ୟାନ ଦେଇଥାନ୍ତି। ମାତ୍ର ଥରେ ଭାବିଲେ ବିନା ଜିମ୍, ବିନା ଡାଏଟିଂରେ ଯଦି…
ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ, ଜାରି ହେଲା ନିର୍ବାଚନୀ ଗାଇଡ୍ଲାଇନ୍
ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ସହ କିଛି ଗାଇଡ୍ଲାଇନ୍ ଜାରି କରାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇ କହିଛନ୍ତି, କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଗାଇଡ୍ଲାଇନ୍ କରିଛନ୍ତି।…
ପୁଣି ବଦଳିଲା ତାରିଖ: ମେ’ ୧୬ରେ ପିପିଲି ଭୋଟ୍
ଭୁବନେଶ୍ୱର,୨୨।୪(ବ୍ୟୁରୋ): ପୁଣି ଥରେ ବଦଳିଛି ପିପିଲି ଉପନିର୍ବାଚନ ତାରିଖ। ପୂର୍ବରୁ ମେ’ ୧୩ ତାରିଖର ଭୋଟ୍ ଗ୍ରହଣ ନେଇ ଘୋଷଣା କରାଯାଇଥିଲା। ହେଲେ ଏବେ ମେ’ ୧୬ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସେହିଭଳି ମେ’ ୧୯ରେ ଭୋଟ ଗଣତି…
ଅନ୍ସ୍କ୍ରିନ୍ରେ ପ୍ରଥମଥର ପାଇଁ ଅଭିନେତ୍ରୀଙ୍କୁ କିସ୍ କଲେ ସଲମାନ
ମୁମ୍ବାଇ: ସୁପରଷ୍ଟାର ତଥା ଦବଙ୍ଗ ଖାନ୍ ସଲମାନ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ଦେଖିବା ପାଇଁ ଦର୍ଶକ ଚାତକ ପରି ଚାହିଁରହିଥାନ୍ତି। ଏବେ ତାଙ୍କ ଅଭିନୀତ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଟ୍ରେଲର ରିଲିଜ ହୋଇଛି। ଏହା…
ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା। ଏହାପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଜାରି ରହିଛି। ଏଭଳି ସ୍ଥିତିରେ ଗୁରୁବାର ସଂଧ୍ୟା ସୁଦ୍ଧା ପିପିଲି ପାଇଁ କଂଗ୍ରେସ…
ଝରାଫୁଲ ମୃତ୍ୟୁ ମାମଲା: ୩୦ ହଜାର ଟଙ୍କା ପାଇଁ ପ୍ରେମିକ କରିଥିଲେ ହତ୍ୟା, ଆଉ ଜଣେ ସହଯୋଗୀ ଗିରଫ
ଯାଜପୁର ଅଫିସ,୨୨।୪: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାକୁ ୩ ମାସ ପୂରିଛି। ତେବେ ଆଜି ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟିଛି। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ତାଙ୍କ ପୁରୁଷ ବନ୍ଧୁ ତଥା ପ୍ରେମିକ ଶ୍ୱାସରୁଦ୍ଧ…
ପ୍ରଥମ ବିଜୟ ସ୍ବାଦ ଚାଖିଲା ହାଇଦ୍ରାବାଦ: ଚେପକ୍ର ମଇଦାନକୁ ନେଇ ଓ୍ବାର୍ନର କହିଲେ…
ଚେନ୍ନାଇ,୨୨।୪: ଲଗାତାର ଭାବେ ୩ ଟି ମ୍ୟାଚ୍ ହାରିବା ପରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ର ଚଳିତ ସଂସ୍କରଣରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସଫଳତାପୂର୍ବକ ରନ୍ର ପିଛା କରି ଗୋଟିଏ ଉଇକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।…
ହୋଟେଲରେ ବସି ଖାଇବା ବଦଳରେ ପାର୍ଶଲ ଦିଅନ୍ତୁ: ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୨।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ଦିନ ହେଲା ଦୈନିକ ସଂକ୍ରମଣ ୧୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚି଼ହ୍ନଟ ହେବାରେ ଲାଗିଛନ୍ତି । ଆଜି ଆଉ ୧୩୫ ଜଣ କରୋନାରେ ସଂକ୍ରମିତ…
Archives


